Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀରେ ଲଜ୍ଜା, ବନ୍ଧୁକ ମୁନରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା ବେହେରା ସାହି ଅଂଚଳରେ । ବୁଧବାର ବିଳମ୍ବିତ ରାତିରେ ଜଣେ ମୁଖାପିନ୍ଧା…

ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ- ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ

ଭୁବନେଶ୍ୱର: ଛିଣ୍ଡିବ କି ମହାନଦୀ କଳି? ଦିଲ୍ଲୀ ବୈଠକ ପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ କହିଲେ ମହାନଦୀ ବୈଠକରେ ଯାହା ନିଷ୍ପତ୍ତି ହେବ ମାନିବୁ। ଆପୋସ ସମାଧାନ ନେଇ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବଡ଼ ବୈଠକ। ଏହି ବୈଠକରେ ଉପସ୍ଥିତ ରହିବେ ଉଭୟ ରାଜ୍ୟର…

ବିଦାୟ ନେଉଛି ମୌସୁମୀ, ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨-୩ ଦିନରେ ଓଡ଼ିଶାରୁ ମୌସୁମୀ ସଂପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଚଳିତ ବର୍ଷ ଓଡ଼ିଶା ପାଇଁ ମୌସୁମୀ ବର୍ଷା ଭଲ…

ସୁଧୁରୁଛି ବନ୍ୟା ସ୍ଥିତି; ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଭଦ୍ରକରେ ୧୩୧ ସ୍କୁଲ ଛୁଟି 

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଜଳବନ୍ଦୀ ଅବସ୍ଥା ଏବଂ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଗୁରୁବାର ଦିନ ଜିଲ୍ଲାର ୪ ବ୍ଲକରେ ୧୩୧ଟି ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ…

ରକ୍ତରେ ଭିଜିଥିଲା କକପିଟ; ବଞ୍ଚାଇଲେ ଭାରତୀୟ ପାଇଲଟ୍, ପ୍ରଶଂସା କଲେ ବିଶ୍ୱ ନେତା

ନୂଆଦିଲ୍ଲୀ: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନରେ ଏକ କଥିତ ଆକ୍ରମଣକୁ ବିଫଳ କରିଥିବା ଭାରତୀୟ ପାଇଲଟ୍ ସ୍ମିତ୍ ମାଛରଙ୍କୁ ବ୍ୟାପକ ପ୍ରଶଂସା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାହସିକତାକୁ ପ୍ରଶଂସା କରି ତାଙ୍କୁ ହିରୋ ବୋଲି କହିଥିଲେ। ଟ୍ରମ୍ପ ଏବଂ ନେତାନ୍ୟାହୁ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ; କମର୍ସିଆଲ ସିଲିଣ୍ଡର ଦାମ୍ ୬୨ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଆଜିଠାରୁ ଅକ୍ଟୋବର ମାସ ଆରମ୍ଭ ହେଉଛି। ପାର୍ବଣ ପୂର୍ବରୁ ଦେଶର ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୬୨.୫୦ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ସହିତ ଦିଲ୍ଲୀରେ ଏକ ସିଲିଣ୍ଡରର ମୂଲ୍ୟ ୨,୮୧୦ ହୋଇଛି। କିନ୍ତୁ ଘରୋଇ ସିଲିଣ୍ଡରର…

ଗୁଆହାଟୀ ପିଚ୍‌ ଉପରେ ବର୍ଷିଲେ ଗୌତମ ଗମ୍ଭୀର: “ଏହା କ୍ରିକେଟ ନୁହେଁ, କେବଳ ବ୍ୟାଟିଂ”

ଆସାମ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ରନ୍‌ର ବନ୍ୟା ଦେଖିବାକୁ ମିଳିଛି। ଗୁଆହାଟୀର ବାର୍ଷାପାରା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୋଟ ୮୧୧ ରନ୍ ସଂଗ୍ରହ ହୋଇଥିଲା। ଭାରତ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟକୁ ମାତ୍ର ୪୩.୩ ଓଭରରେ…

ଫ୍ଲାଏଦୁବାଇ ବିମାନ ଦୁର୍ଘଟଣା ଷଡ଼ଯନ୍ତ୍ର: ଭାରତୀୟ ପାଇଲଟଙ୍କ ସାହସିକତା ଯୋଗୁଁ ଟଳିଲା ବଡ଼ ବିପଦ

ଇସ୍ରାଏଲ: ଦୁବାଇରୁ ଇସ୍ରାଏଲ ଅଭିମୁଖେ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବା ପାଇଁ ଜଣେ ଓମାନୀ ସହ-ପାଇଲଟ୍ ଉଦ୍ୟମ କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରକାଶ କରିଛନ୍ତି। ଆକାଶମାର୍ଗରେ ଓମାନୀ ସହ-ପାଇଲଟ୍ ଜଣକ ମୁଖ୍ୟ ପାଇଲଟଙ୍କୁ ଆକ୍ରମଣ କରି…

Odisha CEO:ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ ଗୋପାଳନ ଭିଆରଏସ ନେବେ ।ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ତଥା ବରିଷ୍ଠ ଆଇଏଏସ ଅଧିକାରୀ ଆର. ଏସ. ଗୋପାଳନ ଚାକିରିରୁ ସ୍ଵେଚ୍ଛାକୃତ ଅବସର (ଭିଆରଏସ) ପାଇଁ ଆବେଦନ କରିଛନ୍ତି। ବୁଧବାର ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫାପତ୍ର…

MEA issues advisory for Indians:ସେନାରେ ଯୋଗଦେବା ପାଇଁ ଋଷିଆ ଯିବାର ‘ବିପଜ୍ଜନକ ପଥ’ରୁ ଦୂରେଇ ରୁହନ୍ତୁ:…

ନୂଆଦିଲ୍ଲୀ:ଋଷୀୟ ସେନାରେ ଭାରତୀୟ ନାଗରିକମାନଙ୍କୁ ନିଯୁକ୍ତ କରାଯାଉଥିବା ନେଇ ଖବର ମିଳିବା ପରେ, ଭାରତ ସରକାର ଏକ ନୂତନ ଆଡଭାଇଜରୀ ଜାରି କରିଛନ୍ତି। ସରକାର ଚେତାବନୀ ଦେଇଛନ୍ତି ଯେ ସ୍ୱଳ୍ପକାଳୀନ ଆର୍ଥିକ ଲାଭ ପାଇଁ ନିଆଯାଇଥିବା ପଦକ୍ଷେପ ଘାତକ ସାବ୍ୟସ୍ତ ହୋଇପାରେ। ବୈଦେଶିକ ବ୍ୟାପାର…