Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ

ଭୁବନେଶ୍ୱର:ଲୋକ ଅଦାଲତରେ ସମୁଦାୟ ୮୩ ହଜାର ୬୧ଟି ମାମଲା ଆଗତ କରାଯାଇ ଅନୁ୍ୟନ ୬୨ ହଜାର ୪୮୭ଟି ମାମଲାର ଫଇସଲା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି…

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ରଚିଲା ଇତିହାସ

ସିଡ୍ନୀ/ମେଲବୋର୍ଣ୍ଣ: ସିଡ୍ନୀ ଏବଂ ମେଲବୋର୍ଣ୍ଣ ଉଭୟ ସହରରେ ପ୍ରଥମ ଥର ପାଇଁ ଓଡ଼ିଆ ସିନେମା କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରି "ଝିଲମିଲ୍ ରାତି" ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି।ଏହି ଭବ୍ୟ…

Boost Vocational Education:ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ହେବ ସୁଦୃଢ଼; ଓସେପା ଓ OUAT ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ…

BRICS Summit 2026: ଭାରତ-ଚୀନ୍ ମଧ୍ୟରେ କମିବ ଦୂରତା ? ସୀମା ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ BRICS ସହଯୋଗ ବୃଦ୍ଧି ଉପରେ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ (BRICS) ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ବ୍ରିକ୍ସ (BRICS) ସମ୍ମିଳନୀ ଅବସରରେ ଆୟୋଜିତ ଏହି ବୈଠକରେ, ଭାରତର ବ୍ରିକ୍ସ ଅଧ୍ୟକ୍ଷତା କାଳରେ ଚୀନ୍ ପ୍ରଦାନ କରିଥିବା ସମର୍ଥନ…

ଆନ୍ତଃରାଜ୍ୟ କୁଖ୍ୟାତ ଅପରାଧୀଙ୍କ ପର୍ଦ୍ଦାଫାସ; ଟୁନା ହରିଜନ ସହ ୯ ଡକାୟତଙ୍କୁ ବାନ୍ଧିଲା ପୋଲିସ

କୋରାପୁଟ: ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟାଉଥିଲେ ଅପରାଧ। କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର। ଚାରି ଜିଲ୍ଲା ସମେତ ପଡୋଶୀ ରାଜ୍ୟକୁ ଲମ୍ବିଥିଲା ଚେର। ଅଗଷ୍ଟ ୨୫ରେ ପୋଲିସ ଉପରକୁ ଗୁଳି ଚଳାଇଥିବା କୁଖ୍ୟାତ ଡକାୟତ ଟୁନା ହରିଜନ ସହ ୯ ଗିରଫ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ…

ବିନା ଜ୍ୱରରେ ମଧ୍ୟ ହୋଇପାରେ ଡେଙ୍ଗୁ, ଜାଣନ୍ତୁ ଏହାର ଲକ୍ଷଣ

ନୂଆଦିଲ୍ଲୀ: ବର୍ଷା ଋତୁରେ ଜଣେ ବ୍ୟକ୍ତି ଜ୍ୱର, ଝାଡ଼ା-ବାନ୍ତିରେ ଆକ୍ରାନ୍ତ ହେଲେ ଡେଙ୍ଗୁ ପରୀକ୍ଷା କରାଯାଏ। ଡେଙ୍ଗୁ ସାଧାରଣତଃ ଉଚ୍ଚ ଜ୍ୱରର ଲକ୍ଷଣ। ତଥାପି, କେତେକ ସମୟରେ ଏହି ଲକ୍ଷଣଗୁଡ଼ିକ ଦେଖାଯାଏ ନାହିଁ। ଚିକିତ୍ସା ବିଜ୍ଞାନ ଭାଷାରେ ଏହାକୁ 'ଏଟିପିକାଲ୍ ଡେଙ୍ଗୁ' (Atypical…

ଅନଲାଇନ୍ ପେମେଣ୍ଟ କଲେ ମିଳିବ ଆଶ୍ୱସ୍ତି, ଘରେ କ୍ୟାସ୍ ଦେଲେ ଜୋମାଟୋ ନେବ ୫ ରୁ ୨୦ ଟଙ୍କା ଅତିରିକ୍ତ ଦେୟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋରୁ ଖାଦ୍ୟ ମଗାଉଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । ଏବେ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିବା ପୂର୍ବ ଅପେକ୍ଷା ଆହୁରି ମହଙ୍ଗା ହେବାକୁ ଯାଉଛି । ବିଶେଷ କରି ଯେଉଁ ଗ୍ରାହକମାନେ ଅର୍ଡର କରିବା ସମୟରେ ‘କ୍ୟାସ୍ ଅନ୍ ଡେଲିଭରି’…

ଓଡ଼ିଶାରେ ପୁଣି ଫେରିବ ଲଗାଣ ବର୍ଷା: ଦୁଇ ଦିନ ଘଡ଼ଘଡ଼ି ଆଲର୍ଟ, ୧୫ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗର ମିଜାଜ୍ ବଦଳିବାକୁ ଯାଉଛି। ଲଗାଣ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ, ଆଗାମୀ ୧୫ ସେପ୍ଟେମ୍ବରରୁ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ଫେରିବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ…

ଜଘନ୍ୟ ହତ୍ୟାକାଣ୍ଡ,୩ ଝିଅ ସହ ସ୍ତ୍ରୀଙ୍କୁ ପଥରରେ ଛେଚିଲା ସ୍ୱାମୀ

ଜୟପୁର: ବିଳମ୍ବିତ ରାତିର ଘଟଣା। ଘରେ ସମସ୍ତେ ଶୋଇଥିଲେ। ସ୍ତ୍ରୀ ଗୋଟିଏ କୋଠରୀରେ ଏବଂ ତିନି ଝିଅ ଅନ୍ୟ କୋଠରୀରେ ଥିଲେ। ହୁଏତ କେହି ଭାବି ନଥିଲେ ଯେ ପରଦିନ ସକାଳେ, ଏହି ଘରର କାହାଣୀ ସମଗ୍ର ଜୟପୁରକୁ ଥରାଇ ଦେବ। ପୋଲିସର କହିବା ଅନୁସାରେ, ବିଳମ୍ବିତ ରାତିରେ, ସ୍ୱାମୀ ନିଜର ସ୍ତ୍ରୀ ସମେତ…

ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା: ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଡ଼ କୂଟନୈତିକ…

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀଠାରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ‘ନୂଆଦିଲ୍ଲୀ ଘୋଷଣାନାମା ୨୦୨୬’ ବିନା କୌଣସି ଆପତ୍ତିରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା…