Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ଼ ହିଂସା ଘଟଣା…

ରାୟଗଡା: ରାୟଗଡା ଜିଲ୍ଲା ପୋଲିସ କଲ୍ୟାଣସିଂହପୁରରେ ସମ୍ପ୍ରତି ଘଟିଥିବା ଭିଡ଼ ହିଂସାକି 'ରେଡ୍ ଫ୍ଲାଗ୍' ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛି। ଯେଉଁଠାରେ ଦୁଇଜଣ ଏନଜିଓ ଇଣ୍ଟର୍ନଙ୍କୁ ପିଲା ଚୋର ଭାବି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା। ରାୟଗଡା ପୋଲିସ ଅଧିକ୍ଷକ ରାଜ ପ୍ରସାଦ…

Puri Temple:ଶ୍ରୀମନ୍ଦିରରୁ ଧରାପଡିଲେ ଫେକ୍ ଆର୍ମି ଅଫିସର

ପୁରୀ:ପୁରୀ ଶ୍ରୀମନ୍ଦିରରେ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଶ୍ରୀମନ୍ଦିର ଭିତରୁ ଫେକ୍ ଆର୍ମି ଧରା ପଡିଛନ୍ତି । ଆର୍ମି ଅଫିସର ପରିଚୟ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଆର୍ମି ୟୁନିଫର୍ମ ସହ କାନ୍ଧରେ ଅଶୋକ…

ନ୍ୟାୟ ମାଗି ନିରାଶ ହେଲେ ଯୁବକ!ଥାନା ଆଗରେ ଜୀବନ ହାରିଲେ

ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା। ଯୁବକ ଜଣକ ହେଲେ କାମତା ଗାଁର ଦୀପକ କୁମାର ବାରିକ । ବେକରେ ଗାମୁଛା ଲଗାଇ କୁଳିଅଣା ଥାନା ନିକଟରେ ଏକ ପରିତ୍ୟକ୍ତ ଘରୁ ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କରି ପ୍ରଥମେ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ…

ସକାଳୁ ଦୁଇଟି ସ୍ଥାନରେ ମର୍ମନ୍ତୁଦ ଦୁର୍ଘଟଣା; ଚାଲିଗଲା ଜୀବନ

ଭୁବନେଶ୍ବର:ରାଜ୍ୟର ପୃଥକ ପୃଥକ ସ୍ଥାନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ଆସ୍କା ଗୁଣ୍ଠପୋଡ଼ା ଅଞ୍ଚଳରେ ରାସ୍ତା ଅତିକ୍ରମ କରୁଥିବାବେଳେ ଜଣେ ଭିନ୍ନକ୍ଷମ ବୃଦ୍ଧଙ୍କୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ବୃଦ୍ଧ ଜଣକ ପ୍ରାଣ ହରେଇଛନ୍ତି…

CM Performs Yoga: “ମୋବାଇଲ୍ ଛାଡ଼, ମ୍ୟାଟ୍ ଧର”, ଅନ୍ତର୍ଜାତୀୟ ଯୋଗ ଦିବସରେ ଯୁବପିଢିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ…

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳୁଛି ବିଶ୍ବ । ସବୁଠି ଜମିଛି ଯୋଗର ଆସର । ଏହି ଅବସରରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଗାଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଭୁବନେଶ୍ୱରର କଳିଙ୍ଗ…

Compressed Bio-Gas: ଭୁବନେଶ୍ୱରରେ ୧୭୫ କୋଟିର ବାୟୋ-ଗ୍ୟାସ ପ୍ଲାଣ୍ଟ, ଅଳିଆରୁ ବାହାରିବ ସବୁଜ ଇନ୍ଧନ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଳିଆ ଆବର୍ଜନାରୁ ସବୁଜ ଶକ୍ତି ଉତ୍ପାଦନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭର୍ଚୁଆଲ ମାଧ୍ୟମରେ ଭୁବନେଶ୍ୱରର ମେହେରପଲ୍ଲୀଠାରେ ନିର୍ମାଣ ହେବାକୁ ଥିବା ୩୦୦ ଟନ୍ କ୍ଷମତା ବିଶିଷ୍ଟ କମ୍ପ୍ରେସଡ୍…

RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…

ନୂଆଦିଲ୍ଲୀ: ଆଜି ସାରା ଦେଶରେ NEET UG 2026 ପୁନଃପରୀକ୍ଷା ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହେବାକୁ ଥିବା ବେଳେ ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଛି। ଆଜି ଅପରାହ୍ନରେ ହେବାକୁ ଥିବା NEET-UG ପୁନଃପରୀକ୍ଷାରେ ଯୋଗଦେବା ପାଇଁ…

ଆଉ ନାହାଁନ୍ତି ଅନ୍ତର୍ଜାତୀୟ ତୀରନ୍ଦାଜ ରାଜେଶ ହାସଁଦା; କ୍ରୀଡ଼ା ଜଗତରେ ଶୋକର ଛାୟା

ଭୁବନେଶ୍ବର: ଆରପାରିରେ ଓଡ଼ିଶା ତୀରନ୍ଦାଜି ଜଗତର ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଓ ପ୍ରଶିକ୍ଷକ ରାଜେଶ ହାଁସଦା । ମାତ୍ର ୪୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବ୍ରେନ୍‌ଷ୍ଟ୍ରୋକ୍‌ କାରଣରୁ ସେ ଗତ ୩ ଦିନ ହେବ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ଅପରାହ୍ନରେ ସେ ଶେଷ…

ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ: ୩୫ ବର୍ଷ ପରେ କଲେଜ୍ ପରୀକ୍ଷା ଦେବାକୁ ପହଞ୍ଚିଲେ ୫୦ ବର୍ଷୀୟା ମହିଳା

ନୂଆଦିଲ୍ଲୀ: ସେଥିପାଇଁ ବୋଧହୁଏ କୁହାଯାଏ, ସ୍ୱପ୍ନ ଦେଖିବାର କୌଣସି ନିର୍ଦ୍ଦିଷ୍ଟ ସମୟ କିମ୍ବା ବୟସ ସୀମା ନଥାଏ। ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଥିଲେ ଯେକୌଣସି ସମୟରେ ନୂଆ ଆରମ୍ଭ କରାଯାଇପାରେ, ଏହାକୁ ଆଉଥରେ ପ୍ରମାଣିତ କରିଛନ୍ତି ଜଣେ ୫୦ ବର୍ଷୀୟା ମହିଳା। ଦୀର୍ଘ ୩୫ ବର୍ଷର ବ୍ୟବଧାନ…

ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ

ପୁରୀ: ତୁଟିଲା ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଉଭୟ ନିଯୋଗ ମଧ୍ୟରେ ପାଉଣାକୁ ନେଇ ଥିବା ମତଭେଦ ଦୂର ହୋଇଛି ବୋଲି ଜିଲ୍ଲାପାଳ ସୂଚନା…