Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସାରା ରାଜ୍ୟକୁ କଲବଲ କରୁଛି ପ୍ରଚଣ୍ଡ ତାତି, ୪୩ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା

ଭୁବନେଶ୍ବର: ଓଡ଼ିଶାରେ ତାତିର କର୍ଫ୍ୟୁ। ଆକାଶରୁ ନଆଁ ବର୍ଷା। ପ୍ରଚଣ୍ଡ ଗ୍ରୀଷ୍ମ ଜ୍ୱାଳାରୁ ନିସ୍ତାର ନାହିଁ । ଏବେ ଯେମିତି ଜଳୁଛି ଓଡ଼ିଶା, ଆହୁରି ୧୫ ଦିନ ଜାଳିବ ତାତି ପ୍ରକୋପ। ୪୪ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା ଓ ତାଳଚେର। ତତଲା ଝାଞ୍ଜିରେ ଦେହମୁଣ୍ଡ ପୋଡ଼ି ଦେବା ଭଳି ମନେ ହେଉଛି।…

ଇସ୍ରାଏଲ-ଲେବାନନ୍‌ରେ ୩ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା

ତେହେରାନ: ଲେବାନନ୍ ଏବଂ ଇସ୍ରାଏଲ୍ ଯୁଦ୍ଧବିରତିକୁ ଆଉ ତିନି ସପ୍ତାହ ପାଇଁ ବୃଦ୍ଧି କରିବାକୁ ପାରସ୍ପରିକ ସହମତ ହୋଇଛନ୍ତି। ହ୍ୱାଇଟ୍ ହାଉସ୍ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଥିଲେ। ଇସ୍ରାଏଲୀ…

ଯୁଦ୍ଧବିରତି ମଧ୍ୟରେ ସତର୍କତା: ଇରାନରେ ଭାରତୀୟ ଦୂତାବାସର ନୂତନ ପରାମର୍ଶ

ନୂଆଦିଲ୍ଲୀ: ଇରାନ ନଯିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ। ଉଭୟ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭକୁ ନେଇ ଦୂତାବାସର ପରାମର୍ଶ। ଆକାଶ ଓ ଜଳପଥରେ ଯାତ୍ରା ନ କରିବାକୁ ପରାମର୍ଶ ଜାରି ହୋଇଛି। ଇରାନରେ ରହିଥିବା ଭାରତୀୟ ମାନେ ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ସହ ସମ୍ପର୍କ…

Visa-free Transit: ଭାରତୀୟ ନାଗରିକଙ୍କ ପାଇଁ ଫ୍ରାନ୍ସ ଭିସା-ମୁକ୍ତ ଟ୍ରାଞ୍ଜିଟ୍ ସେବା ଆରମ୍ଭ

ନୂଆଦିଲ୍ଲୀ:ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବରେ ମଜବୁତ ହେଉଛି। ଏବେ ଏହାକୁ ଆହୁରି ମଜବୁତ କରିବା ପାଇଁ ଆଉ ଏକ ପଦକ୍ଷେପ ନିଆଯାଇଛି। ଫ୍ରାନ୍ସ ଭାରତୀୟ ଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧା ଆରମ୍ଭ କରିଛି। ଫ୍ରାନ୍ସ ସରକାର ୟୁରୋପୀୟ କ୍ଷେତ୍ରରେ ନିଜର ବିମାନବନ୍ଦର ଦେଇ…

ShreeMandir:ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକ ନିଲମ୍ବିତ

ପୁରୀ:ଶ୍ରୀମନ୍ଦିରର ଶୁଦ୍ଧ ସୁଆର ଓ ଦଇତାପତି ସେବକ ଶ୍ରଦ୍ଧାନନ୍ଦ ଦାସ ମହାପାତ୍ରଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି ଘଟଣା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ…

ISI-Linked Module: ATSର ବଡ଼ କାର୍ଯ୍ୟାନୁଷ୍ଠାନ;ISI ଏବଂ ପାକିସ୍ତାନୀ ଗ୍ୟାଙ୍ଗଷ୍ଟରଙ୍କ ସହ ଜଡିତ ଦୁଇ ସନ୍ଦିଗ୍ଧ…

