Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଡିସେମ୍ବରରେ ଓଡ଼ିଶାରେ ହେବ ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ 

ଭୁବନେଶ୍ୱର: ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଓ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ମାସ ୬-୭ ରେ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି ଗ୍ଲୋବାଲ ଏନର୍ଜି ଲିଡ଼ର୍ସ ସମ୍ମିଳନୀ । ଏଥିରେ ଦେଶ ବିଦେଶରୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଏମାନଙ୍କ ମଧ୍ୟରେ ୟୁକେର ପୂର୍ବତନ…

ଓପିଟିସିଏଲ କଲୋନୀରେ ଅତ୍ୟାଧୁନିକ କ୍ରୀଡା କ୍ଷେତ୍ରର ଶିଳାନ୍ୟାସ; ରହିବ ଅଲିମ୍ପିକ୍-ମାନକ ନିର୍ଦ୍ଧାରିତ ସୁଇମିଂ ପୁଲ୍…

ଭୁବନେଶ୍ୱର:ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (OPTCL) ଏହାର ସ୍ପୋର୍ଟସ ଆରେନା - ସ୍ୱାସ୍ଥ୍ୟ, ମନୋରଞ୍ଜନ ଏବଂ କ୍ରୀଡା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏକ ଆଧୁନିକ, ଏକାଧିକ-କ୍ରୀଡା ସୁବିଧାର ଶିଳାନ୍ୟାସ ସହିତ କର୍ମଚାରୀ କଲ୍ୟାଣ ଏବଂ…

Nuapada bypoll: ମା’ବଞ୍ଜାରୀ ଦେବୀ ମନ୍ଦିରରୁ ନୂଆପଡ଼ାରେ ପ୍ରଚାର ଅଭିଯାନ ଆରମ୍ଭ କଲା ବିଜେଡି

ନୂଆପଡା: ବିଜୁ ଜନତା ଦଳ ଗୁରୁବାର ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛି । ମା' ବଞ୍ଜାରୀ ଦେବୀ ମନ୍ଦିରରେ ବିଜେଡିର ବରିଷ୍ଠ ନେତାମାନେ ନୂଆପଡ଼ା ଉପନିର୍ବାଚନ ପାଇଁ ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ବିପୁଳ ବିଜୟ ତଥା ନୂଆପଡ଼ାର…

ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ବେଦାନ୍ତ, ମିଳିବ ୧ ଲକ୍ଷ ନିଯୁକ୍ତି 

ଭୁବନେଶ୍ବର: ଆଜି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି…

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା; ଆଉ ଜଣେ ସହଯୋଗୀ ଗିରଫ 

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ସୁଦର୍ଶନ ଜେନା ଗୁରୁବାର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଅକ୍ଟୋବର ୬ ତାରିଖ ରାତିରେ ବରିଷ୍ଠ ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ…

ଦ୍ୱିତୀୟଥର ବାପା ହେବେ ରାମଚରଣ

ହାଇଦ୍ରାବାଦ: ଦ୍ୱିତୀୟଥର ପାଇଁ ବାପା ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ରାମଚରଣ । ସୋସିଆଲ ମିଡିଆରେ ରାମଚରଣ ଓ ଉପାସନା ବାପା-ମା ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଛନ୍ତି । ଗୋଦଭରାଇ ସମୟର ଫଟୋ ଉପାସନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ପୁରା ପରିବାର ସହିତ…

