Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସବଜୁନିୟର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ଚାମ୍ପିଅନସିପରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚପିସି ଆଥଲେଟମାନଙ୍କ…

ଭୁବନେଶ୍ୱର: ଓଡ଼ିଶା ଏଏମ୍/ଏନଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି) ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ସମ୍ପ୍ରତି ଅନୁଷ୍ଠିତ ସବ୍ ଜୁନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ନ୍ୟାସନାଲ୍ ଚାମ୍ପିଅନସିପ୍ ୨୦୨୫-୨୬ରେ ପ୍ରଭାବୀ ପ୍ରଦର୍ଶନ କରିଛି । ଯେଉଁଠାରେ ଏହାର ଯୁବ…

Delhi Blast: ଆମୋନିୟମ୍ ନାଇଟ୍ରେଟକୁ ଏନପିକେ ସାର ଭାବରେ ଲୁଚାଇ ରଖିଥିଲା ଆତଙ୍କବାଦୀ ଉମର

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଜାରି ରହିଥିବାବେଳେ, ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ଆତଙ୍କବାଦୀ ଉମର ଏବଂ ତାଙ୍କ ସହଯୋଗୀମାନେ ତିନୋଟି ଭିନ୍ନ ସ୍ଥାନରୁ ଆମୋନିୟମ୍ ନାଇଟ୍ରେଟ୍ କିଣିଥିଲେ । ସେମାନଙ୍କର ଉପସ୍ଥିତି ଲୁଚାଇବା ଏବଂ ସନ୍ଦେହକୁ ଏଡାଇବା ପାଇଁ ଏହାକୁ…

Vigilance Raid: ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ ବାବୁ

ମୟୂରଭଞ୍ଜ: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ । ଅବସର କାଳୀନ କ୍ଲିୟରାନ୍ସ କରାଇଦେବାକୁ ଲାଞ୍ଚ ନେଉଥିବାବେଳେ, କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ଦୁଇ ହଜାର…

Nuapada by Election: ଆମେ ବହୁବାର ହାରିଛୁ,ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ ବିରୋଧୀ: ମନମୋହନ

ଭୁବନେଶ୍ବର: ନୂଆପଡାରେ ବିଜେପିର ବମ୍ପର ବିଜୟ । ନୂଆପଡ଼ାବାସୀ ଜୟଙ୍କୁ ବମ୍ପର ଭୋଟ୍ ଦେଇ ଜୟଯୁକ୍ତ କରାଇଛନ୍ତି। ଏପଟେ ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ। ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି। ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି…

Jay Dholakia: ନୂଆପଡାରେ ବିଜେପିର ରେକର୍ଡ ବିଜୟ, ୮୩ ହଜାରରୁ ଅଧିକ ଭୋଟରେ ଜିତିଲେ ଜୟ ଢୋଲକିଆ

ନୂଆପଡା: ନୂଆପଡାରେ ବିଜେପିର ବମ୍ପର ବିଜୟ । ୮୩, ୭୪୮ ଭୋଟରେ କଂଗ୍ରେସ ପ୍ରାର୍ଥୀ ଘାସିରାମଙ୍କଠୁ ଜିତିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏବେ ବିଜେପି ଖାତାକୁ ଗଲା ନୂଆପଡା ଗଡ । ବିଜେପି ଆଶା ଠାରୁ ପାଇଲା ତିନିଗୁଣ ଅଧିକ ଭୋଟ । ସବୁ ରେକର୍ଡକୁ ପଛରେ ପକାଇଲେ ଜୟ । ଏକତରଫା ଭାବେ…

ଚାଞ୍ଚଲ୍ୟ ଘଟଣା: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୫ ମୃତଦେହ

ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଶ୍ରାବସ୍ତିରେ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ କୋଠରୀରୁ ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଗୋଟିଏ ପରିବାରର ୫ ଜଣକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏକ ବନ୍ଦ ଘରୁ ସ୍ବାମୀ, ସ୍ତ୍ରୀଙ୍କ ସହିତ ୩ ପିଲାଙ୍କ ମୃତଦେହ ମିଳିଛି ।…

Plane Crash: ଚେନ୍ନାଇ ନିକଟରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

ଚେନ୍ନାଇ: ଶୁକ୍ରବାର ଚେନ୍ନାଇର ତାମ୍ବରମ୍ ନିକଟରେ ଭାରତୀୟ ବାୟୁସେନା (IAF)ର ଏକ ପିଲାଟସ୍ PC-7 ବେସିକ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଅପରାହ୍ନ ପ୍ରାୟ ୨ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲେ ଏହା ପୂର୍ବରୁ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରିବାରେ ସଫଳ…

Road Accident Awareness: ୧୬ରୁ ‘ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ’ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ନଭେମ୍ବର ୧୬ ରୁ ୩୦ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ପାଳନ ନେଇ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ,…

Bihar Assembly results: ହାତ ଟେକିଦେଲା ହାତ, ନିଜ ପଦ ହରାଇବେ ତେଜସ୍ବୀ?

ପାଟନା: ବିହାରରେ ମହାଗଠବନ୍ଧନର ଶୋଚନୀୟ ପରାଜୟ…ଫେଲ୍ ମାରିଲା ସବୁ ଷ୍ଟ୍ରାଟେଜି…ପ୍ରତିଶ୍ରୁତିର ପେଡି ବି କାମ ଦେଲାନି…କଂଗ୍ରେସ କଥା ତ ଛାଡ, ନିଜ ଆସନ ବି ସମ୍ଭାଳିପାରିଲେନି!.. ବିହାରରେ ବିପୁଳ ଭୋଟରେ ଆଗରେ ରହିଛି ଏନଡିଏ ମେଣ୍ଟ । ବର୍ତ୍ତମାନ, ପ୍ରାରମ୍ଭିକ ଧାରା ଅନୁସାରେ NDA ଏକ…

ଫ୍ଲପ୍ ମାରିଲା ପ୍ରଶାନ୍ତ କିଶୋରଙ୍କ ନିର୍ବାଚନୀ ଡେବ୍ୟୁ, ପାଳନ କରିବେ କି ସନ୍ୟାସ ପ୍ରତିଶ୍ରୁତି !

ପାଟନା: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ସୋସିଆଲ ମିଡିଆରେ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟିକୁ ଏବେ କିଛି କଥାକୁ ନେଇ ଟ୍ରୋଲ ହେବାକୁ ପଡୁଛି। କାରଣ ନିର୍ବାଚନ ପୂର୍ବରୁ ସନ୍ୟାସ…