Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବା ପଡିଲା ମହଙ୍ଗା, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷକଙ୍କୁ…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ମଦ ପିଇ ବେପରୁଆ ଭାବେ ଗାଡି ଚଳାଇ ହଟହଟା ହେଲେ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ସ୍ବାଇଁ । ସୋମବାର ସନ୍ଧ୍ୟା ବେଳେ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ତାଙ୍କୁ ଖଜୁରୀପଡ଼ା ପୋଲିସ ଅଟକାଇ ତନଖି…

ବିଭିନ୍ନ ପରୀକ୍ଷାକୁ ନେଇ ୩ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ବର:ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । କ୍ୟାବିନେଟ ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ବିଭାଗ ତରଫରୁ ଆଗତ ୩ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲା । ବିଭିନ୍ନ ପରୀକ୍ଷାକୁ ନେଇ ୩…

ପୋଷ୍ଟମାଷ୍ଟରଙ୍କୁ ୫ ବର୍ଷ ଜେଲ୍, ଜମା ନାଁରେ ଲୁଟିଥିଲେ ୧୬ ଲକ୍ଷ

କେନ୍ଦ୍ରାପଡା: ମହାକାଳପଡା ସ୍ଥିତ ରାମନଗର ପୋଷ୍ଟମାଷ୍ଟରଙ୍କୁ ୫ ବର୍ଷ ଜେଲ। ୫ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି କେନ୍ଦ୍ରାପଡା ସିଜେଏମ କୋର୍ଟ । ଜମାକାରୀଙ୍କ ୧୬ ଲକ୍ଷ ଟଙ୍କା ଲୁଟିଥିଲେ ପୋଷ୍ଟମାଷ୍ଟର କାବେରୀ ମଲ୍ଲିକ । ଜମ୍ବୁ ସାମୁଦ୍ରିକ ଥାନା…

Tuberculosis vaccine: ILS ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା; IIT ଭୁବନେଶ୍ଵର ପକ୍ଷରୁ ରହିଛି ବୈଷୟିକ…

ଭୁବନେଶ୍ବର:ଯକ୍ଷ୍ମା (ଟିବି) ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍‌ପି ୧୬.୩ ଡିସି ୪-‘HSP 16.3DC4'' ଟିକା । ଆଇଏଲଏସ ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା । IIT ଭୁବନେଶ୍ଵର ପକ୍ଷରୁ ସମସ୍ତ ପ୍ରକାର ଟେକ୍ନିକାଲ ସହଭାଗିତା ରହିଛି । ଏହି ଭ୍ୟାକ୍‌ସିନ୍‌ର ଫର୍ମୁଲା ଓ…

78th Dhanu Yatra: ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କଲେ ବରଗଡ଼ ଜିଲ୍ଲାପାଳ ଓ ଏସପି

ବରଗଡ଼: ବିଶ୍ଵର ସର୍ବବୃହତ ଖୋଲା ରଙ୍ଗ ମଞ୍ଚ ଭାବେ ପ୍ରସିଦ୍ଧ ଲାଭ କରିଛି ବରଗଡ଼ର ଧନୁଯାତ୍ରା (DhanuJatra)। ଏହି ୭୮ ତମ ଧନୁଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି । ହାଟପଦା ସଞ୍ଚାର ପଡ଼ିଆରେ ପୂଜାର୍ଚ୍ଚନା ପରେ ଶୁଭ ସ୍ତମ୍ଭ ସ୍ଥାପନ କଲେ ବରଗଡ଼ ଜିଲ୍ଲାପାଳ ଓ ଏସପି । ଏହା…

Naxalites surrendered: ୧୫ ମାଓବାଦୀଙ୍କ ଆତ୍ମସମର୍ପଣ; ମୁଣ୍ଡରେ ଥିଲା ୪୮ଲକ୍ଷ

ରାୟପୁର:ଆଜି ୧୫ ଜଣ ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମୁଣ୍ଡରେ ୪୮ଲକ୍ଷ ପୁରସ୍କାର ରାଶି ରହିଥିଲା । ମାଓବାଦୀମାନେ ପୁନର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟସ୍ରୋତକୁ ଫେରି ଆସିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ PLGA ବାଟାଲିୟନ…

Grievance Hearing: ମୁଖ୍ୟମନ୍ତ୍ରୀଙ୍କ ୧୫ତମ ପାଳି ଅଭିଯୋଗ ଶୁଣାଣି; ହେଇଛି ୯୬ ପ୍ରତିଶତ ଅଭିଯୋଗ ସମାଧାନ

ଭୁବନେଶ୍ୱର: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୫ତମ ପାଳି। ଆଜି କେନ୍ଦୁଝରରୁ ସିଧାସଳଖ ଆସି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର…

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଯାହାକୁ ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିମାନବନ୍ଦର ନିର୍ଦ୍ଦେଶକ, ଡେପୁଟି ପୋଲିସ କମିଶନର (ଟ୍ରାଫିକ୍) ଏବଂ ଡିଆଇଜି (CISF)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି…

Dharmendra Car Collection: ଧର୍ମେନ୍ଦ୍ରଙ୍କର ଥିଲା କାର ପ୍ରେମ…ସେ ମାତ୍ର ଏତିକି ଟଙ୍କାରେ କିଣିଥିଲେ ପ୍ରଥମ…

ମୁମ୍ବାଇ:ବଲିଉଡ ଇଣ୍ଡଷ୍ଟ୍ରିର 'ହି-ମ୍ୟାନ୍'ତଥା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଆଜି ଆଉ ଆମ ମଧ୍ୟରେ ନାହାଁନ୍ତି । ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଏକ ସୁନ୍ଦର ଯାତ୍ରା ସର୍ବଦା ମନେ ରହିବ । ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚୁଥିବା ଧର୍ମେନ୍ଦ୍ର ହିନ୍ଦୀ ସିନେମାରେ ତାଙ୍କ କ୍ୟାରିଅର…

ଭୁବନେଶ୍ବରର ପ୍ରମୁଖ ରାସ୍ତାରେ ପାର୍କିଂ ମନା, ଜାରି ହେଲା କଟକଣା…

ଭୁବନେଶ୍ବର: ଭୁବନେଶ୍ବର ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଯାନବାହାନର ଅନିୟମିତ ପାର୍କିଂ ଯୋଗୁଁ ଟ୍ରାଫିକ ବାଧା ସୃଷ୍ଟି କରୁଛି। ଯାହା ଫଳରେ ଭିଡ଼, ଯାତ୍ରୀମାନଙ୍କୁ ଅସୁବିଧା ଏବଂ ସାଧାରଣ ସୁରକ୍ଷା ପ୍ରତି ସମ୍ଭାବ୍ୟ ବିପଦ ସୃଷ୍ଟି ହୋଇଥାଏ। ଭୁବନେଶ୍ବରରେ ସୁନିୟନ୍ତ୍ରିତ ଟ୍ରାଫିକ୍…