Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବିଜେପି ପ୍ରାର୍ଥୀ ହେଲା ପରେ କୃତଜ୍ଞତା ଜଣାଇଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଲାଗି ଦେବାଶିଷ ସାମନ୍ତରାୟଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେପି ପକ୍ଷରୁ ପ୍ରାର୍ଥୀ ହେଲା ପରେ କୃତଜ୍ଞତା ଜଣାଇଲେ…

ଦେବାଶିଷ ସାମନ୍ତରାୟ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ବର: ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଲାଗି ତାଙ୍କୁ ଚୟନ କରାଯାଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ୨୫ ତାରିଖରେ…

Delhi Hotel Fire Incident: ହୋଟେଲ ଅଗ୍ନିକାଣ୍ଡ ଘଟଣା:୪ ଦିନିଆ ପୋଲିସ ହେପାଜତରେ ହୋଟେଲ ମାଲିକ ଲଭକେଶ

ନୂଆଦିଲ୍ଲୀ: ମାଲବ୍ୟ ନଗର ହୋଟେଲ ଅଗ୍ନିକାଣ୍ଡ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ବୁଧବାର ସକାଳେ ମାଲବ୍ୟ ନଗର ଅଞ୍ଚଳର 'ଫ୍ଲୋରିଶ୍ ଷ୍ଟେ' ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୧ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୨୧ ଜଣଙ୍କ ଜୀବନ ଯାଇଛି। ସାକେତ କୋର୍ଟ ଏହି ମାଲବ୍ୟ ନଗର ଅଗ୍ନିକାଣ୍ଡ…

ହେଲିକପ୍ଟର ଆଗରେ ପ୍ରେମ ନିବେଦନ କରି ଅଡୁଆରେ ସେନା ଅଧିକାରୀ: ପ୍ରୋଟୋକଲ୍ ଉଲ୍ଲଂଘନ ନେଇ ମଗାଗଲା ସ୍ପଷ୍ଟୀକରଣ

ମୁମ୍ବାଇ: ମହାରାଷ୍ଟ୍ରର ନାସିକ୍ ଠାରେ ଥିବା କମ୍ବାଟ୍ ଆର୍ମି ଆଭିଏସନ୍ ଟ୍ରେନିଂ ସ୍କୁଲ (CAATS) ରେ ଏକ ଦୀକ୍ଷାନ୍ତ ସମାରୋହ (ପାସିଂ ଆଉଟ୍ ପରେଡ୍) ପରେ ଜଣେ ଯୁବ ସେନା ଅଧିକାରୀ ହେଲିକପ୍ଟର ଆଗରେ ନିଜ ପ୍ରେମିକାଙ୍କୁ ବିବାହ ପ୍ରସ୍ତାବ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି…

crocodile attacks human: ୧୫ ମିନିଟ ଲଢି କୁମ୍ଭୀର ମୁହଁରୁ ବଞ୍ଚିଲେ ଯୁବକ

କେନ୍ଦ୍ରାପଡା:କୁମ୍ଭୀର ସହ ଲଢ଼ି ନିଜ ଜୀବନ ବଞ୍ଚାଇଛନ୍ତି ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ । ରାଜନଗର ବ୍ଲକ ରାଜପୁର ପଂଚାୟତ ବାଲିଚନ୍ଦ୍ରପୁର ଗାଁର କ୍ଷମାନିଧି ଦାସ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ବାଥିଙ୍ଗ ଘାଟରେ ଆଜି ଗାଧୋଉଥିବାବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା ।…

ଦିଲ୍ଲୀରେ ‘କକରୋଚ୍ ଜନତା ପାର୍ଟି’ର ବିକ୍ଷୋଭ: ସମର୍ଥନ ଜଣାଇଲା ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ: ନିଟ୍ ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସାରା ଦେଶରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି…

ଜୁନ ୪କୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି: କହିଲା ଏହା ଶୋଷଣ, କଷଣ, ଧର୍ଷଣ ଓ ଭାଷଣର ସରକାର

ଭୁବନେଶ୍ୱର: ଜୁନ ୪ ତାରିଖ ଅର୍ଥାତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଠିକ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି)। ଏହି ସରକାରକୁ ସମ୍ପୂର୍ଣ୍ଣ ଅପାରଗ ଦର୍ଶାଇ ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ କେବଳ ଶୋଷଣ କଷଣ…

ମୋହନ ସରକାରରଦୁଇ ବର୍ଷ ପୂରଣ: ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାର ସଫଳତାର ସହ ନିଜ ଶାସନ କାଳର ଦୁଇ ବର୍ଷ ପୂରଣ କରିଛି। ଏହି ବିଶେଷ ତଥା ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ ଗଭୀର କୃତଜ୍ଞତା ଜଣାଇଛନ୍ତି। ଲୋକଙ୍କ…

WHO on Food Safety: ବାହାର ଖାଇବା ଖାଉଛନ୍ତି କି? ଖରାପ ଖାଇବା ଯୋଗୁଁ ପ୍ରତିବର୍ଷ ଯାଉଛି ୧୫ ଲକ୍ଷ ଜୀବନ

ନୂଆଦିଲ୍ଲୀ: କ’ଣ ଆପଣ ଏବଂ ଆପଣଙ୍କ ପିଲାମାନେ ବି ବାସି ଏବଂ ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କି? ସାବଧାନ୍! ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରକାଶିତ ନୂଆ ଆକଳନ ଆପଣଙ୍କ ହୋସ୍ ଉଡାଇଦେବ ।…

ଟ୍ରେନରେ ମିଳିବ ସ୍ୱାସ୍ଥ୍ୟକର ଖାଦ୍ୟ: ୮୦୦ ରୋଷେଇ ଘରେ ଏଆଇ କ୍ୟାମେରା ଲଗାଇବ ଆଇଆରସିଟିସି

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଟ୍ରେନରେ ମିଳୁଥିବା ଖାଦ୍ୟର ମାନକୁ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ରେଳ ବିଭାଗ ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍…