Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Terror Hideout Busted:ଆତଙ୍କବାଦୀ ଆଡ୍ଡା ଧ୍ୱଂସ; ଅସ୍ତ୍ରଶସ୍ତ୍ର ସହ ଇଲେକ୍ଟ୍ରୋନିକ୍ ଉପକରଣ, ପୋଷାକ ଏବଂ ରାସନ ଜବତ

ନୂଆଦିଲ୍ଲୀ:ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଅରାଗାମର ଖାନଜପଥରି ଅଞ୍ଚଳରେ ସୁରକ୍ଷା ବାହିନୀ ମିଳିତ ସର୍ଚ୍ଚ ଅପରେସନ ସମୟରେ ଏକ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛନ୍ତି । ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ମେ ୧୪…

Modi dismisses reports:”ଏପରି କଟକଣା ଲଗାଇବାର ପ୍ରଶ୍ନ ଉଠୁନାହିଁ…”; ବିଦେଶ ଯାତ୍ରା ଉପରେ ସରକାର…

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ସଙ୍କଟ ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ପାଇବା ପରେ ସରକାର ବିଦେଶ ଯାତ୍ରା ଉପରେ ଟିକସ ଲଗାଇବା ବିଷୟରେ ବିଚାର କରୁଛନ୍ତି ବୋଲି ଦାବି କରାଯାଉଥିବା ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଖାରଜ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ…

Arms Trafficking:ବେଆଇନ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାସ: ପିସ୍ତଲ ସହ ୫ଗିରଫ

ସମ୍ବଲପୁର: ବେଆଇନ ବନ୍ଧୁକ କାରବାର ରାକେଟର ପର୍ଦ୍ଦାଫାଶ । ଆଜି ସମ୍ବଲପୁର ପୋଲିସ ବଡ଼ ଧରଣର ବେଆଇନ ବନ୍ଧୁକ କାରବାର କରୁଥୁବା ଏକ ରାକେଟ୍ ଠାବ କରିଛି । ଏହି ଘଟଣାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସମ୍ବଲପୁର ଅଇଁଠାପାଲି ଥାନା ଓ କ୍ଷେତରାଜପୁର ଥାନା ଅଞ୍ଚଳରୁ ଏହି ୫ଜଣ ଗିରଫ ହୋଇଛନ୍ତି…

‘ଆମେ ସମସ୍ତ ଜାହାଜକୁ ହର୍ମୁଜ୍ ଦେଇ ଯିବାକୁ ଅନୁମତି ଦେବାକୁ ପ୍ରସ୍ତୁତ’

ତେହରାନ: ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚି ତାଙ୍କ ଭାରତ ଗସ୍ତ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, "ଇରାନ କେବେବି ପରମାଣୁ ଅସ୍ତ୍ର ଚାହିଁ ନାହିଁ । ହର୍ମୁଜ୍ ପ୍ରଣାଳୀର ପରିସ୍ଥିତି ବର୍ତ୍ତମାନ ବହୁତ ଜଟିଳ । ଆଲୋଚନା ମାଧ୍ୟମରେ ସମାଧାନ ବ୍ୟତୀତ ଅନ୍ୟ…

ଡ୍ରାଇଭରଙ୍କୁ ଲୁହା ରଡରେ ପିଟିପିଟି ମାରିଦେଲେ ଅନ୍ୟ ୩ ଡ୍ରାଇଭର…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଭଷ୍ମା ଅଞ୍ଚଳରେ ଦୁର୍ଘଟଣା ଘଟାଇଥିବା ଜଣେ ପିକଅପ୍ ଭ୍ୟାନ ଡ୍ରାଇଭରକୁ ଏକ ଲୁହା ରଡ୍ ରେ ପିଟିପିଟି ହତ୍ୟା କରିଛନ୍ତି ଅନ୍ୟ ଡ୍ରାଇଭରମାନେ । ମୃତ ଡ୍ରାଇଭର ଜଣକ ହେଲେ ଭଷ୍ମା ଥାନା ଅଧୀନ ଗୁଲଠା ଗାଁର ରାଜେଶ ମୁଣ୍ଡା (୩୬) । ଘଟଣାରେ ସୁନ୍ଦରଗଡ଼ ଉପଖଣ୍ଡ ପୋଲିସ ୩…

