Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Indian Casualties in Iran Conflict: ଖାଡିରେ ସଙ୍କଟରେ ଭାରତୀୟଙ୍କ ଜୀବନ! ଇସ୍ରାଏଲ-ଆମେରିକାଠାରୁ ଅଧିକ ମଲେ…

ନୂଆଦିଲ୍ଲୀ: ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା ନା ଇସ୍ରାଏଲ, ନା ଆମେରିକା, ଗଲା ଅଧିକ ଭାରତୀୟଙ୍କ ଜୀବନ! ଇରାନକୁ କେନ୍ଦ୍ର କରି ଚାଲିଥିବା ଯୁଦ୍ଧରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ଯୁଦ୍ଧରେ ସିଧାସଳଖ ଭାବେ ଜଡିତ ନଥିବା ସତ୍ତ୍ୱେ ଭାରତୀୟ ନାଗରିକଙ୍କ ମୃତ୍ୟୁ ସଂଖ୍ୟା…

ଗୋଟିଏ ଦିନ, ଦୁଇଟି ବଡ଼ ପରୀକ୍ଷା; ଧର୍ମସଙ୍କଟରେ ଓଡ଼ିଶାର ହଜାର ହଜାର ଆଶାୟୀ!

ଭୁବନେଶ୍ୱର: ହଜାର ହଜାର ଶିକ୍ଷିତ ଯୁବକଯୁବତୀଙ୍କ ସାମ୍ନାରେ ଏବେ ଠିଆ ହୋଇଛି ଏକ ଅଦ୍ଭୁତ ପରିସ୍ଥିତି। ବର୍ଷ ବର୍ଷ ଧରି ସରକାରୀ ଚାକିରି ପାଇଁ ଦିନରାତି ଏକ କରି ପ୍ରସ୍ତୁତି ଚଳାଇଥିବା ଆଶାୟୀମାନେ ଏବେ କାର୍ଯ୍ୟସୂଚୀର ଏକ ବଡ଼ ଗଣ୍ଡଗୋଳ ଯୋଗୁଁ ଚିନ୍ତାରେ ବୁଡ଼ି ରହିଛନ୍ତି। ଦୁଇଟି ଭିନ୍ନ…

ଗିରଫ ନେତାଙ୍କୁ ଧରି ଅଧରାତିରେ ଚଢ଼ଉ କଲା ପୋଲିସ, ବାହାରିଲା ୩ କେଜି ସୁନା!

କୋଲକାତା: ପଶ୍ଚିମବଙ୍ଗର କ୍ଷମତା କରିଡରରେ ଏବେ ‘ସୁନା’କୁ ନେଇ କମ୍ପନ ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟିଏ ସରକାରୀ ନେତାଙ୍କ ଗୁପ୍ତ ଆସ୍ଥାନରୁ କିଲୋ କିଲୋ ଓଜନର ସୁନା ଜବତ ହେବା ଘଟଣା ସାଧାରଣ ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏହି କ୍ରମରେ ଗତକାଲି ଅଧରାତିରୁ ଆଜି ସକାଳ ପର୍ଯ୍ୟନ୍ତ ନଦିଆ…

ପ୍ରେମ, ପ୍ରତାରଣା ନା ହତ୍ୟା? କାହିଁକି ଚର୍ଚ୍ଚାରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କ ପୁତୁରା? ଜୋରଧରିଲା ନିରପେକ୍ଷ…

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରରେ ଘଟିଥିବା ଛାତ୍ରୀ ମୃତ୍ୟୁ ଘଟଣା ଏବେ ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ ହଷ୍ଟେଲ୍‌ରୁ ବିସିଏ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାକୁ ଦୁଇ ଦିନ ବିତିଛି।…

TET Qualification: ଶିକ୍ଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି: TET ବାଧ୍ୟତାମୂଳକ, ୨ ବର୍ଷ ବଦଳରେ ମିଳିଲା ୩ ବର୍ଷ ସମୟ

ଭୁବନେଶ୍ୱର: ଦେଶର ହଜାର ହଜାର କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛନ୍ତି ସୁପ୍ରିମକୋର୍ଟ। ଟିଚର ଏଲିଜିବିଲିଟି ଟେଷ୍ଟ (TET) ଉତ୍ତୀର୍ଣ୍ଣ ହେବା ପାଇଁ ଦିଆଯାଉଥିବା ସମୟସୀମାକୁ ୨ ବର୍ଷରୁ ବଢ଼ାଇ ୩ ବର୍ଷ କରାଯାଇଛି। ଏଥିସହିତ ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍…

