Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Green Crackers: ସବୁଜ ବାଣ କ’ଣ?, ଯାହାକୁ ସୁପ୍ରିମକୋର୍ଟ ଫୁଟାଇବାକୁ ଦେଇଛନ୍ତି ଅନୁମତି…ପରିବେଶ ପ୍ରଦୂଷଣକୁ କିପରି…

ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସିଛି। ସମସ୍ତେ ପର୍ବ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଏହା ଏକ ପର୍ବ ଯାହାକୁ ବାଣର ଶବ୍ଦ ବିନା ଅପୂର୍ଣ୍ଣ ବୋଲି ମନେ କରାଯାଏ। ହେଲେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ଯୋଗୁଁ, ବାଣ ଫୁଟାଇବା ଉପରେ କିଛି କଟକଣା ରହିଛି। ଯାହାକୁ ନେଇ ସେଠିକା ବାସିନ୍ଦା…

SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା: ସବୁ ଅଭିଯୁକ୍ତଙ୍କୁ ଗିରଫ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ପୋଲିସ SI ପରୀକ୍ଷା କେଳେଙ୍କାରୀ ଘଟଣାରେ ଡିଜିପିଙ୍କ ବଡ଼ ସୂଚନା ଦେଇଛନ୍ତି । ପୋଲିସ ଏସ୍‌ଆଇ ପରୀକ୍ଷା ବିଭ୍ରାଟ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ । ପୂର୍ବରୁ ପରୀକ୍ଷା ତ୍ରୁଟିଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା…

ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ଦୀପାବଳି ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦୀପାବଳି ପର୍ବ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୫ ପ୍ରତିଶତରୁ…

Ex-US envoy Rahm Emanuel: ‘ପାକିସ୍ତାନୀ ଟଙ୍କା, ନୋବେଲ୍ ଲୋଭ, ଭାରତ ସହ ସମ୍ପର୍କ ବିଗାଡିଲେ…

ନୂଆଦିଲ୍ଲୀ: ‘ଅହଂକାରୀ ଡୋନାଲ୍ଡ ଟ୍ରମ୍ପ...ଭାରତ ସହିତ ସମ୍ପର୍କକୁ ନଷ୍ଟ କରିଛନ୍ତି...ପାକିସ୍ତାନୀ ଟଙ୍କା ଲୋଭରେ ଭାରତର ସହ ସମ୍ପର୍କ ବିଗାଡିଛନ୍ତି ଟ୍ରମ୍ପ...ନୋବେଲ୍ ପାଇଁ ୪୦ ବର୍ଷର କଠିନ ପରିଶ୍ରମକୁ ନଷ୍ଟ କରିଛନ୍ତି’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ…

ଜନ୍ମଦିନରେ ନବୀନ ପଟ୍ଟନାୟକଙ୍କ ପଦଯାତ୍ରା: ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ଆଜି ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ। ସ୍ବର୍ଗତ ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ରାଜ୍ୟ ଇତିହାସର ଏକ ଅନନ୍ୟ ଛବି। ନବୀନଙ୍କ ଜନ୍ମଦିନରେ…

ଏଣିକି ସବୁ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ଲାଗିବ ସିସିଟିଭି କ୍ୟାମେରା

ଭୁବନେଶ୍ୱର: ଏଣିକି ସବୁ ରାଜ୍ୟ ଓ କେନ୍ଦ୍ର ସରକାରୀ କାର୍ଯ୍ୟ‌ାଳୟରେ ଲାଗିବ ସିସିଟିଭି କ୍ୟାମେରା। ଜନସାଧାରଣଙ୍କ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଓଡ଼ିଶା ପୋଲିସ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ସିସି ଟିଭି କ୍ୟାମେରା ସ୍ଥାପନ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପ…

ମହାନଦୀ ଓଭରବ୍ରିଜ୍‌ ଉପରୁ ଖସିପଡ଼ିଲେ ଯୁବକ, ଗୁରୁତର ଅବସ୍ଥାରେ SCB ମେଡିକାଲରେ ଭର୍ତ୍ତି

କଟକ: ମହାନଦୀ ବ୍ରିଜ ଉପରୁ ତଳକୁ ଖସି ପଡ଼ିଲେ ଯୁବକ । ସଡକ ଦୁର୍ଘଟଣାର ଶିକାର ହୋଇ ଖସିପଡ଼ିଥିବ ସନ୍ଦେହ କାରାଯଉଛି। ଯୁବକ ଜଣକ ନାମ ସତିଶ ରାଉତ। ତାଙ୍କ ଘର ଛତିଆ ଅଞ୍ଚଳର ବୋଲି ଜଣାପଡିଛି। ଚାଉଳିଆଗଞ୍ଜର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହ SCB ମେଡିକାଲରେ…

ମାଓ ଯୋଜନାକୁ ପଣ୍ଡ କଲା ପୋଲିସ, ସିଲେରୁ ଜଙ୍ଗଲରୁ ବନ୍ଧୁକ କାରଖାନା ଠାବ

ମାଲକାନଗିରି: ପୋଲିସକୁ ବଡ଼ ସଫଳତା। ଠାବ ହେଲା ଜଙ୍ଗଲରେ ବନ୍ଧୁକ କାରଖାନା। ସର୍ଚ୍ଚ ଅପରେସନ ବେଳେ ଆନ୍ଧ୍ର-ଓଡ଼ିଶା ସୀମା ସିଲେରୁ ଜଙ୍ଗଲରେ ଠାବ କଲେ ସୁରକ୍ଷାକର୍ମୀ। କାଲିମେଳା ଥାନା ଅନ୍ତର୍ଗତ ମଧୁମାଳ ଏବଂ ଚିଲକାଳମାମୁଡ଼ି ରିଜର୍ଭ ଫରେଷ୍ଟ ଅଂଚଳରେ ଡିଭିଏଫ ଯବାନ ସର୍ଚ୍ଚ ଅପେରସନ ବେଳେ ଠାବ…

Naveen Patnaik: ବିପର୍ଯ୍ୟୟରୁ ଜନନାୟକ…୭୯ ବର୍ଷରେ ପାଦ ଥାପିଲେ ନବୀନ

ଭୁବନେଶ୍ବର: ଆଜି ବର୍ତ୍ତମାନର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଛନ୍ତି ନବୀନ । ସ୍ବର୍ଗତ ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ରାଜ୍ୟ ଇତିହାସର ଏକ ଅନନ୍ୟ ଛବି । ୧୯୯୯ ମହାବାତ୍ୟାର…

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ସାର୍ପ ସୁଟରକୁ ଧରିଲା ପୋଲିସ

ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣା । ପୋଲିସ ହାତରେ ସାର୍ପ ସୁଟର ଧରାପଡିଥିବା ସୂଚନା ମିଳୁଛି । ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଛି ବ୍ରହ୍ମପୁର ପୋଲିସ । ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ସାର୍ପ ସୁଟର୍ ଓ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ଜଣାପଡ଼ିଛି।…