Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଢାକାରେ ହିନ୍ଦୁଙ୍କ ହତ୍ୟା ବୃଦ୍ଧି ପାଇବା ମଧ୍ୟରେ ବାଂଲାଦେଶର ପରବର୍ତ୍ତୀ ହାଇକମିଶନର ହେଲେ ଦିନେଶ ତ୍ରିବେଦୀ

ନୂଆଦିଲ୍ଲୀ: ଢାକାରେ ହିନ୍ଦୁମାନଙ୍କ ବିରୁଦ୍ଧରେ ବଢ଼ୁଥିବା ହିଂସା ଏବଂ ହତ୍ୟା ମଧ୍ୟରେ ଭାରତୀୟ ଜନତା ପାର୍ଟି ନେତା ଦିନେଶ ତ୍ରିବେଦୀଙ୍କୁ ବାଂଲାଦେଶର ପରବର୍ତ୍ତୀ ହାଇକମିଶନର ନିଯୁକ୍ତ କରାଯାଇଛି । ସେ ଜୁଦା ହାଇକମିଶନର ପ୍ରଣୟ ବର୍ମାଙ୍କ ସ୍ଥାନ ନେବେ । ଏହି ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ…

India’s First Commercial Seaplane:ଭାରତର ପ୍ରଥମ ସିପ୍ଲେନ୍ ଏୟାରଲାଇନ୍ସ ପ୍ରସ୍ତୁତ! SkyHop Aviationକୁ DGCA…

ନୂଆଦିଲ୍ଲୀ:ଭାରତର ବିମାନ ଚଳାଚଳ ସେକ୍ଟର ଏକ ବଡ଼ ଏବଂ ଅନନ୍ୟ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛି। ଯାତ୍ରୀମାନେ ଏବେ କେବଳ ରନୱେରୁ ନୁହେଁ ବରଂ ଜଳପଥରୁ ମଧ୍ୟ ଉଡ଼ିପାରିବେ। ସ୍କାଏହପ୍ ଆଭିଏସନ୍ (SkyHop Aviation )DGCA ଠାରୁ ଏୟାର ଅପରେଟର୍ ସାର୍ଟିଫିକେଟ୍ (AOC) ପାଇଛି ଏବଂ…

ବିଶକେକରେ SCO ବୈଠକରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କେଉଁ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ ସହଯୋଗ ସଂଗଠନ (SCO) ବୈଠକରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୈଠକରେ ସେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ । ସେ ଏକ…

ଇରାନ ଯୁଦ୍ଧ ଭାରତ ପାଇଁ ନୂଆ ଧର୍ମ ସଙ୍କଟ ସୃଷ୍ଟି କରିଛି, ବ୍ରିକ୍ସରେ ଏକ ସହମତିରେ ପହଞ୍ଚିବାରେ ହେଉଛି…

ନୂଆଦିଲ୍ଲୀ: ଇରାନ ଯୁଦ୍ଧ କାରଣରୁ ବ୍ରିକ୍ସ (BRICS) ମଧ୍ୟରେ ସହମତି ଗଠନ କରିବା କଷ୍ଟକର ହୋଇପଡିଛି, ଯାହା ଭାରତ ପାଇଁ ଏକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଏହି ବର୍ଷ, ଭାରତ ବ୍ରିକ୍ସର ଅଧ୍ୟକ୍ଷତା କରୁଛି ଏବଂ ସମସ୍ତ ଦେଶଙ୍କୁ ସାଙ୍ଗରେ ନେଇ ଯିବାକୁ ପଡିବ । ଏହି ଗୋଷ୍ଠୀରେ ଭାରତ, ରୁଷ, ଚୀନ୍,…

୧୪୨ ସିଟ୍‌ରେ ଜୋରଦାର ଲଢ଼େଇ, ଏହି ୭ ଜିଲ୍ଲାରେ ଭୋଟର ତାଲିକା ପରିବର୍ତ୍ତନ ବଦଳାଇବ କି ରାଜନୈତିକ ସମୀକରଣ?

