Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପୁଣି ବିବାଦରେ ଫଶିଲେ ମମତା, ତାଙ୍କ ବିରୋଧରେ ରୁଜୁ ହେଲା ଏଫଆଇଆର୍

କୋଲକତା: ବିଧାନସଭା ନିର୍ବାଚନରେ ​​ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ ସେ ଏକ ଇଦ୍ ପାଳନ ସମୟରେ ହିନ୍ଦୁମାନଙ୍କ…

ଓଡ଼ିଶା–ଛତିଶଗଡ଼ ସୀମାନ୍ତରେ ୧୭ଟି ବେଆଇନ ମଦ ଭାଟି ନଷ୍ଟ, ୮ ଗିରଫ

ଝାରସୁଗୁଡ଼ା: ବେଆଇନ ଦେଶୀ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ । ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବେଆଇନ ଦେଶୀ ମଦ ପ୍ରସ୍ତୁତି ବେଳେ ଚଢାଉ କରିଛି ପୋଲିସ । ପୋଲିସ ସେଠାରେ ବେଆଇନ ଭାବେ ଚାଲିଥିବା…

ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ପଞ୍ଝାରେ ମୁଖ୍ୟ ଅଭିଯୁକ୍ତ, ଗିରଫ ସଂଖ୍ୟା ୧୬କୁ ବୃଦ୍ଧି

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଏକ ବଡ଼ ସଫଳତା ମିଳିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ରଞ୍ଜିତ ପାତ୍ର ଓରଫ ଚିନୁକୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଥିବା ଜୋରଦାର ତଦନ୍ତ ଓ ଚଢ଼ାଉ ପରେ ଏହି ମାମଲାରେ ସମୁଦାୟ…

ଅଲ-କାଏଦା ଲିଙ୍କ୍ ମାମଲା: ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ମୌଲାନା ଅବଦୁର ରେହମାନ ନିର୍ଦ୍ଦୋଷରେ ଖଲାସ

କଟକ: ଆତଙ୍କବାଦୀ ସଂଗଠନ ଆଲ-କାଏଦା (AQIS) ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ମୌଲାନା ଅବଦୁର ରେହମାନଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କଟକ ଜିଲ୍ଲା ଦୌରା ଜଜ୍ କୋର୍ଟ ଏହି ବହୁ ଚର୍ଚ୍ଚିତ ମାମଲାର ଚୂଡ଼ାନ୍ତ ଶୁଣାଣି କରି ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଅବଦୁର…

LPG ଠାରୁ ଶସ୍ତା ଇଥାନଲ୍ ଷ୍ଟୋଭ୍ !

ମୁମ୍ବାଇ: ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ବଢୁଥିବା ଦରରୁ ଏଣିକି ମିଳିବ ମୁକ୍ତି ! ବଜାରରେ ମିଳୁଥିବା କମର୍ସିଆଲ୍ LPG ସିଲିଣ୍ଡର ଅପେକ୍ଷା ଆହୁରି ଶସ୍ତାରେ ଏବେ ହୋଇପାରିବ ରୋଷେଇ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦେଶରେ ଏକ ଅଭିନବ 'ଇଥାନଲ୍‌-ଆଧାରିତ ଷ୍ଟୋଭ୍‌ ଟେକ୍ନୋଲୋଜି'ର ଘୋଷଣା…

ଭାରତ ଦଲାଇ ଲାମାଙ୍କ ଉତ୍ତରାଧିକାର ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ୍, ଏହା ଆମର ଆଭ୍ୟନ୍ତରୀଣ ମାମଲା: ଚୀନ

ନୂଆଦିଲ୍ଲୀ: ଚୀନ୍ ଭାରତକୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗରେ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ବେଜିଂ କହିଛି ଯେ ଦଲାଇ ଲାମାଙ୍କ ପୁନର୍ଜନ୍ମ ଏବଂ ଉତ୍ତରାଧିକାରୀ ନିର୍ଣ୍ଣୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏଥିରେ କୌଣସି ବାହ୍ୟ ହସ୍ତକ୍ଷେପକୁ…

‘3F’ concerns: 3F କ’ଣ? ଚେତାଇ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ହୋଇପାରେ ୧ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ: : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ନାଗରିକଙ୍କୁ 3F ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ…

ତାମିଲନାଡୁ ରାଜନୀତିରେ ହଲଚଲ: ଏଆଇଏଡିଏମକେର ୩ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା, ବିଜୟଙ୍କ ‘ଟିଭିକେ’ ଦଳରେ ସାମିଲ

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ପୁଣି ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରମୁଖ ବିରୋଧୀ ଦଳ ଏଆଇଏଡିଏମକେ (AIADMK) ର ୩ ଜଣ ବିଦ୍ରୋହୀ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ସେମାନେ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ…

ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୬ ମୃତ, ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କେଲେ ମୁଖ୍ୟମନ୍ତ୍ରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଗୌଡ଼ କର୍ଲାଖୁଣ୍ଟା ଗାଁରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେଣ୍ଟ୍ରିଂ ବେଳେ ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ଜଣାପଡିଛି । ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…