Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କମିଲା ବର୍ଷା, ଖୋଲିଲା ରାସ୍ତା: ମାଲକାନଗିରିରୁ ଅଟକି ରହିଥିବା ଶହ ଶହ ଗାଡ଼ି ଗଡ଼ିଲା

ମାଲକାନଗିରି: ଦୀର୍ଘ ସମୟର ବନ୍ୟା ସଙ୍କଟ ପରେ ରବିବାର ମାଲକାନଗିରି ଜିଲ୍ଲାରେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାରେ ଯେଉଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା, ବନ୍ୟାଜଳ ହ୍ରାସ ପାଇବା ପରେ ସେଠାରେ ଏବେ ଆଶ୍ୱସ୍ତିର ନିଶ୍ୱାସ ଛାଡ଼ିଛନ୍ତି…

ଜୟଦେବ ବିହାରରେ ହଙ୍ଗାମା: ହଷ୍ଟେଲ୍ ମାଲିକଙ୍କ ଆକ୍ରମଣରେ ଛାତ୍ରୀ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ ମହିଳା ହଷ୍ଟେଲ୍ ପରିସରରେ ରବିବାର ଏକ ଅଭାବନୀୟ ତଥା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ହଷ୍ଟେଲ୍ ମାଲିକଙ୍କ ଆକ୍ରମଣରେ ଜଣେ ଛାତ୍ରୀ ଗଭୀର ଭାବରେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତ ଛାତ୍ରୀଙ୍କୁ…

ପୁରୀ ଏସବିଆଇ ଲକର୍‌ରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଗାଏବ: ଅବସରପ୍ରାପ୍ ପ୍ରଧାନଶିକ୍ଷୟିତ୍ରୀଙ୍କ ଥାନାରେ…

ପୁରୀ: ସହରର ଏକ ପ୍ରମୁଖ ରାଷ୍ଟ୍ରୀୟକୃତ ବ୍ୟାଙ୍କ ଲକର୍‌ରୁ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ବ୍ୟାଙ୍କ ଗ୍ରାହକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି । ଜଣେ ଅବସରପ୍ରାପ୍…

Leheriya Saree: ଫ୍ୟାଶନ୍ ଟ୍ରେଣ୍ଡ୍‌ରେ ଲହରିୟା ଶାଢ଼ୀର ଯାଦୁ: କରିନା, ଆଲିଆ ଓ ଶିଳ୍ପାଙ୍କ ଗ୍ଲାମରସ୍ ଲୁକ୍…

ମୁମ୍ବାଇ: ଫ୍ୟାଶନ୍ ଦୁନିଆରେ ପ୍ରତିଦିନ ନୂଆ ନୂଆ ଟ୍ରେଣ୍ଡ୍ ଆସେ ଆଉ ଯାଏ, କିନ୍ତୁ କିଛି ପାରମ୍ପରିକ ଭାରତୀୟ ଷ୍ଟାଇଲ୍ ଏପରି ଥାଏ ଯାହା କେବେ ବି ପୁରୁଣା ହୁଏନାହିଁ। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜସ୍ଥାନର ପ୍ରସିଦ୍ଧ 'ଲହରିୟା' (Leheriya) ପ୍ରିଣ୍ଟ୍। ନିକଟରେ ବଲିଉଡର ଆଗଧାଡ଼ିର…

Pm Modi Classmate Seeks Justice: ପ୍ରଧାନମନ୍ତ୍ରୀଙ୍କ କ୍ଲାସମେଟ୍ ମାଗୁଛନ୍ତି ନ୍ୟାୟ: ମୀରା ରୋଡ୍ ଜମି ବିବାଦରେ…

ମୁମ୍ବାଇ: ୮୧ ବର୍ଷ ବୟସରେ ନ୍ୟାୟ ପାଇଁ କୋହଭରା ନିବେଦନ କରୁଛନ୍ତି ଜଣେ ବୃଦ୍ଧ । ଜମି ବିବାଦରେ ଛନ୍ଦି ହୋଇ ସେ ଏବେ ସିଧାସଳଖ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଯେ, ଏହି ବୃଦ୍ଧ ଜଣକ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ…

BRICS Summit 2026: ଡିସେମ୍ବରରେ ଏକାଠି ହୋଇପାରନ୍ତି ମୋଦୀ, ପୁଟିନ୍, ଜିନପିଙ୍ଗ୍ ଓ ଟ୍ରମ୍ପ: ଜି-୨୦ ସମ୍ମିଳନୀ…

ନୂଆଦିଲ୍ଲୀ: ଭାରତ ମଣ୍ଡପମ୍‌ରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ (BRICS Summit 2026) ଅବସରରେ ବିଶ୍ୱର ପ୍ରମୁଖ ନେତାମାନଙ୍କ ସାକ୍ଷାତ ଆଲୋଚନା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶେଷ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍…

Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲାର ଚେର ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ…

Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ:ରବିବାର ଦିନ ଜାଭା ସାଗରରେ ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ୨୪୦ ଜଣ ଲୋକ ଥିଲେ ଏବଂ ସେମାନେ ସମସ୍ତେ ଦକ୍ଷିଣ କାଲିମାଣ୍ଟନ୍ ଯାତ୍ରା କରୁଥିଲେ। ଜାଭା ସାଗରରେ ଥିବା ସମୟରେ ହଠାତ୍ ଜାହାଜଟି ସହ ଯୋଗାଯୋଗ…

Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ…

ଜଗତସିଂହପୁର: ଡ୍ରଗ୍ସ ମାଫିଆ ପୋଲିସ ଉପରକୁ ଗାଡ଼ି ଚଢ଼ାଇଦେଲେ । ଗାଡ଼ି ଖାନତଲାସ ବେଳେ କାର୍‌ ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଡ୍ରଗ୍ସ ମାଫିଆ ଜଗତସିଂହପୁର ସଦର ପୋଲିସ ଉପରକୁ ଗାଡ଼ି ଚଢ଼ାଇ ଦେଇଛନ୍ତି । ପୋଲିସ କନେଷ୍ଟବଳ…

BRICS gala dinner:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଜିନପିଙ୍ଗ କାହିଁକି ଯୋଗ ଦେଲେନାହିଁ? ଏହାର…

ନୂଆଦିଲ୍ଲୀ:ଭାରତର ଆୟୋଜନରେ ନୂଆଦିଲ୍ଲୀସ୍ଥିତ 'ଭାରତ ମଣ୍ଡପମ୍'ରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ବ୍ରିକ୍ସ (BRICS) ସମ୍ମିଳନୀ ଅନୁଷ୍ଠିତ ହେଉଛି। ସମ୍ମିଳନୀର ପ୍ରଥମ ଦିନ ଅର୍ଥାତ୍ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ନେତା ଏବଂ ଅନ୍ୟ ଅତିଥିମାନଙ୍କ…