Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Global Tourism Boost:ଅନୁ ଗର୍ଗଙ୍କ ନିର୍ଦ୍ଦେଶ- ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ ଥିମରେ ଦୌଡିବା…

ଭୁବନେଶ୍ବର:ଯେଉଁ ପର୍ଯ୍ୟଟକ ଇଣ୍ଡିଆକୁ ଆସିବାକୁ ନିଷ୍ପତ୍ତି ନେଉଛନ୍ତି ସେମାନେ ଓଡିଶା ଆସିବା ଦରକାର। ଓଡିଶା ପ୍ରଥମ ପସନ୍ଦ ହେବା ଦରକାର। 'ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା' ଥିମରେ ଦୌଡିବା ଦରକାର ଓଡ଼ିଶା ପର୍ଯ୍ୟଟନ । ସେଥିପାଇଁ ରାଜ୍ୟର ପର୍ଯ୍ୟଟନକୁ ସମସ୍ତ ବିଭାଗ ଫୋକସ କରିବାକୁ…

blast in Silvassa:ନାଇଟ୍ରୋଜେନ୍ ଗ୍ୟାସ୍ ଗୋଦାମରେ ଭୟଙ୍କର ବିସ୍ଫୋରଣ… ୪ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ଶନିବାର ସକାଳେ ଦାଦ୍ରା ଓ ନଗର ହାବେଳୀ କେନ୍ଦ୍ରଶାସିତ ଅଞ୍ଚଳର ସେଲଭାସାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଦେମାନି ରୋଡରେ ଥିବା ଏକ ନାଇଟ୍ରୋଜେନ୍ ଗ୍ୟାସ୍ ଗୋଦାମରେ ସିଲିଣ୍ଡର ରିଫିଲିଂ ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଦୁଃଖଦ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି…

ଜେଲରୁ ଫେରାର ଥିବା ରାଜାକୁ ପୁଣିଥରେ ଗିରଫ କଲା ପୋଲିସ

ଭୁବନେଶ୍ବର: ଜେଲରୁ ଖସି ପଳାଇଥିବା ରାଜା ସାହାଣୀକୁ ପୁଣିଥରେ ଗିରଫ କରିଛି ପୋଲିସ । ଉତ୍ତରାଖଣ୍ଡରୁ ପୋଲିସ ତାକୁ ଗିରଫ କରିବା ପରେ ଚୌଦ୍ୱାର ଜେଲରେ ରଖିଛି । ତେବେ ରାଜା ଦେଶର ବିଭିନ୍ନ ରାଜ୍ୟରେ ବୁଲି ବୁଲି ଅପରାଧିକ କାର୍ଯ୍ୟ କରୁଥିଲା । ୨୦୨୫ ଡିସେମ୍ବରରେ କର୍ଣ୍ଣାଟକର ମହୀଶୁରରେ ଥିବା…

Puri Airport: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମିଳିଲା ସବୁଜ ସଙ୍କେତ

ପୁରୀ: ପୁରୀବାସୀଙ୍କ ପାଇଁ ଖୁସି ଖବର । ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କଲା ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ । ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ (ଷ୍ଟେଜ୍-୧) ଜଙ୍ଗଲ ମଞ୍ଜୁରୀ…

Odia signboard: ଓଡ଼ିଆ ଭାଷାରେ ନାମ ଫଳକ ନରହିଲେ ଗଣିବେ ଜରିମାନା

ଭୁବନେଶ୍ଵର:ଓଡ଼ିଆ ଭାଷାରେ ନାମ ଫଳକ ନ ରହିଲେ ହେବ ଆକ୍ସନ। ଶୁଦ୍ଧ ଓଡ଼ିଆ ଭାଷାରେ ଲେଖାହେବ ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନର ନାମ।ଯଦି ନ ଲେଖିବେ ତେବେ ଆଇନର ଧାରା ୩୫ ଅନୁଯାୟୀ ଦଣ୍ଡିତ ହେବେ। ଲୋୟର୍ ପିଏମଜିରେ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଶ୍ରମ ବିଭାଗ ପକ୍ଷରୁ ସମସ୍ତ ଦୋକାନୀ ଓ…

ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?