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୯ ତାରିଖରେ ହେବ। ଏହି ପର୍ଯ୍ୟାୟରେ ନଦିଆ, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା, କୋଲକାତା, ହାୱଡା, ହୁଗୁଳି ଏବଂ ପୂର୍ବ ବର୍ଦ୍ଧମାନ ସମେତ ୭ଟି ଜିଲ୍ଲାର ୧୪୨ଟି ଆସନରେ ଭୋଟ୍ ଗ୍ରହଣ ହେବ। ତେବେ ଏଥର ସ୍ୱତନ୍ତ୍ର…

ବର୍ଷ ବର୍ଷ ଧରି ସହମତିରେ ରହିବା ପରେ ଦୁଷ୍କର୍ମ ମାମଲା କେମିତି? ଲିଭ୍-ଇନ୍ ସମ୍ପର୍କକୁ ନେଇ କଡ଼ା ଟିପ୍ପଣୀ କଲେ…

ନୂଆଦିଲ୍ଲୀ: ସାମ୍ପ୍ରତିକ ସମାଜରେ ଯୁବପିଢ଼ିଙ୍କ ମଧ୍ୟରେ ଲିଭ୍-ଇନ୍ ରିଲେସନସିପ୍ (Live-in Relationship) ଅର୍ଥାତ୍ ବିବାହ ନକରି ଏକାଠି ରହିବାର ଟ୍ରେଣ୍ଡ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେବେ ଏହି ସମ୍ପର୍କ ଭାଙ୍ଗିଯିବା ପରେ ସାମ୍ନାକୁ ଆସୁଥିବା ଦୁଷ୍କର୍ମ ଅଭିଯୋଗଗୁଡ଼ିକୁ ନେଇ…

ଏକାଠି ରହୁଥିଲେ, ଏକାଠି ଖାଉଥିଲେ.. ହେଲେ ମାଂସ ରୋଷେଇ ନହେବାରୁ ସ୍ୱାମୀର ମୁଣ୍ଡ ଗଡ଼ାଇଦେଲା ପତ୍ନୀ!

ହାଇଦ୍ରାବାଦ: ଗୋଟିଏ ଛୋଟିଆ କଥା, ଏକ ସାଧାରଣ ଯୁକ୍ତିତର୍କ କିଭଳି ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇପାରେ, ତାର ଏକ ଜ୍ୱଳନ୍ତ ତଥା ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ। ଘରେ ଆମିଷ ବା ମାଂସ ତରକାରୀ ରୋଷେଇ ନହେବା କାରଣରୁ ସ୍ୱାମୀ ତାଗିଦ୍ କରିବାରୁ, ଉତକ୍ଷିପ୍ତ ହୋଇ…

ନିଲମ୍ବିତ ବିଧାୟକଙ୍କୁ ନେଇ ବିଜେଡି-ବିଜେପି ଛକାପଞ୍ଝା: ପ୍ରମିଳା କହିଲେ ‘ଲୋକଙ୍କୁ ଭୁଆଁ…

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଜେଡିରୁ ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଦାବିରେ ସୋମବାର ବିଜୁ ଜନତା ଦଳ (ବିଜେଡି)ର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ,…

ଭାରତ ପାଲଟିଲା ‘ଗ୍ଲୋବାଲ୍ ହିଟ୍ ଏପିକସେଣ୍ଟର’: ବିଶ୍ୱର ୧୦୦ ସବୁଠୁ ଉତ୍ତପ୍ତ ସହର ତାଲିକାରେ ଭୁବନେଶ୍ୱର…

ନୂଆଦିଲ୍ଲୀ: ସମଗ୍ର ଭାରତବର୍ଷ ଏବେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଦେଇ ଗତି କରୁଛି। ଦିନକୁ ଦିନ ବଢ଼ିବାରେ ଲାଗିଛି ସୂର୍ଯ୍ୟଙ୍କ ପ୍ରକୋପ। ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି। ସାମ୍ପ୍ରତିକ ପରିସ୍ଥିତିରେ ଭାରତ ସମଗ୍ର ବିଶ୍ୱର ଏକ…

କେମିତି ଓ କେଉଁଠି ଅତର ଲଗାଇଲେ ଦୀର୍ଘ ସମୟ ବାସ୍ନା ରହେ

ନୂଆଦିଲ୍ଲୀ: ପ୍ରଚଣ୍ଡ ଗରମରେ, ଘରୁ ବାହାରକୁ ବାହାରିବା ମାତ୍ରେ ଶୀଘ୍ର ଝାଳ ବାହାରେ। ଆପଣ ଯେତେ ସୁଗନ୍ଧିତ ଅତର ଲଗାନ୍ତୁ ନା କାହିଁକି, ଅଳ୍ପ ସମୟ ମଧ୍ୟରେ ଏହାର ସୁଗନ୍ଧ କମିଯାଏ। ଏହା ଦ୍ୱାରା ଲୋକମାନେ ଫ୍ରେସ ରହିବା ପାଇଁ ବାରମ୍ବାର ବିଭିନ୍ନ ପ୍ରକାର ସେଣ୍ଟ ବା ଅତର ଲଗାନ୍ତି। ସେଣ୍ଟ,…