ସରକାରଙ୍କ ମାଷ୍ଟର ପ୍ଲାନ ଓ ମୁଖ୍ୟମନ୍ତ୍ରୀଙ୍କ ପରିବାରର ‘ଗୁପ୍ତ ସାମ୍ରାଜ୍ୟ’: ସେହିଠାରେ ହିଁ କାହିଁକି କିଣାହେଲା ୧୬୮…

ଭୋପାଲ: ରାଜନୀତି ଓ ବ୍ୟବସାୟର ମଧୁଚନ୍ଦ୍ରିକା ଭିତରେ ସୃଷ୍ଟି ହୋଇଛି ଏକ ବଡ଼ ସନ୍ଦେହର ବଳୟ। ସରକାର ଯେଉଁଠି ନୂଆ ରାଜପଥ ନିର୍ମାଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ଏବଂ ଚାଷ ଜମିକୁ ବାଣିଜ୍ୟିକ ଜମିରେ ବଦଳାଉଛନ୍ତି, ଠିକ୍ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳଗୁଡ଼ିକରେ ହିଁ କିଣାଚାଲିଛି…

Vaibhav’s India Debut: ହାତରେ ଟିମ୍ ଇଣ୍ଡିଆ ଜର୍ସି, ଆଖିରେ ଲୁହ ଛଳଛଳ…ଭାବପ୍ରବଣ ହୋଇଗଲେ ବୈଭବ…

ନୂଆଦିଲ୍ଲୀ: ପ୍ରତ୍ୟେକ ଯୁବ କ୍ରିକେଟର ଗୋଟିଏ ଦିନ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧିବାର ସ୍ୱପ୍ନ ଦେଖନ୍ତି। ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ, ଏହି ସ୍ୱପ୍ନ ଏବେ ବାସ୍ତବରେ ପରିଣତ ହୋଇଛି। ଆୟରଲ୍ୟାଣ୍ଡ ବିପକ୍ଷ T20I ସିରିଜ୍ ଆରମ୍ଭ ହେବା ପୂର୍ବରୁ ଯେତେବେଳେ ସେ ପ୍ରଥମ ଥର ପାଇଁ ଟିମ୍…

ଆଗାମୀ ୨୪ ଘଣ୍ଟା: ଓଡ଼ିଶାର ୧୪ ଜିଲ୍ଲାକୁ ହାଇଆଲର୍ଟ, ଆକାଶରୁ ବର୍ଷିବ କାଳ!

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆସିଲା ସବୁଠାରୁ ବଡ଼ ଚେତାବନୀ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରକୃତି ରଚିପାରେ ତାଣ୍ଡବ। ଆକାଶରେ କଳାହାଣ୍ଡିଆ ମେଘ ଜମିବା ସହ ହଠାତ୍‌ ସୃଷ୍ଟି ହୋଇପାରେ ଭୟଙ୍କର ସ୍ଥିତି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି…

ସରକାରୀ ପ୍ରେସ୍‌ ଥାଉ ଥାଉ ଘରୋଇ ସଂସ୍ଥାକୁ ଟେକି ଦେଲେ ବହି ଛପା: ଉଡ଼ିଗଲା ୨୧ କୋଟି, ଏବେ ଭୁଲ୍‌ ବାହାରିବାରୁ ଦୋଷ…

ଭୁବନେଶ୍ୱର: ନିଜର ସମସ୍ତ ସରକାରୀ ଭିତ୍ତିଭୂମି ଓ କ୍ଷମତା ଥାଇ ମଧ୍ୟ କାହିଁକି ବେସରକାରୀ ସଂସ୍ଥା ଉପରେ ଏତେ ଅହେତୁକ ଅନୁକମ୍ପା? ଏମିତି ଏକ ପ୍ରଶ୍ନ ଏବେ ରାଜ୍ୟ ଶିକ୍ଷା ବିଭାଗର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ…

ଓଡ଼ିଶାର ରେଳଧାରଣାରେ ଦୌଡ଼ୁଥିବା ରେଳଗାଡ଼ିକୁ ମିଳିବ ସୁରକ୍ଷା ‘କବଚ’

ଭୁବନେଶ୍ୱର: ପୂର୍ବତଟ ରେଳପଥ ପରିସୀମାରେ ୬୩୧କିମି ରୁଟ୍‌ରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କବଚ ସୁରକ୍ଷା କାର୍ଯ୍ୟକାରୀ କରିବା ଲାଗି ରେଳ ମନ୍ତ୍ରଣାଳୟ ୨୭୦ କୋଟି ଟଙ୍କା ମଞ୍ଜୁର କରିଛି । କବଚ ବ୍ୟବସ୍ଥା ଲାଗୁ ହେଲେ, ଗୋଟିଏ ଧାରଣାରେ ଦୁଇଟି ଟ୍ରେନ୍ ଧକ୍କା ହେବାର ଆଶଙ୍କାକୁ ଏଡ଼ାଇ…