Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ, ଅନେକ ଅତ୍ୟାଧୁନିକ ବନ୍ଧୁକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ଜଣ ହାର୍ଡକୋର ମାଓବାଦୀ । ନିହତ ମାଓବାଦୀଙ୍କ ମଧ୍ୟରେ ଚାରି ଜଣ ମହିଳା ଓ ଦୁଇ ଜଣ ପୁରୁଷ ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌, ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ରେଡ୍

ଭୁବନେଶ୍ବର: ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍‌ । ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) । ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍‌ ସାମ୍ନାକୁ ଆସିଛି ।…

Republic Day 2026: ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ପତାକା ଉତ୍ତୋଳନ…

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ରାଜ୍ୟପାଳ ହରି ବାବୁ କମ୍ଭମପାଟି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଅଭିବାଦନ ଗ୍ରହଣ କରିବା ନେଇ ସୋମବାର ସୂଚନା ଦିଆଯାଇଛି। ଗୃହ ବିଭାଗ ଦ୍ୱାରା ଜାରି…

‘Nitin Nabin My Boss’: ନବୀନଙ୍କୁ ନିଜ ବସ୍ କହିଲେ ମୋଦି, ନିଜକୁ କହିଲେ ତାଙ୍କ ତଳେ କାମ କରୁଥିବା…

ନୂଆଦିଲ୍ଲୀ: 'ନୀତିନ ନବୀନ ମୋ ବସ୍' 'ମୁଁ ତାଙ୍କ ନେତୃତ୍ୱରେ କାମ କରୁଥିବା ଜଣେ କର୍ମୀ' ନୂତନ ବିଜେପି ଜାତୀୟ ସଭାପତିଙ୍କୁ ସ୍ୱାଗତ କରି ନିଜ ଭାଷଣରେ ମନ ମୋହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜକୁ କହିଲେ ସାଧାରଣ ଦଳୀୟ କର୍ମୀ। ନୀତିନ ନବୀନଙ୍କ ନେତୃତ୍ବରେ କରିବେ ସେ କାମ।…

Acid Attack: ୧୪ ବର୍ଷୀୟ ନାବାଳିକା ଉପରେ ଏସିଡ୍‌ ଆକ୍ରମଣ

ଜୟପୁର: ରାଜସ୍ଥାନରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଜଣେ ୧୪ ବର୍ଷୀୟ ଝିଅକୁ ଏସିଡ୍ ଆକ୍ରମଣ କରିଛି। ୧୯ ବର୍ଷୀୟ ଯୁବକ କେବଳ ଆକ୍ରମଣର ଷଡ଼ଯନ୍ତ୍ର କରିନଥିଲେ ବରଂ ଖସିଯିବା ପାଇଁ ବିସ୍ତୃତ ଯୋଜନା ମଧ୍ୟ କରିଥିଲେ। ୧୪ ବର୍ଷୀୟ ଝିଅଟି ଏକ ବିବାହ ଉତ୍ସବରେ ଯାଇଥିଲା,

ଲଟେରୀ ମାଧ୍ୟମରେ ନିର୍ଣ୍ଣୟ ହେବ ମେୟର: କଣ ରିହିଛି ପ୍ରକ୍ରିୟା, ବିଜେପି-ଶିବସେନା ମଧ୍ୟରେ କାହିଁକି ରହିଛି ବିବାଦ ?

ମୁମ୍ବାଇ: ମହାରାଷ୍ଟ୍ରରେ ପୌର ନିର୍ବାଚନ ଶେଷ ହୋଇଛି, ଏବଂ ମୁମ୍ବାଇ ନଗର ନିଗମ (BMC) ସମେତ ଅନେକ ନଗର ନିଗମ ପାଇଁ ନୂତନ ମେୟରଙ୍କୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ଭାରତୀୟ ଜନତା ପାର୍ଟି (BJP) ନେତୃତ୍ୱାଧୀନ ମହାୟୁତି ମେଣ୍ଟ ମଧ୍ୟ ଏହାର ମେୟର ଚୟନ ପ୍ରକ୍ରିୟାରେ ନିୟୋଜିତ। ନୂତନ

Donald Trump: ଟ୍ରମ୍ପଙ୍କ ବର୍ଷକର ରିପୋର୍ଟ କାର୍ଡ; ୭ ଦେଶ ଉପରେ ଆକ୍ରମଣ, ଅଧା ପୃଥିବୀ ଉପରେ ନଜର

ଓ୍ବାଶିଂଟନ୍: ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାର ବର୍ଷକ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କର ଏମିତି ହରକତ ସୀମା ଟପିଲାଣି । ତେବେ ପ୍ରଶ୍ନ ଉଠୁଛି ଟ୍ରମ୍ପ କାହିଁକି ଏମିତି ହରକତ କରୁଛନ୍ତି, କ'ଣ ରହିଛି ଏହା ପଛର କାରଣ । ଏହା ଟ୍ରମ୍ପଙ୍କର ପାଗଳାପଣ, ନା ଦିନକୁ…

Flower festival: ପ୍ରଥମ ସୋଆ ପୁଷ୍ପ ଉତ୍ସବ ଉଦଘାଟିତ, ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ସୋମବାର ଦୁଇ ଦିନିଆ ‘ପ୍ରଥମ ସୋଆ ପୁଷ୍ପ ଉତ୍ସବ’ ଉଦ୍‌ଘାଟିତ ହୋଇଯାଇଛି । ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦…

ପୋଲାଣ୍ଡ ବୈଦେଶିକ ମନ୍ତ୍ରୀଙ୍କୁ ସ୍ପଷ୍ଟ ବାର୍ତ୍ତା, ଆମ ପଡ଼ୋଶୀରେ ଆତଙ୍କବାଦକୁ ଉତ୍ସାହିତ କରନ୍ତୁ ନାହିଁ: ଏସ୍.…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ପୋଲାଣ୍ଡକୁ ଏକ ଦୃଢ଼ ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି, ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ବଜାୟ ରଖିବାକୁ ଏବଂ ଭାରତର ପଡ଼ୋଶୀରେ କୌଣସି ଆତଙ୍କବାଦୀ ଭିତ୍ତିଭୂମିକୁ ପ୍ରୋତ୍ସାହିତ ନକରିବାକୁ ଅନୁରୋଧ କରିଛନ୍ତି । ଜୟଶଙ୍କର…