Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାହୁ-କେତୁ କରିବ ନକ୍ଷତ୍ର ପରିବର୍ତ୍ତନ, ଏହି ୩ରାଶି ପାଇଁ ରହିଛି ଶୁଭ ସମୟ…

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଗୁରୁତ୍ଵପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ। ଏହି ଦୁଇଟି ଗ୍ରହର ରାଶି ପରିବର୍ତ୍ତନ ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବହୁତ ବିଶେଷ ଏବଂ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଉଭୟ…

ଅନୁପ୍ରବେଶକାରୀ ହେବେ ସାବାଡ୍, ନଜର ରଖିବ ସ୍ବତନ୍ତ୍ର ଡ୍ରୋନ୍

ଭଦ୍ରକ: ଶତୃ ଦେଶ କିମ୍ବା ଅନୁପ୍ରବେଶକାରୀଙ୍କୁ ଜଗିବ ଡ୍ରୋନ କ୍ୟାମେରା । ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍ । ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି । ୧୫ କିଲୋମିଟର…

Ukraine war: ପୁଟିନଙ୍କ ସ୍ବପ୍ନ ପୂରଣ କରିବ ଟ୍ରମ୍ପଙ୍କ ଜିଦ୍ଦି!, ଚିନ୍ତାରେ ଜେଲେନସ୍କି…

ନୂଆଦିଲ୍ଲୀ: ୨୧ ମାସ ଧରି ଚାଲିଛି ଯୁଦ୍ଧ...ଧିରେ ଧିରେ ୟୁକ୍ରେନୀୟ ଅଞ୍ଚଳକୁ ଅକ୍ତରିଆର କରୁଛନ୍ତି ପୁଟିନ୍...କିଛି କରିପାରୁନାହାନ୍ତି ଟ୍ରମ୍ପ...ଓଲଟା ଜେଲେନସ୍କିଙ୍କୁ କହୁଛନ୍ତି ସାଲିସ୍ କର...ଏବେ ଜେଲେନସ୍କି ଚିନ୍ତାରେ… ପୂର୍ବ ୟୁକ୍ରେନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହର…

ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି, ସନ୍ଧ୍ୟାରୁ ବୁଥ ଯାତ୍ରା ଆରମ୍ଭ

ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ…

Public Grievance: ନଭେମ୍ବର ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏ ସମ୍ପର୍କରେ ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଅଭିଯୋଗ ଶୁଣାଣି…

ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର, ନିର୍ବାଚନୀ ମଇଦାନରେ ଅଖିଳେଶ ଯାଦବ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଆଉ ଏଥିଲାଗି ଜମୁଛି ପ୍ରଚାର। ଶେଷ ଦିନରେ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସୁଛନ୍ତି। ସ୍ଥାନୀୟ ପୋଲିସ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।…

IT Raid: ନିର୍ବାଚନର ପୂର୍ବ ଦିନ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଏହି ସମୟରେ ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢାଉ କରିଛି । କୋମନା ସ୍ଥିତ ମନୋଜ ମିଶ୍ରଙ୍କ ବାସଭବନରେ ଆୟକର ବିଭାଗର ପକ୍ଷରୁ ଚଢାଉ କରାଯାଇଛି । ମନୋଜ ମିଶ୍ର କୋମନା ବ୍ଲକ୍‌ର ପୂର୍ବତନ ବିଜେଡି ଅଧ୍ୟକ୍ଷ…

Kidney Disease: ଆପଣଙ୍କର ବି କିଡନୀ ରୋଗ ନାହିଁ ତ?, ଆଜି ହିଁ କରାନ୍ତୁ ଯାଞ୍ଚ…

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କ୍ରନିକ୍ କିଡନୀ ରୋଗର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ଷେତ୍ରରେ ଭାରତ ଚୀନ୍ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଲାନସେଟ୍ ଅଧ୍ୟୟନ ଏହି ଖୁଲାସା କରିଛି । ଭାରତରେ ପ୍ରାୟ ୧୩ କୋଟି ୮୦ ଲକ୍ଷ ଲୋକ କିଡନୀ ରୋଗରେ ପୀଡିତ। ଗତ କିଛି ବର୍ଷ ଧରି…

ନୂଆପଡା ଉପନିର୍ବାଚନରେ ମୁତୟନ ହେବ ଭାରତୀୟ ବାୟୁସେନାର ବିମାନ

ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ…

୧୦ ବର୍ଷ ମଧ୍ୟରେ ଦେଶରୁ ତଡ଼ା ହେଲେ ୮୮ ହଜାର ଲୋକ: କଂଗ୍ରେସ ନେତା ଦିଗବିଜୟ ସିଂହ ଅନୁପ୍ରବେଶକାରୀଙ୍କୁ ନେଇ ଦାବି

ନୂଆଦିଲ୍ଲୀ: ବିଜେପି ସରକାର ଦୀର୍ଘ ଦିନ ଧରି ନିର୍ବାଚନରେ ​​ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର କରିବା ନୀତିର ଫାଇଦା ଉଠାଇ ଆସୁଛି। ଏବେ, କଂଗ୍ରେସ ଦଳ ପରିସଂଖ୍ୟାନ ସହିତ ଏହାର ମୁକାବିଲା କରିବାକୁ ଚେଷ୍ଟା କରିଛି। ବିଜେପି ଦ୍ୱାରା କରାଯାଉଥିବା SIR (ବିଶେଷ ସଘନ ସମୀକ୍ଷା)କୁ ପରିହାସ କରି,…