Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

“ମୋଦି ବର୍ଷକ ମଧ୍ୟରେ ଯିବେ” ବୟାନ ପୁଣି ଦୋହରାଇଲେ ରାହୁଲ ଗାନ୍ଧୀ, ନିଜ ଦଳର ଭୁଲ୍ ରହିଲା କେଉଁଠି ମାନିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କରିଥିବା ନିଜ ବୟାନ ପୁଣି ଦୋହରାଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀରେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଏକ ବୈଠକରେ ରାହୁଲ କହିଛନ୍ତି ଯେ, “ମୋଦି ଜି ବର୍ଷକ ମଧ୍ୟରେ ଯିବାକୁ ଯାଉଛନ୍ତି।” ଏହି ବୟାନକୁ ନେଇ…

ପେଟ୍ରୋଲ ପମ୍ପରେ ଭୁଜାଲି ଆକ୍ରମଣ, କର୍ମଚାରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଧାରୁଆ ଅସ୍ତ୍ରରେ ଆତଙ୍କ ଦେଖିବାକୁ ମିଳିଛି। ଭୁବନେଶ୍ୱର ନିକଟ ଜଟେଣୀ ଛକ ପେଟ୍ରୋଲ ପମ୍ପରେ କିଛି ଦୁର୍ବୃତ୍ତ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସଂଗ୍ରାମ ଜେନା…

ଦିଲ୍ଲୀରେ ପୁଣି ବଢ଼ିଲା ସିଏନଜି ଦର, ୧୧ ଦିନରେ କିଲୋ ପିଛା ୭ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀରେ ସାଧାରଣ ଲୋକଙ୍କ ଉପରେ ଇନ୍ଧନ ଦର ବୃଦ୍ଧିର ଆଉ ଏକ ଝଟକା ପଡ଼ିଛି। ମଙ୍ଗଳବାର ସିଏନଜି ଦର ପୁଣି କିଲୋ ପିଛା ୨ ଟଙ୍କା ବଢ଼ାଯାଇଛି। ନୂଆ ଦର ସକାଳ ୬ଟାରୁ ଲାଗୁ ହୋଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ସିଏନଜି କିଲୋ ପିଛା ୮୩ ଟଙ୍କା ୦୯ ପଇସାରେ…

‘ଡନ୍ ୩’ ଛାଡ଼ିବା ପରେ ରଣବୀର ସିଂହଙ୍କୁ ଝଟକା, ୪୫ କୋଟି କ୍ଷତିକୁ ନେଇ ବଢ଼ିଲା ବିବାଦ

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ଓ ଫିଲ୍ମ ନିର୍ମାତା ଫରହାନ୍ ଅଖତରଙ୍କ ମଧ୍ୟରେ ‘ଡନ୍ ୩’କୁ ନେଇ ବିବାଦ ଏବେ ନୂଆ ମୋଡ଼ ନେଇଛି। ଫିଲ୍ମର ଶୁଟିଂ ଆରମ୍ଭ ହେବାର ମାତ୍ର ୩ ସପ୍ତାହ ପୂର୍ବରୁ ରଣବୀର ଏହି ପ୍ରୋଜେକ୍ଟରୁ ହଟିଯାଇଥିବା ନେଇ ଫିଲ୍ମ ନିର୍ମାତା ଅଭିଯୋଗ କରିଛନ୍ତି। ଏହା ଫଳରେ…

Padma Awards 2026: ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ ମେ ୨୦୨୬ ରାଷ୍ଟ୍ରପତି ଭବନରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ବେସାମରିକ ଅଳଙ୍କରଣ ସମାରୋହରେ ୨୦୨୬ ବର୍ଷ ପାଇଁ ପଦ୍ମ…

‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା’ର ରାଜ୍ୟବ୍ୟାପୀ କାର୍ଯ୍ୟାନ୍ୱୟନ ଆରମ୍ଭ

ଭୁବନେଶ୍ୱର: ବିକଶିତ ଓଡ଼ିଶା ଭିଜନ ୨୦୩୬-୪୭ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲା ସହ ଯୋଗାଯୋଗ କରି ‘ମଡେଲ ଭିଲେଜ ମିଶନ’ ଓ ‘ମହାପୁରୁଷ ଆଦର୍ଶ…

ପୁରୀରେ ହେବ BRICS ରାଷ୍ଟ୍ରସମୂହର ଦ୍ଵିତୀୟ ବୈଷୟିକ ସମ୍ମିଳନୀ, ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ…

ପୁରୀ: ପୁରୀରେ BRICS ରାଷ୍ଟ୍ରସମୂହର 'Disaster Risk Reduction Working Group'ର ଦ୍ଵିତୀୟ ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ । ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି…

ଓଇଆରସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ କୁମାର ଜେନା

ଭୁବନେଶ୍ବର: ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି । ଏନେଇ ଶକ୍ତି ବିଭାଗ ପକ୍ଷରୁ ସୋମବାର ଏକ ଅଧିସୂଚନା ଜାରି କରାଯାଇଛି । ପ୍ରଦୀପଙ୍କ ଇସ୍ତଫାକୁ ରାଜ୍ୟ ସରକାର…

ଆହୁରି ପ୍ରଚଣ୍ଡ ହେବ ତାତି; ଏହି ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି, ଆସନ୍ତା ୪ ଦିନ ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର: ଆହୁରି ୩ ଦିନ କଲବଲ କରିବ ତାତି । ଆସନ୍ତା ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ସମ୍ବଲପୁର, ବଲାଙ୍ଗିର, ବୌଦ୍ଧକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଓ ସୋନପୁରକୁ ଅରେଞ୍ଜ…

ଏଣିକି ପ୍ରେସକ୍ରିପସନ ଦେଖାଇଲେ ହିଁ ମିଳିବ ‘ପ୍ରେଗାବାଲିନ୍‌’, ଖୁବ ଶୀଘ୍ର ଲାଗୁ ହେବ ନୂଆ ନିୟମ

ଭୁବନେଶ୍ୱର: ଆଉ ବିନା ପ୍ରେସକ୍ରିପସନରେ ମିଳିବନି ‘ପ୍ରେଗାବାଲିନ’ ଔଷଧ । କେବଳ ପ୍ରେସକ୍ରିପସନ ଦେଖାଇଲେ ହିଁ ସ୍ନାୟୁଗତ ଯନ୍ତ୍ରଣା ପାଇଁ ବିକ୍ରି ହେଉଥିବା ଏହି ଔଷଧ ମିଳିପାରିବ । ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୂଆ ନିୟମ ଲାଗୁ ହେବ ବୋଲି କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ପ୍ରକାଶ…