Latest Odisha News
Browsing Category

ମୁଖ୍ୟ ଖବର

Home Guard Death: ରାଜଧାନୀରେ ମହିଳା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ…

ଭୁବନେଶ୍ୱର: ରାଜଧାନୀ ସ୍ଥିତ ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ବୁଧବାର ବିଷ ପିଇ ଜୀବନ ହାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତ…

Chit Fund Fraud Case: ଚିଟ୍‌ ଫଣ୍ଡ ମାମଲା: ଗ୍ରୀନ୍‌ ଇଣ୍ଡିଆ କମ୍ପାନୀ ମାଲିକଙ୍କ ଘରେ ଇଡି ଚଢ଼ାଉ

ବ୍ରହ୍ମପୁର: ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି…

Section 163 Imposed: ସୀମା ବିବାଦକୁ ନେଇ ଉତ୍ତେଜନା; ପୁଣି ଲାଗିଲା ୧୬୩ ଧାରା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ଉତ୍ତେଜନା। ପୁଣି ଲାଗିଲା ୧୬୩ ଧାରା। ବାଘମାରୀ ଥାନାର ଓସ୍ତପୁର-କୋଟପଲ୍ଲା ଗାଁରେ ୧୬୩ ଧାରା ଲାଗୁ। ଗତକାଲି ସୀମା ବିବାଦକୁ ନେଇ ପୋଡାଜଳା ପରସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛି। ଗୁରୁବାର…

“କେବଳ ଯୁଦ୍ଧ…”, ଆଫଗାନିସ୍ତାନକୁ ଧମକାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଇସ୍ତାନବୁଲରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ପୁନର୍ବାର ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ତାଲିବାନ ସରକାରଙ୍କ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ଖାୱାଜା ଆସିଫ୍ ଆଫଗାନିସ୍ତାନକୁ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ…

Congress Manifesto: କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ; ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ପାଇଁ ପ୍ରତିଶ୍ରୁତି

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ସ୍ଥାନୀୟ ଖୁଣ୍ଟିଆ ଭବନ…

Bus Catches Fire: ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର: ଘାଟିରେ ଜଳିଗଲା OSRTC ବସ୍। । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଜଳିଗଲା ବସ୍ । ତେବେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା। ସାଲୁର ନିକଟରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ। ନିଆଁ…

Chhadakhai: ବାସ୍ତବରେ କ’ଣ ରହିଛି ଛାଡଖାଇ ଦିନର ମହତ୍ତ୍ଵ…ଆମିଷ ଖାଇବା କେତେ ଯୁକ୍ତିଯୁକ୍ତ…

ଭୁବନେଶ୍ୱର: 'ଛାଡଖାଇ', ଓଡ଼ିଆ କ୍ୟାଲେଣ୍ଡରର ଏକ ଏମିତି ଦିନ ଯାହାକୁ ଚାତକ ଭଳି ଚାହିଁ ରହିଥାନ୍ତି ଆମିଷ ପ୍ରେମୀ, ଏହିଦିନ ବଜାରରେ ଆମିଷ ଦୋକାନ ପ୍ରବଳ ଭିଡ଼ ଦେଖିବାକୁ ମିଳେ, ଲୋକେ, କିଏ ଆଗ ନେବ ମାଡ଼ ଗୋଳ ଲାଗିଥାଏ ସତେ ଯେପରି...କିନ୍ତୁ ଏ କେମିତିକା ପରମ୍ପରା, ମାସ ଯାକ ଧରମ ଅର୍ଜିବା…

Nuapada Bypoll: ଆସନ୍ତାକାଲି ପୁଣି ନୂଆପଡ଼ା ଯିବେ ନବୀନ, ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ମାଗିବେ ଭୋଟ

ନୂଆପଡ଼ା: ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଲାଣି ନୂଆପଡ଼ା ମାହୋଲ। ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ। ଏହା ପୂର୍ବରୁ ପ୍ରଚାର ଘମାସାନ। ତିନି ଦଳର ନେତା ଓ ପ୍ରାର୍ଥୀ ଝାଳବୁହା କ୍ୟାମ୍ପେନ ଚଳାଇଛନ୍ତି। ଆସନ୍ତାକାଲି ପୁଣି ନୂଆପଡ଼ା ଯିବେ ବିଜେଡି…

WhatsApp ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି, ଆସୁଛି ଫେକ୍ କଲ୍ ଏବଂ ମେସେଜ୍ ନେଇ ବଡ଼…

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ହ୍ୱାଟସଆପ୍ ଉପଭୋକ୍ତା ଖୁବ୍ ଶୀଘ୍ର ନକଲି କଲ୍ ଏବଂ ମେସେଜ୍ ରୁ ଆଶ୍ୱସ୍ତି ପାଇବେ। ମେଟାର ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ପାଇଁ ସମାନ ବୈଶିଷ୍ଟ୍ୟ ପରୀକ୍ଷଣ କରାଯାଉଛି। ଏହି ଫିଚରଟି ହ୍ୱାଟସଆପରେ ଠକେଇ କଲ୍ ଏବଂ ମେସେଜଗୁଡ଼ିକୁ ଅବରୋଧ କରିବ, ଆପଣଙ୍କ ବ୍ୟକ୍ତିଗତ…

Winter in Odisha: ରାଜ୍ୟରେ ପହିଲି ଶୀତ, ଆଗାମୀ ଦୁଇ ଦିନ ମଧ୍ୟରେ ଥରିବ ଓଡିଶା

ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ…