Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ନୂଆଦିଲ୍ଲୀଠାରେ ନୂତନ ଓଡ଼ିଶା ଭବନର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଭବନର ନିର୍ମାଣ ଶୈଳୀରେ ଓଡିଶାର ସମୃଦ୍ଧ ଐତିହ୍ୟ, କଳା ଓ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିବ ।…

କୋରାପୁଟ ପୋଲିସକୁ ବଡ଼ ସଫଳତା: ୨୨୫ କୋଟି ଟଙ୍କା ମୂଲ୍ୟର ହାଶିଶ ତେଲ ଓ ୫ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ କୋରାପୁଟ ଜିଲ୍ଲା ପୋଲିସକୁ ବଡ ସଫଳତା ମିଳିଛି । ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଉପରେ ଚଢ଼ାଉ କରିଛି ପୋଲିସ । ଚଢାଉ ସମୟରେ ୧୮୦ ଲିଟରରୁ…

ଝାରସୁଗୁଡ଼ା ସଡ଼କ ଦୁର୍ଘଟଣା; ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ମିଳିଲା ସହାୟତା ରାଶି

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ନିକଟରେ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଘଟଣା । ପରିବାରବର୍ଗଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି । ଦୁର୍ଘଟଣାର ମାତ୍ର ୩ ଦିନ ମଧ୍ୟରେ ରେକର୍ଡ ସମୟରେ ୪ ଜଣ ପୋଲିସ କର୍ମଚାରୀଙ୍କ…

CPET 2026: କାଲିଠୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ

ଭୁବନେଶ୍ୱର:ଆସନ୍ତାକାଲି ଠାରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା (CPET) ପାଇଁ ଅନଲାଇନ୍ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ । ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ତରଫରୁ ନିଷ୍ପତ୍ତି…

Dr. Uchhab Charan Das Passes Away: ଆଉ ନାହାଁନ୍ତି ଓଡିଶାର ପ୍ରଖ୍ୟାତ ଘୋଡାନାଚ କଳାକାର ଉଚ୍ଛବ ଚରଣ ଦାସ, ଶୋକ…

କଟକ: ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏବଂ ଓଡ଼ିଶାର ପ୍ରଖ୍ୟାତ ଘୋଡାନାଚ କଳାକାର ଡକ୍ଟର ଉଛବ ଚରଣ ଦାସ କଟକର ଚୌଦ୍ୱାରର ଏକ ଘରୋଇ ହସ୍ପିଟାଲରେ ଅସୁସ୍ଥତା ପାଇଁ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ସକାଳ ୯ରୁ ଅପରାହ୍ନ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ନରେ ହେବ ଭୋଟ୍ ଗଣତି । ​​​​​​​ ମାର୍ଚ୍ଚ ୫ ତାରିଖ ଯାଏଁ ନାମାଙ୍କନ ଦାଖଲ…

PM Modi Instagram 100 million followers: ଇନଷ୍ଟାଗ୍ରାମରେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି, ୧୦ କୋଟି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇସ୍ରାଏଲ ଗସ୍ତରେ ଅଛନ୍ତି। ଏହା ଉପରେ ଏବେ ବିଶ୍ଵ ନଜର ରହିଥିବା ବେଳେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର, ସେ ଇନଷ୍ଟାଗ୍ରାମରେ ୧୦ କୋଟି ଫଲୋଅର୍ସ ଅତିକ୍ରମ କରି ଏପରି କରିବାରେ…

NCERT Controversy: ୮ମ ଶ୍ରେଣୀ ପାଠ୍ୟପୁସ୍ତକର ଭାଗ ୨ ବିକ୍ରୟ ଉପରେ ରୋକ, ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲା NCERT

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ବିବାଦୀୟ ୮ମ ଶ୍ରେଣୀ ପୁସ୍ତକ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ପରିଷଦ ବିବାଦୀୟ ପୁସ୍ତକର ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ପରିଷଦ ମଧ୍ୟରାତ୍ରିରେ ଏକ ବିବୃତ୍ତି ଜାରି କରି ନିଜର ଭୁଲ ସ୍ୱୀକାର କରି କ୍ଷମା…

‘Speaker of the Knesset Medal’ upon PM Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେକରେ ଇସ୍ରାଏଲର…

ନୂଆଦିଲ୍ଲୀ: ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଦିନ 'ସ୍ପିକର୍ ଅଫ ଦ ନେସେଟ୍', ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା। ସେ ଏହି ପଦକ ପାଇବାରେ ପ୍ରଥମ ଭାରତୀୟ ନେତା। ଏହା…