Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…

ଭଦ୍ରକ: ବେଆଇନ ବାଲି ମାଫିଆଙ୍କୁ ସାବାଡ଼ କରି ସେମାନଙ୍କ ଉପରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ସତେ ଯେମିତି ଫୁ କରି ଉଡେଇ ଦେଉଛନ୍ତି ବିଭାଗୀୟ ଅଧିକାରୀମାନେ । ବନ୍ୟା ପ୍ରଭାବିତ ଅଞ୍ଚଳ…

ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗୁରୁବାର ସାରା ଓଡ଼ିଶାରେ ଆନ୍ଦୋଳନରତ ଡାକ୍ତରମାନେ ନିଜ ଆନ୍ଦୋଳନରୁ ଓହରିଛନ୍ତି। ଯାହା ଫଳରେ କାଲିଠୁ ସ୍ଵାଭାବିକ ଭାବେ ଚାଲିବ ଓପିଡି ସେବା। ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓମସା) ଅଧୀନରେ ବିଭିନ୍ନ ଦାବି ନେଇ ସରକାରୀ…

ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପଦ୍ମ ବିଭୂଷଣ ଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ଜନ୍ମ ଶତବାର୍ଷିକୀ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଠାରେ ପାଳନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ…

ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ଗତକାଲି ରାତିରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ରଛାତ୍ରୀ ମାନେ ଆଜି ଭଦ୍ରକ ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି ।…

ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୩ଟି ଜିଲ୍ଲା ସମ୍ବଲପୁର, କଟକ ଓ ଦେବଗଡ ଆଦି ବିଭିନ୍ନ ସ୍ଥାନର ଜିଲ୍ଲାସ୍ତରୀୟ କୋର୍ଟକୁ ବୋମା ଧମକ ମିଳିଛି । ଏହି ଖବର ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ…

ଗୋଷ୍ଠୀ କନ୍ଦଳକୁ ନେଇ ଫୁଟିଲା ବୋମା, ଛିଡିଗଲା ହାତ ପାପୁଲି…

ଭୁବନେଶ୍ବର: ରାଜଧାନୀର ମାଉସୀ ମା' ଛକରେ ଫୁଟିଲା ବୋମା । ହାତରେ ବୋମା ଫୁଟିବାରୁ ଛିଣ୍ଡି ଗଲା ଯୁବକଙ୍କ ପାପୁଲି । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଷ୍ଠୀ ସଂଘର୍ଷ କାରଣରୁ ଏପରି ପରିସ୍ଥିତି ଉପୁଯିଥିବା କୁହାଯାଉଛି । ଖବର ମୁତାବକ, ଚିନ୍ତାମଣିଶ୍ୱର…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ସହଜରେ ଚିହ୍ନଟ କରାଯାଇପାରିବ ଆଣ୍ଟିବାୟୋଟିକ, ପ୍ୟାକେଜିଂରେ ରହିବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣ୍ଟିବାୟୋଟିକର ଅତ୍ୟଧିକ ଏବଂ ଅପବ୍ୟବହାରକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେଉଛନ୍ତି। ସରକାର ବଜାରରେ ଆଣ୍ଟିବାୟୋଟିକ ଚିହ୍ନଟ ପାଇଁ ଏକ ବ୍ୟବସ୍ଥା ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି ଯାହା ଦ୍ୱାରା ଜନସାଧାରଣ ସହଜରେ ବୁଝିପାରିବେ ଯେ ଲେଖୁଥିବା ଔଷଧ…

ଭକ୍ତନିବାସରେ ରହିବା ହେଲା ମହଙ୍ଗା; ବଢ଼ିଲା ପାର୍କିଂ ଫି

ପୁରୀ: ପୁରୀ ଭକ୍ତନିବାସରେ ରହିବା ହେଲା ମହଙ୍ଗା। ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ଭକ୍ତନିବାସର ପାର୍କିଂ ଫି ବଢିଲା। ଏବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ଭକ୍ତ ନିବାସଗୁଡ଼ିକରେ ରହିବା ପୂର୍ବ ଅପେକ୍ଷା ମହଙ୍ଗା ହୋଇଛି । ପ୍ରଶାସନ ପକ୍ଷରୁ ଭକ୍ତ ନିବାସରେ ଗାଡ଼ି ପାର୍କିଂ…

Fraud Government Jobs: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ

ନୂଆଦିଲ୍ଲୀ: ଚାକିରି ଦେବା ନାଁରେ ଠକ ଗ୍ୟାଙ୍ଗକୁ ଧରିବାକୁ ଦେଶସାରା ଚଢାଉ। ଭାରତର ବିଭିନ୍ନ ରାଜ୍ୟ ସମେତ ୧୫ଟି ସ୍ଥାନରେ ତଲାସୀ ଜୋରଦାର। ବିହାରର ୩ଟି, ପଶ୍ଚିମବଙ୍ଗର ୨ଟି, କେରଳର ୪ଟି ସ୍ଥାନରେ ଚାଲିଛି ରେଡ୍। ସେହିପରି ଉତ୍ତର ପ୍ରଦେଶର ୪ଟି ଏବଂ ତାମିଲନାଡୁ ଓ ଗୁଜରାଟରେ ଚଢାଉ ଜାରି…

Trump Tariff on Russian Oil: ରୁଷୀୟ ତୈଳ ଉପରେ ୫୦୦% ଟାରିଫ୍ ଲଗାଇବ ଟ୍ରମ୍ପଙ୍କ ନୂତନ ବିଲ୍!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଦ୍ୱିପାକ୍ଷିକ ପ୍ରତିବନ୍ଧକ ବିଲ୍ ପାଇଁ ସବୁଜ ଆମନ୍ତ୍ରଣ ଦେବା ପରେ ଭାରତ ଏବଂ ଚୀନ୍ ଉପରେ ଆମେରିକାର ଶୁଳ୍କ ଆସନ୍ତା ସପ୍ତାହରେ ୫୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଯାହା ୱାଶିଂଟନକୁ ଜାଣିଶୁଣି ରୁଷରୁ ତେଲ କ୍ରୟ କରୁଥିବା…