Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାକିସ୍ତାନରେ ଆତଙ୍କବାଦର ତାଣ୍ଡବ: ମାତ୍ର ୯ ମାସରେ ଟଳିଲେଣି ୧୦୦୦ରୁ ଅଧିକ ସୈନ୍ୟ

ଇସଲାମାବାଦ: ଯେଉଁ ଦେଶ ଦଶନ୍ଧି ଦଶନ୍ଧି ଧରି ଆତଙ୍କବାଦକୁ ନିଜର ସରକାରୀ ନୀତି ଭାବେ ବ୍ୟବହାର କରିଆସୁଥିଲା, ଆଜି ସେହି ଦେଶ ନିଜେ ଆତଙ୍କବାଦର ନିଆଁରେ ଜଳୁଛି । ପାକିସ୍ତାନ ନିଜେ ସୃଷ୍ଟି କରିଥିବା 'ଭସ୍ମାସୁର' ଏବେ ତା' ନିଜ ପାଇଁ କାଳ ସାଜିଛି । ସାମ୍ନାକୁ ଆସିଥିବା ଏକ ସଦ୍ୟତମ ତଥା…

ଦୁଇ ଝାରଖଣ୍ଡ ଡକାୟତଙ୍କୁ ଧରିଲା ଓଡ଼ିଶା ପୋଲିସ; ଗୁଳି ଓ ମାରଣାସ୍ତ୍ର ଜବତ

ରାଇରଙ୍ଗପୁର:ବଡ ଡକାୟତି ଯୋଜନାକୁ ପଣ୍ଡ କରିଛି ବହଳଦା ପୋଲିସ। ଦୁଇ ଜଣ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଡ଼କାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ସୌଖିନ କାର୍, ତେଲେଙ୍ଗାନା କଟୁରୀ , ଏକ ଜୀବନ୍ତ ଗୁଳି, ଦୁଇଟି ମୋବାଇଲ, ଲଙ୍କା ଗୁଣ୍ଡ ଓ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି । ଗିରଫ…

ଧନୀ ହେଉଛନ୍ତି ଆହୁରି ଧନୀ: ଆମେରିକା ଓ ଋଷିଆ ସମେତ ଭାରତର ସମ୍ପତ୍ତିକୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: "ଧନୀ ଆହୁରି ଧନୀ ହେଉଛନ୍ତି ଏବଂ ଗରିବ ଅଧିକ ଗରିବ ହେଉଛନ୍ତି ।" ଏହା କେବଳ କୌଣସି ପୁରୁଣା ପ୍ରବାଦ ନୁହେଁ, ବରଂ ବର୍ତ୍ତମାନର ବିଶ୍ୱ ଅର୍ଥନୀତିର ଏକ ନିଷ୍ଠୁର ବାସ୍ତବତା । ସାମ୍ପ୍ରତିକ ଏକ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ ବିଶ୍ୱରେ ଆର୍ଥିକ ଅସମାନତା ଦ୍ରୁତ ଗତିରେ…

ବିଶ୍ୱ କ୍ରିକେଟରେ ଗିଲ୍‌ଙ୍କ ନୂଆ କୀର୍ତ୍ତିମାନ: ଦିନିକିଆ ଇତିହାସରେ ସବୁଠୁ କମ୍ ଇନିଂସରେ ୩୫୦୦ ରନ୍ ପୂରଣ କଲେ…

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଯୁବ ତାରକା ତଥା ଷ୍ଟାର୍ ଓପନର୍ ଶୁବମନ୍ ଗିଲ୍ ଦିନିକିଆ କ୍ରିକେଟରେ ଏକ ନୂଆ ଇତିହାସ ରଚିଛନ୍ତି । ନିଜର ଦମଦାର ବ୍ୟାଟିଂ ଶୈଳୀ ଏବଂ ଆକର୍ଷଣୀୟ କଭର୍ ଡ୍ରାଇଭ୍ ପାଇଁ 'ପ୍ରିନ୍ସ' ନାମରେ ପରିଚିତ ଗିଲ୍, ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଏକ ବଡ଼…