ଜନ୍ମଦିନରେ ଆଗାମୀ ଫିଲ୍ମ କଥା କହିଲେ ପ୍ରଭାସ

ହାଇଦ୍ରାବାଦ: ଆଜି ୪୬ ବର୍ଷରେ ପାଦ ଥାପିଛନ୍ତି ଷ୍ଟାଇଲିସ ସାଉଥ ସୁପରଷ୍ଟାର ପ୍ରଭାସ । ଏହି ଅବସରରେ ସେ ଫ୍ୟାନ୍ସକୁ ଉପହାର ଦେଇଛନ୍ତି। ସେ ନିଜର ଆଗାମୀ ଫିଲ୍ମ ଫୌଜି ସମ୍ପର୍କରେ ପ୍ରକାଶ କରିଛନ୍ତି । ହନୁ ରାଘବପୁଡିଙ୍କ ନିର୍ଦ୍ଦେଶନାରେ ଫିଲ୍ମ ନିର୍ମାଣ ହେଉଥିବାବେଳେ ଦର୍ଶକ ଏହାକୁ ବହୁତ…

ଶ୍ରେଣୀ ଗୃହରେ ମେଞ୍ଚା ମେଞ୍ଚା ସାପ ମିଳିବା ଘଟଣା, ଇନଚାର୍ଜ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଚେଷ୍ଟାରେ ଭାଙ୍ଗାହେଲା…

ଯାଜପୁର: ବରୀ ଅନ୍ତର୍ଗତ ରତ୍ନଗିରି ଉଚ୍ଚ ବିଦ୍ୟାଳୟର ଇ-ଲାଇବ୍ରେରୀ ଏବଂ କମ୍ପ୍ୟୁଟର ରୁମ୍ ଭିତରୁ ଗତ କିଛି ଦିନ ତଳେ ଅନେକ ସାପ ଛୁଆ ଏବଂ ଅଣ୍ଡା ଉଦ୍ଧାର ହୋଇଥିଲା। ଏଇ ଘଟଣା ପରେ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକ ମାନେ ଗତ ଶନିବାର ୧୮ ତାରିଖ ଦିନ ଆସି ଜବରଦସ୍ତି ନିଜ ନିଜର ପିଲା ମାନଙ୍କୁ…

Napada Bypoll 2025: ନୂଆପଡ଼ା ଉପନିର୍ବାଚନ; ୮ ଜୋନ୍‌ରେ ୮ ମନ୍ତ୍ରୀଙ୍କୁ ଦାୟିତ୍ବ ଦେଲା ବିଜେପି

ନୂଆପଡା:ନୂଆପଡ଼ା ଉପନିର୍ବାଚନ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ । ତେବେ ବିଜେପି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନୂଆପଡ଼ା ଉପନିର୍ବାଚନ ପାଇଁ ୮ ମନ୍ତ୍ରୀଙ୍କୁ ୮ଟି ଜୋନର ଦାୟିତ୍ୱ ଦେଇଛି । ୮ଟି ଜୋନକୁ ଜଗିବେ ୮ ଜଣ ମନ୍ତ୍ରୀ । ବଞ୍ଜରୀ…

IT rules on Deepfake: ଡିପଫେକ୍ ନେଇ ଆସିଲା ନୂଆ ଗାଇଡଲାଇନ୍, ଲେବଲ୍ ଲଗାଇବାକୁ ବାଧ୍ୟ…ଜଣାପଡିବ କିଏ ଅସଲି, କିଏ…

ନୂଆଦିଲ୍ଲୀ: ନାକେଦମ୍ କରି ରଖିଛି ଏଆଇ ଡିପଫେକ୍ ଫଟୋ ଏବଂ ଭିଡିଓ । ହେଲେ ଏବେ ଚିନ୍ତା ଯିବ । କାରଣ ଅବିକଳ ଅସଲି ପରି ଦେଖାଯାଇଥିବା ଆପଣଙ୍କ ଫଟୋ ଏବେ  ନିଜେ ସତ କହିବ । ସେ ଅସଲି ନା ନକଲି । ଲେବଲ୍ ଲାଗୁ ବାଧ୍ୟତାମୂଳକ କଲେ ସରକାର ।  AI-ଉତ୍ପନ୍ନ ବିଷୟବସ୍ତୁର ଅପବ୍ୟବହାରକୁ ରୋକିବା…