କୋଲକତା: ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଗରମ । ଯେତେବେଳେ ବି ବଙ୍ଗଳା ନିର୍ବାଚନ କଥା ଉଠେ, ସେତେବେଳେ ସବୁଠାରୁ ବଡ଼ ଚର୍ଚ୍ଚା ହୁଏ 'ମୁସଲିମ୍ ଭୋଟ୍'କୁ ନେଇ । ପ୍ରାୟ ୩ କୋଟିରୁ ଅଧିକ ମୁସଲିମ୍ ଜନସଂଖ୍ୟା ଥିବା ଏହି ରାଜ୍ୟରେ କାହାର ହେବ ପତିଆରା ? କ’ଣ ଏଥର ଦିଦିଙ୍କ ହାତରୁ ଖସିଯିବ କି…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ପଦଧ୍ୱନି: ଆମେରିକାକୁ ଇରାନର ଖୋଲା ଚ୍ୟାଲେଞ୍ଜ !

ତେହେରାନ: ମଧ୍ୟପ୍ରାଚ୍ୟରେ ବାରୁଦର ଗନ୍ଧ ଥମିବାର ନାଁ ଧରୁନି । ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ବିବାଦ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ନିକଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ପରେ ଏବେ ପାଲଟା ଜବାବ ଦେଇଛି ଇରାନ । କେବଳ ସେତିକି ନୁହେଁ, ଉପସାଗରୀୟ ଦେଶ ବା…

ରାଜ୍ୟ ବ୍ୟାପୀ ପ୍ରବେଶ ଉତ୍ସବ; କୁନି କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଖଡ଼ି ଛୁଆଁ ସହ ନୂଆ ଶ୍ରେଣୀ ଗୃହରେ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ପାଳନ ହୋଇଛି । ରାଜଭବନ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଛନ୍ତି । ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ…

Downed U.S. Jet : ଆମେରିକାକୁ ଶକ୍ତ ଝଟକା, ଧ୍ଵଂସ ହେଲା ଆଉ ଦୁଇ ବିମାନ

ନୂଆଦିଲ୍ଲୀ: ଚକିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗୋଟିଏ ପରେ ଗୋଟିଏ ଲଢ଼ୁଆ ବିମାନକୁ ଗୁଳି କରି ଖସାଉଛି ଇରାନ। ଇରାନ୍ ଆଉ ଏକ ଆମେରିକୀୟ A-10 ଲଢ଼ୁଆ ବିମାନକୁ ଗୁଳି କରି ଖସାଇଲା ବୋଲି ଦାବି କରିଛି ଏବଂ ଘଟଣାର ଏକ ଭିଡିଓ ମଧ୍ୟ ଜାରି କରିଛି। ଅଲ ଜଜିରାର ଏକ ରିପୋର୍ଟ…

Indian Tanker Cross Strait Of Hormuz: ପୁଣି ହର୍ମୁଜ୍ ପାର କଲା ଭାରତର ଆଉ ଏକ ଏଲପିଜି ଟ୍ୟାଙ୍କର୍

ନୂଆଦିଲ୍ଲୀ: ଭାରତ ପାଇଁ ପୁଣି ଆଉ ଏକ ଖୁସି ଖବର ଆସିଛି। ଭାରତୀୟ ପତାକାଯୁକ୍ତ ଏଲପିଜି ଟ୍ୟାଙ୍କର୍ ଗ୍ରୀନ୍ ସାଲଭି ହର୍ମୁଜ୍ ପ୍ରଣାଳୀ ପାର ହୋଇ ଶୀଘ୍ର ଭାରତରେ ପହଞ୍ଚିବାକୁ ଯାଉଛି। ତେବେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣକୁ ଗୋଟିଏ ମାସରୁ ଅଧିକ ସମୟ ବିତିଗଲାଣି, ଏବଂ ଏହି…