Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫରିଦାବାଦରୁ ୩୦୦ କେଜି RDX ଜବତ, ଦିଲ୍ଲୀରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିଲେ ଗିରଫ ୨ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ଏଜେନ୍ସି ଦିଲ୍ଲୀରୁ ମାତ୍ର ୫୦ କିଲୋମିଟର ଦୂରରେ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବରେ, ଏହି ଆତଙ୍କବାଦୀ ନେଟୱାର୍କ ଜମ୍ମୁ ଏବଂ କାଶ୍ମୀରର ଡାକ୍ତରମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ହରିଆନାର…

Delhi Red Fort Blast: ଲାଲକିଲ୍ଲାରେ ଜୋରଦାର ବିସ୍ଫୋରଣ, ଆଲର୍ଟରେ ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ କାରରେ ଜୋରଦାର ବିସ୍ଫୋରଣ ଘଟିଛି। କାରଟି ମେଟ୍ରୋ ଷ୍ଟେସନ ନିକଟରେ ପାର୍କିଂ କରାଯାଇଥିଲା। ବିସ୍ଫୋରଣ ଯୋଗୁଁ ପ୍ରବଳ ଅଗ୍ନିକାଣ୍ଡ ଘଟିଥିଲା ଯାହା ଫଳରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

ସମ୍ୱେଦନଶୀଳ ବୁଥ୍ ଗୁଡିକରେ ନିଆଯାଇଥିବା ଇଭିଏମକୁ ବ୍ୟବହାର କରିବା ପାଇଁ ଉଦ୍ୟମ ହେଉଛି: ବିଜେଡି

ଭୁବନେଶ୍ୱର: ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା ସମ୍ୱେଦନଶୀଳ ବୁଥ୍ ଗୁଡିକର ତାଲିକା…

Gold and silver prices rise:ପୁଣି ବଢ଼ିଲା ରୂପା,ସୁନା ମୂଲ୍ୟ

ଭୁବନେଶ୍ବର: ଗ୍ରାହକଙ୍କ ମଧ୍ୟରେ ସୁନା କିଣିବା ପାଇଁ ସବୁବେଳେ ଆଗ୍ରହ । ତେବେ ଗହଣା କିଣିବା ପୂର୍ବରୁ ସୁନା ଦର ଜାଣିବା ଜରୁରୀ । କାରଣ ସୁନା ଓ ରୂପା ଦର ସବୁବେଳେ ପରିବର୍ତ୍ତନ ହୋଇଥାଏ। ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୩,୨୨୦ ଟଙ୍କା ରହିଥିଲା…

କେତେ ମାରାତ୍ମକ ‘ରିସିନ’ ନାମକ ବିଷାକ୍ତ ରାସାୟନିକ ପଦାର୍ଥ; ତିନି ଆତଙ୍କବାଦୀ ଠାରୁ ହେଲା ଜବତ

ଗାନ୍ଧୀନଗର: ଆତଙ୍କବାଦୀ ଆକ୍ରମଣ ପାଇଁ ରାସାୟନିକ ବୋମା ପ୍ରସ୍ତୁତ କରୁଥିବା ତିନି ଜଣ ଆତଙ୍କବାଦୀଙ୍କୁ ରବିବାର ଗୁଜୁରାଟ ୟୁନିଟ୍ ଗିରଫ କରିଛି । ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଚୀନ୍‌ରୁ MBBS ଡିଗ୍ରୀ ହାସଲ କରିଥିବା ଜଣାପଡିଛି । ଏହା ଦେଶକୁ ଆତଙ୍କିତ କରିବା ପାଇଁ ଆତଙ୍କବାଦୀମାନେ କେଉଁ…

କର୍କଟ ରୋଗୀଙ୍କ ପାଇଁ ଆଶ୍ୱସ୍ତି ଖବର, ଜିନ୍ ଥେରାପି ଚିକିତ୍ସା ସମ୍ପର୍କରେ କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍କଟ ରୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଜିନ୍ ଥେରାପି ଅଗ୍ରଣୀ ଇମ୍ୟୁନୋଆକ୍ଟକୁ ପାଣ୍ଠି ଯୋଗାଇଛି, ଏହା ଦ୍ବାରା ଜିନ୍ ବିତରଣ ପ୍ରଣାଳୀକୁ ବିସ୍ତାର କରିବା ପାଇଁ ସାହାଯ୍ୟ କରିବ । ଯାହା ଦ୍ଵାରା କର୍କଟ ରୋଗୀଙ୍କ ପାଇଁ…

ତିରୁପତି ଲଡୁ ଘିଅ ଦୁର୍ନୀତି: ୫ ବର୍ଷ ଧରି ମନ୍ଦିରକୁ ଆସୁଥିଲା ୨୫୦ କୋଟି ଟଙ୍କାର ନକଲି ଘିଅ, କେଉଁଠୁ ହେଉଥିଲା ଯୋଗାଣ…

ତିରୁପତି: ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ମଧ୍ୟରୁ ଗୋଟିଏ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ରେ ପ୍ରସିଦ୍ଧ ଲଡୁରେ ବ୍ୟବହୃତ ଘିଅକୁ ନେଇ ଏବେବି ବିବାଦ ଲାଗି ରହିଛି। ଦୀର୍ଘ ସମୟ ଧରି ବିବାଦ ପରେ, CBI ଏହି ମାମଲାର ତଦନ୍ତ ଆରମ୍ଭ କରିଛି। CBI ତଦନ୍ତରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ…

ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ଆଣିଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ୧୧ ନଭେମ୍ବରରେ ଅନୁଷ୍ଠିତ ହେବ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ​​୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ସୋମବାର ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି…

ପୀତବାସ ପଣ୍ଡା ହତ୍ୟା ମାମଲା: ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଭାବେ ହାଜର ହେବେ ସର୍ବଣା ବିବେକ ଏମ। ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ସ୍କୁଲ ପାଇଁ ବାଧ୍ୟତାମୂଳକ ହେଲା ‘ବନ୍ଦେ ମାତରମ୍’ ପାଠ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ଼ ଘୋଷଣା। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ବାଧ୍ୟତାମୂଳକ ହେଲା 'ବନ୍ଦେ ମାତରମ୍' ପାଠ କରିବା। ଗୋରଖପୁରରେ ଏକ 'ଏକତା ଯାତ୍ରା' (ଏକତା ମାର୍ଚ୍ଚ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଜି ଏପରି ଘୋଷଣା କରିଛନ୍ତି।…