Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Elephant Died: ବୋମା ଖାଇଥିବା ଗୁରୁତର ହାତୀର ମୃତ୍ୟୁ…

ଅନୁଗୁଳ: ଗୁରୁବାର ବୋମାଖାଇ ଆହତ ହୋଇଥିବା ଅସୁସ୍ଥ ହାତୀର ମୁତ୍ୟୁ ହୋଇଥିବା ସୂଚନା । ସାତକୋଶିଆରୁ କପିଳାସ ଆଣୁଥିବା ବେଳେ ବାଟରେ ହାତୀର ମୃତ୍ୟୁ ହୋଇଛି । ହାତୀଟି ଖାଦ୍ୟରେ ବୋମା ଚୋବାଇ ଦେବାରୁ ତାର ପାଟିରେ ଗୁରୁତର କ୍ଷତ ହୋଇଥିଲା । ମୃତ ହାତୀଟି ମାଈ ହାତୀ ଓ ତାର ବୟସ ମାତ୍ର ୪ବର୍ଷ…

ED Raid: ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ

ବ୍ରହ୍ମପୁର: ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ଉପସଭାପତି ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ। ବ୍ରହ୍ମପୁର ଅମ୍ବିକା ନଗର ବାସଭବନ ଓ ଶେରଗଡ଼ ଘରେ ଇଡି ଟିମ୍ ସକାଳୁ ଚଢ଼ାଉ ଜାରି ରଖିଛି। ଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା

Machado Gave Nobel to Trump: ନିଜ ନୋବେଲ୍ ପୁରସ୍କାରକୁ ଟ୍ରମ୍ପଙ୍କୁ ଉପହାର ଦେଲେ ମାଚାଡୋ… କ’ଣ ଏବେ…

ନୂଆଦିଲ୍ଲୀ: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ହ୍ୱାଇଟ୍ ହାଉସ୍ ବୈଠକରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ୍ ଶାନ୍ତି ପୁରସ୍କାର ପଦକ ପ୍ରଦାନ କରିଥିଲେ, କାରଣ ସେ ଦକ୍ଷିଣ ଆମେରିକୀୟ ଦେଶର ରାଜନୈତିକ ଭବିଷ୍ୟତକୁ ରାଷ୍ଟ୍ରପତି କିପରି…

CM Mohan Majhi: ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ଆହୁରି ଅଧିକ ଆସିବ ପୁଞ୍ଜି

ଭୁବନେଶ୍ବର: ତିନିଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ନିବେଶକ ସମ୍ମିଳନୀରେ ଯୋଗଦେବାକୁ ଗୁରୁବାର ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୮ ତାରିଖ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେଠାରେ ରହିବେ । ଶୁକ୍ରବାର ଓ ଶନିବାର ଦୁଇ ଦିନ…

ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍‌ଓସି

ଭୁବନେଶ୍ୱର: ଏଣିକି ଆଶାୟୀ ସରକାରୀ ଚାକିରିଆଙ୍କୁ ପରୀକ୍ଷା ପାଇଁ ଦେବାକୁ ପଡିବନି ଏନ୍‌ଓସି। ସରକାରୀ ଚାକିରି କରିଥିବା କର୍ମଚାରୀ ବା ଅଧିକାରୀ ଯେଉଁମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି କରୁଥିବା ପରୀକ୍ଷା ଦେବାକୁ ଚାହୁଁଛନ୍ତି

ଗ୍ରିନଲାଣ୍ଡ ପହଞ୍ଚିଲେ ୟୁରୋପୀୟ ସୈନିକ, ବଢିଲା ସୁରକ୍ଷା ଚିନ୍ତା

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ଉପାୟରେ ଗ୍ରିନଲାଣ୍ଡକୁ ନିଜ ସହିତ ମିଶାଇବାକୁ ଯୋଜନା କରୁଛନ୍ତି। ଏହା ଆର୍କଟିକ ଅଞ୍ଚଳରେ ବଢ଼ୁଥିବା ଭୂରାଜନୈତିକ ଅସ୍ଥିରତା ଏବଂ ସୁରକ୍ଷା ଚିନ୍ତାକୁ ବଢାଇଛି। ଡେନମାର୍କ ଏବଂ ଗ୍ରିନଲାଣ୍ଡର ବୈଦେଶିକ ମନ୍ତ୍ରୀମାନେ

 ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ବିମାନ ଚଳାଚଳ ସୁରକ୍ଷା ପାଇଁ ଆମିଷ ଓ ବର୍ଜ୍ୟ ପରିଚାଳନାକୁ ନେଇ ବିଏମସିର କଡ଼ା ନିର୍ଦ୍ଦେଶ। ନିୟମ ମାନିବାକୁ ସବୁ ବ୍ୟବସାୟୀକ ପ୍ରତିଷ୍ଠାନକୁ କଡ଼ା ନିର୍ଦ୍ଦେଶ ଦେଇଛି BMC। ପ୍ରତ୍ୟେକ ପ୍ରତିଷ୍ଠାନ ଦୋକାନ ପରିସରରେ ବର୍ଜ୍ୟର ସଂରକ୍ଷଣ କରିବା ବାଧ୍ୟତାମୂଳକ। ଏହାସହ

Cold Wave: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ, ଥରିବ ଏସବୁ ଜିଲ୍ଲା

ଭୁବନେଶ୍ୱର: ପୁଣି ରାଜ୍ୟରେ ହାଡ଼ଭଙ୍ଗା ଶୀତ ପ୍ରଭାବ। ପ୍ରବଳ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୨ଦିନ ଏଭଳି ସ୍ଥିତି ଲାଗି ରହିବ। ଝାରସୁଗୁଡ଼ାରେ ୬ ଡ଼ିଗ୍ରୀ ଛୁଇଁଲା ପାରଦ। ଆଜି ସକାଳ ୫ଟା ୩୦ରେ ୬.୮°C ରେକର୍ଡ ହୋଇଛି। ୨ ଦିନ ପରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ

Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ

ରାୟପୁର:ଗୁରୁବାର ୫୨ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ଧରିବା ପାଇଁ ମୋଟ ୧କୋଟି୪୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନେ ସମସ୍ତେ ଦକ୍ଷିଣ ଉପ-ଜୋନାଲ ବ୍ୟୁରୋ ସହିତ ଜଡିତ ଥିଲେ। ଆତ୍ମସମର୍ପଣ କରିଥିବା…

Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ

ନୂଆଦିଲ୍ଲୀ:ଭାରତ ନିଜର ନାଗରିକମାନଙ୍କୁ ଇସ୍ରାଏଲ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଆସନ୍ତୁ ଜାଣିବା ଇସ୍ରାଏଲରେ ହଠାତ୍ କ’ଣ ଘଟିଲା ଯାହା ଭାରତକୁ ଏପରି ଆଡଭାଇଜରୀ ଜାରି କରିବାକୁ ପଡିଛି । ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ ଦୂତାବାସ…