ECoR Cancels Trains:ପୁରୀ–ରାଉରକେଲା ଏକ୍ସପ୍ରେସ୍ ସହ ଏହି ଟ୍ରେନ ଗୁଡିକ ସାମୟିକ ଭାବେ କରାଗଲା ବାତିଲ

ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ମାନେଶ୍ୱର ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ଏହାକୁ ନଜରରେ ରଖି ଏକାଧିକ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି । ଶୁକ୍ରବାର ପୂର୍ବତଟ ରେଳପଥ ପକ୍ଷରୁ ଜାରି ସୂଚନାନୁସାରେ, ଟ୍ରେନ୍ ନମ୍ବର…

ପେଟ୍ରୋଲ ଡିଜେଲ ପରେ ବଢିଲା ବସ୍ ଭଡା, ଜାଣନ୍ତୁ କେତେ ବୃଦ୍ଧି ପାଇଲା…

ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଦର ପରେ ରାଜ୍ୟରେ ବଢିଲା ବସ୍‌ ଭଡ଼ା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ, ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ, ଏସି ଡିଲକ୍ସ ଓ ସୁପର ଡିଲକ୍ସ ବସ୍‌ ଭଡ଼ା ୪ରୁ ୬ ପଇସା ବଢିଛି । ଏହି…

Fuel Saving: କଟକ ମହାନଗର ନିଗମର ବଡ଼ ନିଷ୍ପତ୍ତି;ସୋମବାର ସରକାରୀ ଗାଡ଼ି ବ୍ୟବହାର ମନା

କଟକ: ସରକାରୀ ସ୍ତରରେ ତେଲ ସମସ୍ୟାକୁ ଏଡ଼ାଇବା ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ତୈଳ ସଙ୍କଟକୁ ନେଇ କଟକ ମହାନଗର ନିଗମ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ପ୍ରତି ସୋମବାର ସିଏମସି କର୍ମଚାରୀମାନେ ସରକାରୀ ଗାଡ଼ି ବ୍ୟବହାର କରିବେ ନାହିଁ । ଏହାଛଡା ରବିବାର ଓ ଛୁଟି…

ସିବିଆଇ ଜାଲରେ ‘ନିଟ୍’ ପେପର୍ ଲିକ୍ ମାଷ୍ଟରମାଇଣ୍ଡ୍ କୁଲକର୍ଣ୍ଣି, ସାମ୍ନାକୁ ଆସିଲା କୋଟି କୋଟି ଟଙ୍କାର…

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ମେଡିକାଲ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଇଥିବା ସବୁଠାରୁ ବଡ଼ ଷଡ଼ଯନ୍ତ୍ର ଉପରୁ ଶେଷରେ ପରଦା ହଟିଛି। ବହୁ ଚର୍ଚ୍ଚିତ ନିଟ୍ ୟୁଜି-୨୦୨୬ (NEET UG 2026) ପ୍ରଶ୍ନପତ୍ର ଲିକ୍ ମାମଲାରେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ହାତରେ ଲାଗିଛି ଏକ ବଡ଼…

ଆରଜି କର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୩ ବରିଷ୍ଠ ଆଇପିଏସ୍ ଅଫିସର, ଜାଣନ୍ତୁ କ’ଣ ରହିଛି…

କୋଲକାତା: କୋଲକାତାର ବହୁ ଚର୍ଚ୍ଚିତ ଆରଜି କର ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏବେ ପୋଲିସ ବିଭାଗ ଉପରେ କଡ଼ା ପ୍ରହାର ହୋଇଛି। ଘଟଣାର ତଦନ୍ତରେ ଅବହେଳା ଏବଂ ପ୍ରମାଣ ନଷ୍ଟ କରିବାର ସଙ୍ଗିନ ଆଶଙ୍କାକୁ ନେଇ ବିଜେପି ସରକାର ଶେଷରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି।…