ପାର୍ବଣ ପୂର୍ବରୁ ଲୋକଙ୍କ ଉପରେ ବୋଝ: ଅକ୍ଟୋବର ପହିଲାରୁ ଲାଗୁ ହେବ କ୍ଷୀରର ନୂଆ ଦର

ଇନ୍ଦୋର: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ଆଉ ଏକ ବଡ଼ ଝଟକା ଲାଗିଛି । ମଧ୍ୟପ୍ରଦେଶର ବାଣିଜ୍ୟିକ ରାଜଧାନୀ ଭାବେ ପରିଚିତ ଇନ୍ଦୋର ସହରରେ ଏବେ ଖାଉଟିଙ୍କୁ କ୍ଷୀର କିଣିବା ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ । ଆସନ୍ତା ଅକ୍ଟୋବର ୧ ତାରିଖରୁ ଇନ୍ଦୋରରେ…

ବିମାନ ଦୁର୍ଘଟଣାକୁ ରୋକିଲେ ଭାରତୀୟ ପାଇଲଟ୍: ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କ୍ୟାପଟେନ୍ ସ୍ମିତ୍ ମଚ୍ଛାର

ନୂଆଦିଲ୍ଲୀ: ଆକାଶ ମାର୍ଗରେ ହଜାର ହଜାର ଫୁଟ୍ ଉପରେ ଏକ ଅଭାବନୀୟ ତଥା ରୋମାଞ୍ଚକର ଘଟଣା ସାମ୍ନାକୁ ଆସିଛି । କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ନିଜେ କୋ-ପାଇଲଟ୍ ଇଚ୍ଛାକୃତ ଭାବେ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିଲେ । ତେବେ ଜଣେ ବୀର ଭାରତୀୟ କ୍ୟାପଟେନ୍ ନିଜ…

Serious allegations against SCB Medical:ମେଡିକାଲ ବିରୋଧରେ ସାଂଘାତିକ ଅଭିଯୋଗ;ମାନସିକ ରୋଗୀଙ୍କୁ ପିଟିପିଟି…

କଟକ:ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଇଥିବା ହତ୍ୟା ଅଭିଯୋଗ । SCB ମେଡିକାଲର ମାନସିକ ରୋଗ ବିଭାଗରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜଣେ ମାନସିକ ରୋଗୀଙ୍କୁ ହସ୍ପିଟାଲରେ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ ଜଣଙ୍କ ହେଲେ ଯାଜପୁର ଅଞ୍ଚଳର…

Mangaluru Blast at MRPL: ରିଫାଇନାରୀ ଅଘଟଣରେ ଜଣେ ମୃତ, ୯ ଆହତ

କର୍ଣ୍ଣାଟକ: ବୁଧବାର ମଧ୍ୟାହ୍ନରେ କର୍ଣ୍ଣାଟକ ମାଙ୍ଗାଲୋରରେ ଅଘଟଣ । ଜାକଟ୍ଟେ ନିକଟସ୍ଥ ମାଙ୍ଗାଲୋର ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡରେ ଭୟାବହ ବିସ୍ଫୋରଣ ରେ ଅଗ୍ନିକାଣ୍ଡ ଘଟିଛିା ଫଳରେ ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସହ ଆଉ ୮ଜଣ…

ନିର୍ବାଚନରେ ପୁଣି ବ୍ୟାଲଟ୍ ପେପର ଫେରାଇ ଆଣିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ଖର୍ଗେଙ୍କ ଦାବି

ନୂଆଦିଲ୍ଲୀ: ଦେଶର ନିର୍ବାଚନ ପ୍ରକ୍ରିୟା, ଭୋଟର ତାଲିକାର ନିରପେକ୍ଷତା ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ବିରୋଧୀ 'ଇଣ୍ଡିଆ' ମେଣ୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ସୁସ୍ଥ ହେଉଛନ୍ତି ଓରାଙ୍ଗଉଟାନ୍, ସୁହାଉଛି ଓଡ଼ିଶା ଜଳବାୟୁ

ଭୁବନେଶ୍ବର: ନନ୍ଦନକାନନରେ ଖୁସି ଖବର! ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡ଼ିଶା ଜଳବାୟୁ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ସହ ଓଜନ ମଧ୍ୟ ବଢ଼ୁଛି। ଏହା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ବିଶେଷଜ୍ଞ ଡାକ୍ତରୀ ଦଳ ନିୟମିତ ଭାବେ ଓରାଙ୍ଗଉଟାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ…