Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Baloch hLetter From Pakistan: ପାକିସ୍ତାନ ଭିତରୁ ଆସିଲା ଭାରତକୁ ଚିଠି, ପାକକୁ ନିନ୍ଦା…ଅପରେସନ ସିନ୍ଦୂରକୁ…

ନୂଆଦିଲ୍ଲୀ: ଜଣେ ଜଣାଶୁଣା ବାଲୁଚ୍ ମାନବାଧିକାର ରକ୍ଷକ ମୀର ୟାର ବାଲୁଚ୍, ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ପାକିସ୍ତାନର ଦଖଲ, ରାଜ୍ୟ-ପ୍ରାୟୋଜିତ ଆତଙ୍କବାଦ ଏବଂ ଗତ ୭୯ ବର୍ଷ ମଧ୍ୟରେ ବେଲୁଚିସ୍ତାନର ଲୋକଙ୍କ ଉପରେ ହୋଇଥିବା ଗମ୍ଭୀର…

The Wolf Supermoon: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଦୃଶ୍ୟମାନ ହେବ ବର୍ଷର ପ୍ରଥମ ଉଲ୍‌ଫ…

ଭୁବନେଶ୍ୱର: ଆସନ୍ତାକାଲି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଚଳିତ ବର୍ଷ ଦେଖାଦେବ ବର୍ଷର ପ୍ରଥମ ସୁପରମୁନ୍। ଜାନୁଆରୀ ୩ ତାରିଖରେ ବର୍ଷର ପ୍ରଥମ ପୂର୍ଣ୍ଣିମା ଦୃଶ୍ୟମାନ ହେବ। କାଲି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ଏହା ଉଲ୍‌ଫ ମୁନ୍ ଭାବେ ମଧ୍ୟ…

Lok Seva Bhavan: ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର: ରିଲ୍ସ କରିବାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ ଆଜି କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଆଗକୁ ଗାଇଡ୍‌ ଲାଇନ୍‌ ଆଣିବ । ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି…

ଅଭିଯୋଗ ପରେ ହଟିଲା ଅଶୋକ ସ୍ତମ୍ଭକୁ ଘେରି ରହିଥିବା ରାଜନୈତିକ ବ୍ୟାନର

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜଧାନୀ କଟକ ରୋଡ୍-ସତ୍ୟନଗର ଓଭରବ୍ରିଜ୍ ଜଙ୍କସନ୍‌ରେ ନୂତନ ବର୍ଷର ଶୁଭେଚ୍ଛା ଲେଖାଥିବା ଅନେକ ରାଜନୈତିକ ହୋର୍ଡିଂକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ହଟାଇ ଦେଇଛି। ଏହି ହୋର୍ଡିଂଗୁଡ଼ିକ ଭାରତର ଜାତୀୟ ପ୍ରତୀକ ଅଶୋକ…

ଇନ୍ଦୋର ଦୂଷିତ ପାଣି ଟ୍ରାଜେଡି: ପାନୀୟ ଜଳରେ ମଳ ଓ ମୂତ୍ର

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରର ଭାଗୀରଥପୁରାରେ ନର୍ମଦା ଜଳ ଯୋଗାଣ ନାଁରେ ମଣିଷ ମଳ ମିଶା ପାଣି ପରିବେଷଣ କରାଯିବା ପରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଗୁରୁବାର ଦିନ ଏମ୍‌ଜିଏମ୍‌ ମେଡିକାଲ କଲେଜ ଏବଂ ମ୍ୟୁନିସିପାଲ କର୍ପୋରେସନ ଲ୍ୟାବରେ…

Tiger Death: ଭାରତରେ ଚିନ୍ତାର ବିଷୟ ପାଲଟିଛି ବାଘ ମୃତ୍ୟୁ, ୨୦୨୫ରେ ଯାଇଛି ଏତିକି ଜୀବନ…

ନୂଆଦିଲ୍ଲୀ: ଆସିଲା ଗତ ବର୍ଷ ଅର୍ଥାତ୍ ୨୦୨୫ରେ ମୃତ୍ୟୁ ହୋଇଥିବା ବାଘଙ୍କ ସଂଖ୍ୟାର ରିପୋର୍ଟ । ୨୦୨୫ରେ ୧୬୬ଟି ବାଘଙ୍କର ମୃତ୍ୟୁ ହୋଇଛି । ଗତବର୍ଷ ତୁଳନାରେ ଏହା ୪୦ଟି ଅଧିକ ବୋଲି ଜଣାପଡ଼ିଛି । ତଥ୍ୟ ଅନୁଯାୟୀ, ଦେଶରେ ବାଘ ମୃତ୍ୟୁ ସଂଖ୍ୟା ମଧ୍ୟପ୍ରଦେଶ ସର୍ବାଧିକ ରହିଛି । ମଧ୍ୟପ୍ରଦେଶରେ…

Attack On Putin’s Residence: ୯୧ ଡ୍ରୋନ୍ ଆକ୍ରମଣ, ନା ନିଜେ ଷଡ଼ଯନ୍ତ୍ର ରଚିଥିଲେ ପୁଟିନ୍?

