Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘Speaker of the Knesset Medal’ upon PM Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ବେକରେ ଇସ୍ରାଏଲର…

ନୂଆଦିଲ୍ଲୀ: ଭାରତ ଏବଂ ଇସ୍ରାଏଲ ମଧ୍ୟରେ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବୁଧବାର ଦିନ 'ସ୍ପିକର୍ ଅଫ ଦ ନେସେଟ୍', ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥିଲା। ସେ ଏହି ପଦକ ପାଇବାରେ ପ୍ରଥମ ଭାରତୀୟ ନେତା। ଏହା…

India’s Modi tells Israel’s Knesset: ଆତଙ୍କବାଦ, ବାଣିଜ୍ୟ ଏବଂ ଭାରତ-ଇସ୍ରାଏଲ ସମ୍ପର୍କ… ଇସ୍ରାଏଲୀ…

ନୂଆଦିଲ୍ଲୀ: ଦୁଇଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଇସ୍ରାଏଲରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ଏକ ଉଷ୍ମ ସ୍ୱାଗତ କରିଥିଲେ। ତାଙ୍କୁ ଏକ ସ୍ୱତନ୍ତ୍ର ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଏହା…

Speaker of the Knesset Medal: ପିଏମ୍ ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ

ନୂଆଦିଲ୍ଲୀ:ଇସ୍ରାଏଲର ସଂସଦ 'ନେସେଟ୍' ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ସ୍ପିକର ଅଫ୍ ଦି ନେସେଟ୍ ମେଡାଲ' (Speaker of the Knesset Medal)ରେ ସମ୍ମାନିତ କରିଛି। ଏହା ଇସ୍ରାଏଲୀ ସଂସଦର ସର୍ବୋଚ୍ଚ ସମ୍ମାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି ପଦକ ପାଇବାରେ ବିଶ୍ୱର ପ୍ରଥମ…

FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିଜୟ ସହ FIH ପୁରୁଷ ପ୍ରୋ ଲିଗ୍ 2025-26ର ହୋବାର୍ଟ ପର୍ଯ୍ୟାୟକୁ ଶେଷ କରିଛି । ଚଳିତ ପ୍ରୋ ଲିଗ୍ ରେ ଭାରତୀୟ ହକି ଦଳର ଏହା ପ୍ରଥମ ବିଜୟ । ଆଜି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୋର ୧-୧ ଗୋଲ୍‌ରେ ଡ୍ର ରହିଥିଲା। ଏହାପରେ ୩-୧…

Chariot Of Lord Baladevjew : ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧କୋଟି ଟଙ୍କା ଅନୁଦାନ ମଞ୍ଜୁର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି । ଏଥିନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି…

Explosives cache in J-K:ସୁରକ୍ଷାବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ; ଜଙ୍ଗଲରୁ ଅସ୍ତ୍ରଶସ୍ତ୍ର ଓ IED ଉଦ୍ଧାର

ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ନିରନ୍ତର ଅଭିଯାନ ଚାଲିଛି । ଏଥିସହ ସେମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କ ବିରୁଦ୍ଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତେବେ ଏହି ମଧ୍ୟରେ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ହାସଲ କରିଛି। ପୁଞ୍ଚ…

ଟୋକନ୍‌ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା; ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିବା ଚାଷୀମାନଙ୍କୁ ସହାୟତା କରିବା ପାଇଁ ବୁଧବାର ଦିନ ଓଡ଼ିଶା ସରକାର ଟୋକନର ବୈଧତା ବୃଦ୍ଧି କରିଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୬୩,୬୫,୦୦୦…

ମାର୍ଚ୍ଚ ପ୍ରଥମ ସପ୍ତାହରେ ରତ୍ନ ଭଣ୍ଡାର ଗଣତି ମଣତି

ପୁରୀ: ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରେ ଥିବା ମୂଲ୍ୟବାନ ସାମଗ୍ରୀର ଗଣତି ମଣତି ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ବୋଲି ବୁଧବାର ଦିନ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ରତ୍ନ ଭଣ୍ଡାରର ମୂଲ୍ୟବାନ ଜିନିଷଗୁଡ଼ିକର କୌଣସି ମୂଲ୍ୟାଙ୍କନ…

‘ମହାନଦୀ ଟ୍ରିବୁନାଲର ଓଡିଶା ଗସ୍ତ କଣ ପାଇଁ…ପିକନିକ ପାଇଁ ନୁହେଁ ତ?’

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ୟୁନିଟ -୬ ସ୍ଥିତ ନେତାଜୀ ଭବନ ଠାରେ ମହାନଦୀ ଟ୍ରିବୁନାଲଙ୍କ ଗସ୍ତ ପରିପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ ବୈଠକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ମହାନଦୀ ଟ୍ରିବୁନାଲ ଆସନ୍ତା ଫେବୃଆରୀ ୨୬ ତାରିଖରୁ ମାର୍ଚ୍ଚ ୨ ତାରିଖ…