Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Winter in Odisha: ରାଜ୍ୟରେ ପହିଲି ଶୀତ, ଆଗାମୀ ଦୁଇ ଦିନ ମଧ୍ୟରେ ଥରିବ ଓଡିଶା

ଭୁବନେଶ୍ୱର: ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବାରେ ଲାଗିଛି। ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ…

ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର, ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: ଡାଉନ୍ ହେଲା ଆରଆଇ ପରୀକ୍ଷା ସର୍ଭର। ଆରଆଇ ପରୀକ୍ଷାରେ ସର୍ଭର ଡାଉନ୍ ହେବାର ଅଭିଯୋଗ ଆସିଛି। ସର୍ଭର ଡାଉନ୍ ପାଇଁ ପ୍ରାୟ ଘଣ୍ଟାଏ ବିଳମ୍ବରେ ସେଣ୍ଟରକୁ ଗଲେ ଛାତ୍ରଛାତ୍ରୀ। ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, କିନ୍ତୁ ଛାତ୍ରଛାତ୍ରୀ ୮.୪୫ରେ ଭିତରକୁ ଗଲେ। ରାଜ୍ୟର ବିଭିନ୍ନ…

Bihar Polls: ଭୋଟ ଦେଉଛି ବିହାର, ପ୍ରଥମ ପର୍ଯ୍ୟାୟରେ ଜାଣନ୍ତୁ କାହା କାହା ଭାଗ୍ୟ ବାଜିରେ…

ପାଟନା: ବିହାର ବିଧାନସଭାର ୨୪୩ ଆସନ ମଧ୍ୟରୁ ୧୨୧ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩.୭୫ କୋଟି ଭୋଟର ୧,୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଏବଂ ଆରଜେଡି ନେତା ତେଜସ୍ୱୀ…

Bihar Assembly Elections: ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଭୋଟ ଦେଉଛି ବିହାର

ପାଟନା: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଭୋଟ ଦେଉଛି ବିହାର। ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେଉଛନ୍ତି ଜନତା। ପ୍ରଥମ ପର୍ଯ୍ୟାୟରେ ପାଟନା, ନାଳନ୍ଦା, ମୁଜାଫରପୁର, ଭାଗଲପୁର ଏବଂ ଲକ୍ଷ୍ମୀସରାଇ ସମେତ ୧୮ଟି ଜିଲ୍ଲାର ୧୨୧ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ…

ଐତିହାସିକ କଟକ ବାଲିଯାତ୍ରାର ଶୁଭାରମ୍ଭ; ସରକାରୀ ଅନୁଦାନକୁ ୧୦ କୋଟି ଟଙ୍କାକୁ ବୃଦ୍ଧି 

ଭୁବନେଶ୍ବର: ବାଲିଯାତ୍ରା ଓଡିଆ ଜାତିର ସାହସ, ଦୃଢସଙ୍କଳ୍ପ ଓ ସାମୁଦ୍ରିକ ବାଣିଜ୍ୟ ସଂସ୍କୃତିର ଜୀବନ୍ତ ସ୍ମୃତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଅବସରରେ କହିଛନ୍ତି। କଟକର ବାଲିଯାତ୍ରା ପଡିଆ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଉଦ୍‌ଘାଟନୀ…

ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, କଳ୍ପନା ଢୋଲକିଆଙ୍କୁ ଜବାବ ମାଗିଲା ବିଜେଡି… 

ନୂଆପଡ଼ା: ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ମାନନ୍ତି । ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି କେହି ମିଛରେ ବି ଲାଞ୍ଛନା ଦେଇପାରନ୍ତି ନାହିଁ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି…

Operation Chhatru: ଆତଙ୍କବାଦୀ ଏବଂ ସୁରକ୍ଷାବାହିନୀ ମଧ୍ୟରେ ପ୍ରବଳ ଗୁଳିବିନିମୟ ; ୨-୩ ଆତଙ୍କୀ ଲୁଚି…

ଶ୍ରୀନଗର: ଆଜି ସକାଳେ କିସ୍ତୱାର ଜିଲ୍ଲାର ଚଟରୁ ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ଏବଂ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି। ଅଧିକାରୀମାନେ କହିଛନ୍ତି ଯେ, ପ୍ରାପ୍ତ ସୂଚନା ଅନୁଯାୟୀ, ଜଙ୍ଗଲରେ ଦୁଇରୁ ତିନି ଜଣ ଆତଙ୍କବାଦୀ ଲୁଚି…

Dark Patterns: ଅନଲାଇନରେ କିଣାକିଣି କରୁଥିଲେ ଏବେ ହୋଇଯାଆନ୍ତୁ ସାବଧାନ୍!, ଚେତାବନୀ ଜାରି କଲେ ସରକାର…

ନୂଆଦିଲ୍ଲୀ: ବର୍ତ୍ତମାନ ଘରେ ବସି ଅନଲାଉନ ସପିଙ୍ଗ୍ କରିବା ଏକ ସଉକ୍ । ସାରା ବିଶ୍ୱର ଲୋକମାନେ ଅନଲାଇନରେ କିଣାକିଣି କରନ୍ତି। ସେମାନେ ଘରୋଇ କିଣାକିଣି ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍ ଏବଂ ଟେଲିଭିଜନ ପର୍ଯ୍ୟନ୍ତ ପ୍ରାୟ ସବୁକିଛି ଅନଲାଇନରେ ଅର୍ଡର କରନ୍ତି। କିନ୍ତୁ ଗୋଟିଏ…

ରାଜଧାନୀର ୨ଟି ସ୍ଥାନରେ ବାଲିଯାତ୍ରା; ଟ୍ରାଫିକ୍ ରୁଟ୍ ଚାର୍ଟ ଜାରି

ଭୁବନେଶ୍ବର: ନଭେମ୍ବର ୫ରୁ ୧୨ ତାରିଖ ଯାଏ ଭୁବନେଶ୍ବର ବାଲିଯାତ୍ରା । ମଞ୍ଚେଶ୍ବର ଠାରେ କୁଆଖାଇ ପଠାରେ ବାଲିଯାତ୍ରା ଆୟୋଜିତ ହେଇଛି । ସେହିପରି ଭୁବନେଶ୍ବର ବାଙ୍କୁଆଳରେ ମଧ୍ୟ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ତେଣୁ ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଏବଂ ଯାତାୟାତକୁ ଦୃଷ୍ଟିରେ ରଖି…

ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ପୋଲିସ ଚଢ଼ାଉ ମାମଲା; ECI ଙ୍କୁ ବିଜେଡି ନେତାଙ୍କ ଅଭିଯୋଗ ପତ୍ର

ଭୁବନେଶ୍ବର: କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ବିନା ଅନୁମତିରେ ବିଜେଡ଼ି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘର ଯାଞ୍ଚ କରାଯାଇଥିଲା। ବେଆଇନ ଭାବେ ତାଙ୍କ ଘରକୁ ପ୍ରବେଶ କରିଥିବା ଅଭିଯୋଗରେ ECI ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି ନେତା। ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…