ନୂଆଦିଲ୍ଲୀ: ସତରେ କ'ଣ ପୁଟିନଙ୍କ ଘର ଉପରକୁ ହୋଇଥିଲା ଆକ୍ରମଣ? ନା ପଛରେ ଥିଲା କିଛି ଷଡଯନ୍ତ୍ର? ପୁଟିନଙ୍କ ବାସଭବନ ଆକ୍ରମଣର ଭିତିରି କାହାଣୀ ଚମକାଇଲା CIA ରିପୋର୍ଟ ରାଷ୍ଟ୍ରପତି ଟ୍ରମ୍ପ ବି ଆଣିଲେ ଅଭିଯୋଗ ରୁଷର ସବୁଠାରୁ ଶକ୍ତିଶାଳୀ ବାସଭବନ, ଗ୍ରାଣ୍ଡ କ୍ରେମଲିନ୍…

Indore Contaminated Water Crisis: ଦୂଷିତ ପାଣି ପିଇ କେମିତି ମଲେ ଦେଶର ସ୍ବଚ୍ଛ ସହରର ୧୪ ଜଣ?, ସାମ୍ନାକୁ ଆସିଲା…

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରରେ ଡାଇରିଆ ଏବଂ ବାନ୍ତିର ପ୍ରକୋପ ଦୂଷିତ ପାନୀୟ ଜଳ ଯୋଗୁଁ ହୋଇଛି। ପାଣିର ଯାଞ୍ଚ ରିପୋର୍ଟ ଏବେ ସବୁ ସତ ସାମ୍ନାକୁ ଆଣିଛି। ପରୀକ୍ଷା ଏହା ନିଶ୍ଚିତ କରିଛି ଯେ ଖରାପ ପାଣି ହିଁ ନିରୀହ ଲୋକଙ୍କ ଜୀବନ ଯାଇଛି। ଏହି ମହାମାରୀ ଯୋଗୁଁ ଅତି କମରେ ୧୪…

Cold Wave: ଜାରି ରହିଛି ପ୍ରବଳ ଶୀତ, ଘନ କୁହୁଡ଼ି ସାଙ୍ଗକୁ ଶୀତଳ ଲହରୀ ଏବଂ ତୁଷାରପାତର ଚେତାବନୀ ଦେଲା IMD

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଜାରି ରହିଛି। ଜାଡରେ ଥରୁଛି ଅଧାରୁ ଅଧିକ ଭାରତ। ତା ଉପରେ ପୁଣି ଆସନ୍ତା ୫ ତାରିଖ ଯାଏଁ IMD ଘନ କୁହୁଡ଼ି, ଶୀତ ଲହରୀ ଏବଂ ତୁଷାରପାତର ଚେତାବନୀ ଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ଜାତୀୟ ପାଣିପାଗ ପୂର୍ବାନୁମାନ କେନ୍ଦ୍ର ଦ୍ୱାରା…

୧୮ଟି ଜିଲ୍ଲାରେ ଜାରି ରହିଛି ଧାନ ସଂଗ୍ରହ, ରାଜ୍ୟରେ ଧାନ କିଣା ସମ୍ପର୍କରେ ତଥ୍ୟ ରଖିଲେ ସରକାର

ଭୁବନେଶ୍ୱର: ରାଜ୍ୟରେ ଧାନ କିଣା ସମ୍ପର୍କରେ ତଥ୍ୟ ରଖିଛନ୍ତି ସରକାର। ରାଜ୍ୟର ୧୮ଟି ଜିଲ୍ଲାରେ ଏବେ ଧାନ ସଂଗ୍ରହ ଜାରି ରହିଛି। ଚାଷୀଙ୍କ ଆକାଉଣ୍ଟକୁ ଗଲାଣି ପ୍ରାୟ ୨୫୬୬ କୋଟି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୮ଟି ଜିଲ୍ଲା ଯଥା-ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଞ୍ଜାମ,…