Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓରାଙ୍ଗଉଟାନଙ୍କ ସୁରକ୍ଷା ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଚଳିତ ସପ୍ତାହ ଆରମ୍ଭରେ ଉଦ୍ଧାର କରାଯାଇଥିବା ପାଞ୍ଚଟି ଓରାଙ୍ଗଉଟାନ ଛୁଆଙ୍କ ସେବା ଓ ଯତ୍ନ ପାଇଁ ଓଡ଼ିଶା ସରକାର ଏକ ପାଞ୍ଚ-ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଗଠନ କରିଛନ୍ତି। ବିରଳ ଶ୍ରେଣୀଭୁକ୍ତ ଏହି ପ୍ରାଣୀମାନେ ଭାରତର ମୂଳ ବାସିନ୍ଦା…

Ganesh Puja Guidelines:ଗଣେଶ ପୂଜାରେ ଡିଜେ,ବାଣ ମନା: ରାତି ୧୦ଟା ଭିତରେ ସରିବ ମେଲୋଡି

ଭୁବନେଶ୍ବର: ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୋଲିସ୍ (CP) ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଗଣେଶ ପୂଜାକୁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥର…

ଇସ୍ରୋର ଚେତାବନୀ; ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିବ ୩ ବାତ୍ୟା!

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ଗମ୍ଭୀର ସତର୍କତା ଜାରି କରିଛି। ଇସ୍ରୋ ଅନୁଯାୟୀ, ଅକ୍ଟୋବର ଏବଂ ଡିସେମ୍ବର ୨୦୨୬ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ତିନୋଟି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହି…

୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ଯାହା ଫଳରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ଆଇଏମଡି ଝଡ଼ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରିଛି। ଯେଉଁଥିରେ ବାଲେଶ୍ୱର, ଭଦ୍ରକ,…

ବିଦେଶୀ ନେତାଙ୍କୁ କାହିଁକି ଦିଆଗଲା ଶାକାହାରୀ ଖାଦ୍ୟ? ମେନୁକୁ ନେଇ କଂଗ୍ରେସର ଆକ୍ଷେପ, ବର୍ଷିଲା ବିଜେପି

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ବହୁ ପ୍ରତୀକ୍ଷିତ ବ୍ରିକ୍ସ ଶିଖର ସମ୍ମିଳନୀରେ କେବଳ କୂଟନୈତିକ ତଥା ଅର୍ଥନୈତିକ ଆଲୋଚନା ହେଉନାହିଁ, ବରଂ ଏହାର ସ୍ୱତନ୍ତ୍ର ମେନୁକୁ ନେଇ ଏବେ ଦେଶରେ ରାଜନୀତି ସରଗରମ ହୋଇଛି । ବିଶ୍ୱସ୍ତରୀୟ ନେତାମାନଙ୍କୁ କେବଳ ଶୁଦ୍ଧ ଭେଜିଟେରିଆନ୍ ଖାଦ୍ୟ…

Trump Home: କୋଟି କୋଟି ଟଙ୍କାରେ ବିକ୍ରି ହେଲା ଟ୍ରମ୍ପଙ୍କ ପିଲାଦିନର ଘର, ଜାଣନ୍ତୁ ଏହାର ବିଶେଷତ୍ୱ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପିଲାଦିନର ଘର ଏବେ ପୁଣିଥରେ ନୂଆ ମାଲିକଙ୍କ ହାତକୁ ଯାଇଛି । ନ୍ୟୁୟର୍କ ସହରର କ୍ୱିନ୍ସ ଅଞ୍ଚଳରେ ଥିବା ଏହି ଐତିହାସିକ 'ଟ୍ୟୁଡର-ଷ୍ଟାଇଲ୍' ଘରଟି ନିକଟରେ ପ୍ରାୟ ୧୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଗତ କିଛି ବର୍ଷ ଧରି ଅବହେଳିତ…

ସମୁଦ୍ର ମଝିରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ: ଇଣ୍ଡୋନେସିଆରେ ହାହାକାର, ୯୭ ଉଦ୍ଧାର ଓ ଏବେ ବି ୧୪୦ ନିଖୋଜ

ଜାକର୍ତ୍ତା: ଇଣ୍ଡୋନେସିଆରେ ଏକ ବଡ଼ ଧରଣର ନୌ-ଦୁର୍ଘଟଣା ଘଟିଛି । ୨୪୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଜାହାଜ ସମୁଦ୍ର ମଝିରେ ବୁଡ଼ିଯାଇଛି । ଏହି ଭୟାବହ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ…

ମଝି ଆକାଶରେ ଫେଲ୍ ମାରିଲା ଇଞ୍ଜିନ୍: ଜୟପୁର ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ

ଜୟପୁର: ମଝି ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ବିମାନର ଇଞ୍ଜିନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଥିଲା ଆତଙ୍କ। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଓ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି । ରବିବାର ସକାଳେ ଭୋପାଳରୁ ନୂଆଦିଲ୍ଲୀ…

BRICS Summit 2026: ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାହୁଲ-ପ୍ରିୟଙ୍କା: ଭାରତ-ମାଲେସିଆ ସମ୍ପର୍କ ଓ…

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଶାସକ ଦଳ ସହିତ ବିରୋଧୀ ଦଳର କୂଟନୈତିକ ସକ୍ରିୟତା ମଧ୍ୟ ଦେଖିବାକୁ ମିଳିଛି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ ମାଲେସିଆର…

ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତର ବଡ଼ ସଫଳତା: ଓଡ଼ିଶାକୁ ମିଳିଲା ୨.୪୩ ଲକ୍ଷ କୋଟିର ବିପୁଳ ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସଦ୍ୟ ସମାପ୍ତ ସଂଯୁକ୍ତ ଆରବ ଏମିରେଟ୍ସ ଅର୍ଥାତ୍ ଦୁବାଇ ଗସ୍ତ ରାଜ୍ୟ ପାଇଁ ଆଶାତୀତ ସଫଳତା ଆଣିଦେଇଛି । ବିଦେଶୀ ନିବେଶକମାନେ ଏବେ ଓଡ଼ିଶାରେ ନିଜର…