ନୂଆଦିଲ୍ଲୀ:ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ATS) ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ପାକିସ୍ତାନୀ ଗ୍ୟାଙ୍ଗଷ୍ଟରମାନଙ୍କ ପାଇଁ କାମ କରୁଥିବା ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ନାମ ତୁଷାର ଚୌହାନ ଓରଫ ହିଜବୁଲ୍ଲାହ…

Fake RTO Challan Scam: ଇ-ଚାଲାଣ ଲିଙ୍କ ଜରିଆରେ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍; ୪ ଗିରଫ

ଭୁବନେଶ୍ୱର: ନକଲି ଆରଟିଓ ଇ-ଚାଲାଣ ଆଳରେ ଠକେଇ କରୁଥିବା ଏକ ବଡ଼ ସାଇବର ରାକେଟର ପର୍ଦ୍ଦାଫାଶ କରିଛି ସାଇବର ପୋଲିସ । ଏହି ଘଟଣାରେ ପାଖାପାଖି ୭ ଲକ୍ଷ ଟଙ୍କା ଠକେଇରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ମହମ୍ମଦ ଅବ୍ବାସ, ମୁକେଶ ତୁରୀ,…

Iran war:ଖେଳନାଠାରୁ ଆରମ୍ଭ କରି ଡ୍ରେସ ପର୍ଯ୍ୟନ୍ତ: ଇରାନ ଯୁଦ୍ଧ ଯୋଗୁଁ କିପରି ମହଙ୍ଗା ହେଉଛି ସବୁକିଛି ?

ଖେଳନାଠାରୁ ଆରମ୍ଭ କରି ଡ୍ରେସ ପର୍ଯ୍ୟନ୍ତ: ଇରାନ ଯୁଦ୍ଧ ଯୋଗୁଁ କିପରି ମହଙ୍ଗା ହେଉଛି ସବୁକିଛି ? ୱାଶିଂଟନ: ଆପଣ ଭାବୁଥିବେ ଇରାନ ଯୁଦ୍ଧ ସହିତ ଛୋଟ ପିଲାଙ୍କ ଖେଳନା ବା ଆପଣ ପିନ୍ଧୁଥିବା ପୋଷାକର କି ସମ୍ପର୍କ? କିନ୍ତୁ ବାସ୍ତବତା ହେଉଛି, ମଧ୍ୟପ୍ରାଚ୍ୟରେ ତେଲ ଯୋଗାଣ ବାଧାପ୍ରାପ୍ତ…

ବିନା ଆର୍ଥିକ ବୋଝରେ ରାଜ୍ୟରେ ବଢ଼ିବ ସ୍ୱଚ୍ଛ ଇନ୍ଧନର ବ୍ୟବହାର, ସରକାର ଆଣିଲେ ‘ସିଟି ଗ୍ୟାସ ବିତରଣ…

ଭୁବନେଶ୍ୱର: ରାଜ୍ୟରେ ସ୍ୱଚ୍ଛ ଏବଂ ନିରନ୍ତର ଇନ୍ଧନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା କ୍ୟାବିନେଟ୍ 'ଓଡ଼ିଶା ସିଟି ଗ୍ୟାସ ବିତରଣ ନୀତି'କୁ ଅନୁମୋଦନ ପ୍ରଦାନ କରିଛନ୍ତି । ସମଗ୍ର ରାଜ୍ୟରେ ପିଏନଜି ଏବଂ ସିଏନଜି ଭିତ୍ତିଭୂମିର ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରିବା ସହ…

ନେତାନ୍ୟାହୁଙ୍କ ଯୁଦ୍ଧ ପ୍ରସ୍ତାବକୁ ତିନି ଆମେରିକା ରାଷ୍ଟ୍ରପତି କରିଥିଲେ ପ୍ରତ୍ୟାଖ୍ୟାନ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ…

ୱାଶିଂଟନ: ଆମେରିକାର ପୂର୍ବତନ ସେକ୍ରେଟେରୀ ବା ସଚିବ ଜନ୍ କେରୀ ଇରାନ-ଇସ୍ରାଏଲ ବିବାଦ ଏବଂ ଏଥିରେ ଆମେରିକାର ଭୂମିକାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇରାନ ବିରୋଧରେ ଏକ ମିଳିତ ସାମରିକ ଆକ୍ରମଣ ପାଇଁ ବାରମ୍ବାର…