Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ପୋଲିସ ଚଢ଼ାଉ ମାମଲା; ECI ଙ୍କୁ ବିଜେଡି ନେତାଙ୍କ ଅଭିଯୋଗ ପତ୍ର

ଭୁବନେଶ୍ବର: କୌଣସି ସର୍ଚ୍ଚ ୱାରେଣ୍ଟ ନଥାଇ ବିନା ଅନୁମତିରେ ବିଜେଡ଼ି ନେତା ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘର ଯାଞ୍ଚ କରାଯାଇଥିଲା। ବେଆଇନ ଭାବେ ତାଙ୍କ ଘରକୁ ପ୍ରବେଶ କରିଥିବା ଅଭିଯୋଗରେ ECI ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ବିଜେଡି ନେତା। ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ…

Rahul Gandhi Hydrogen Bomb: ରାହୁଲଙ୍କ ପ୍ରେସମିଟରେ କିଏ ଏହି ମିଷ୍ଟ୍ରି ଗର୍ଲ?, ହରିୟାଣା ନିର୍ବାଚନରେ ଦେଇଛନ୍ତି…

ନୂଆଦିଲ୍ଲୀ: ପୁଣି ରାହୁଲଙ୍କ ହାଇଡ୍ରୋଜେନ୍ ବୋମା ମାଡ...ପୁଣି ନିର୍ବାଚନ ଆୟୋଗଙ୍କୁ ଘେରିଲେ...ଏଥର ହରିୟାଣା ଭୋଟ ଚୋରି ଖୁଲାସା ପ୍ରତି ୮ ଭୋଟରଙ୍କ ମଧ୍ୟରେ ଜଣେ ନକଲି...ମିଷ୍ଟ୍ରି ଗର୍ଲ ଫଟୋ ଦେଖାଇ ଖୋଲିଲେ ପୋଲ୍ ଭୋଟ୍ ଚୋରି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ପୁଣି ଥରେ…

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ

ନୂଆପଡ଼ା: ଉପନିର୍ବାଚନ ପାଇଁ ନୂଆପଡ଼ା ଏବେ ନେତାମୟ । ପୂରା ରାଜ୍ୟର ନେତା ଆସି ଏଠାରେ ଡେରା ପକାଇଛନ୍ତି । ହାଇଭୋଲଟେଜ୍‌ ପ୍ରଚାର ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ।…

ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀ ପ୍ରସାଦ ରଥଙ୍କ ବିୟୋଗ

ପାରାଦୀପ : ଆରପାରିରେ ଯାତ୍ରା ଜଗତର ବର୍ଷୀୟାନ କଳାକାର-ନିର୍ଦ୍ଦେଶକ ଦେବୀ ରଥ । କଳାକାରଙ୍କ ମହଲରେ ସେ ‘ମାମା’ ଭାବେ ପରିଚିତ ଥିଲେ । ୭୧ ବର୍ଷ ବୟସରେ ଦେବୀ ରଥଙ୍କର ତାଙ୍କ ଘରେ ପରଲୋକ ହୋଇଛି । ଦୀର୍ଘ ୫୦ ବର୍ଷ ଧରି ଯାତ୍ରା ଜଗତରେ ସକ୍ରିୟ ଥିଲେ | ଗତକାଲି ନିଜ ଘର ପାରାଦୀପଗଡ଼ରେ ସେ…

India-US relationshipର ଭବିଷ୍ୟତ ନେଇ କ’ଣ ଭାବୁଛନ୍ତି ଟ୍ରମ୍ପ?, ଖୁଲାସା କଲା ହ୍ୱାଇଟ୍ ହାଉସ୍…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ ପୁଣି ଥରେ ଭାରତ ଏବଂ ଆମେରିକା ସଂମର୍କ ନେଇ ବଡ ବୟାନ ରଖିଛନ୍ତି । ଏଥର ସେ ପ୍ରକାଶ କରିଛନ୍ତି ଯେ, ଏହି ଦୁଇ ଦେଶର ଭବିଷ୍ୟତ ବିଷୟରେ ରାଷ୍ଟ୍ରପତି ଟ୍ରମ୍ପ କ’ଣ…

India-Canada Ties: ପ୍ରଥମେ କାନାଡା ଭାରତକୁ ପଠାଇଥିଲା ନିଜ ବୈଦେଶିକ ମନ୍ତ୍ରୀ, ଏବେ ସମ୍ପର୍କକୁ ଆହୁରି ମଜଭୁତ୍…

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଆସନ୍ତା ସପ୍ତାହରେ କାନାଡା ଗସ୍ତ କରିବେ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ପରିବର୍ତ୍ତନକୁ ପ୍ରତିଫଳିତ କରେ। ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ସମ୍ପ୍ରତି ଉନ୍ନତ ହୋଇଛି, ଏବଂ ଜୟଶଙ୍କରଙ୍କ ଗସ୍ତ ସେମାନଙ୍କୁ ମଜବୁତ…

America Plane Crash: ଆମେରିକାରେ ଭୟଙ୍କର ପ୍ଲେନ୍ କ୍ରାସ, ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ

ୱାଶିଂଟନ: ଆମେରିକାର ଲୁଇସଭିଲରେ କ୍ରାସ ହେଲା UPS ମାଲବାହୀ ବିମାନ। ଦୁର୍ଘଟଣାରେ ୩ ମୃତ ଓ ୧୦ରୁ ଅଧିକ ଆହତ। ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲେନ୍ କ୍ରାସ ହୋଇଥିବା ସୂଚନା ମିଳିଛି। ଉଡ଼ାଣ ଭରିବାର କିଛି ସମୟ ପରେ ବିମାନ ଦୁର୍ଘଟଣା ହୋଇଛି। ପ୍ଲେନରେ ଥିଲା ପ୍ରାୟ ୨ ଲକ୍ଷ ୮୦…

Pitabas Murder Case: ପୀତବାସ ହତ୍ୟା ମାମଲା, ରିମାଣ୍ଡରେ ଗଲେ ଉମା ଓ କୁରୁପତି

ବ୍ରହ୍ମପୁର: ରିମାଣ୍ଡରେ ଗଲେ ଉମା ବିଷୋୟୀ ଓ କୁରୁପତି ଭୂୟାଁ। ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ। ହତ୍ୟାର ସତ ଓଗାଳୁଛନ୍ତି ତଦନ୍ତ ଅଧିକାରୀ।…

ବିଦେଶରେ ଭାରତୀୟଙ୍କ କମାଲ: ଜୋହରାନ୍ ମାମଦାନିଙ୍କ ପରେ, ଭର୍ଜିନିଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଆଉ ଜଣେ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀମାନେ ଆମେରିକା ନିର୍ବାଚନରେ ​​ଇତିହାସ ରଚିଛନ୍ତି। ଜୋହରାନ୍ ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ​​ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ବେଳେ, ଭାରତୀୟ ଜନ୍ମିତ ଗଜାଲା ହାସମି ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିର୍ବାଚନରେ…