Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଟ୍ରମ୍ପଙ୍କ ୧୦ ଦିନିଆ ଯୁଦ୍ଧବିରତି

ୱାଶିଂଟନ: ଇରାନ ସହିତ ଚାଲିଥିବା ଆମେରିକା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଏକ ନୂତନ ଖବର ସାମ୍ନାକୁ ଆସିଛି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ତେହେରାନର ଅନୁରୋଧରେ ଆମେରିକା ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ୧୦ ଦିନ ପାଇଁ ବିରତ କରୁଛି। ଡୋନାଲ୍ଡ ଟ୍ରମ୍ପ ସୋସିଆଲ ପ୍ଲାଟଫର୍ମ…

ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟରେ ଝଡବର୍ଷା: ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଟ୍ରପ୍ ଲାଇନ ପ୍ରଭାବରେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଝଡବର୍ଷା। ଆସନ୍ତା ସପ୍ତାହ ଯାଏ କାଳବୈଶାଖୀ ପ୍ରଭାବ ରହିପାରେ। ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କୁଆପଥର ସହ ବର୍ଷା ଓ ବିଜୁଳି, ଘଡ଼ଘଡ଼ି ଡରାଇବ। ତେବେ ଆଜି ଝଡବର୍ଷା ହେବା ପାଇଁ ୨୧…

Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଇରାନ ୟୁଏଇ ଉପରେ ଅନେକ ଆକ୍ରମଣ କରିଛି। ଗୁରୁବାର ଦିନ ୟୁଏଇରେ ଏକ କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟା କରିବା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। କ୍ଷେପଣାସ୍ତ୍ର ଭଗ୍ନାବଶେଷରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।…

Bus Collides With Truck: ପିକଅପ୍ ସହ ଧକ୍କା ହେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିବା ବସ୍ ;୧୦ ମୃତ,…

ମଧ୍ୟପ୍ରଦେଶ:ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଗୁରୁବାର ସନ୍ଧ୍ୟାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଛିନ୍ଦୱାଡାର ନାଗପୁର ରୋଡର ସିମରିଆ ନିକଟରେ ଏକ ଯାତ୍ରୀବାହୀ ବସ୍ ରସୁଣ ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଛି । ଏଥିରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୧ ରୁ ଅଧିକ ଆହତ ହୋଇଛନ୍ତି ବୋଲି…

West Asia conflict:ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ; ଏହି…

ନୂଆଦିଲ୍ଲୀ:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସେମାନଙ୍କ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଏକ ବୈଠକ କରିବେ। ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Ganja:୪ କୋଟି ମୂଲ୍ୟର ଗଞ୍ଜେଇ ଜବତ;ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ଚାଲିଛି ତଦନ୍ତ

ପାରଳାଖେମୁଣ୍ଡି: ଗୁରୁବାର ଏକ ବଡ଼ ସଫଳତା ହାସଲ କରିଛି ଅଡବା ପୋଲିସ। କେଶରୀଗୁଡ଼ା ଗ୍ରାମାଞ୍ଚଳରୁ ପ୍ରାୟ ୪ ଟନ୍‌ ରୁ ଅଧିକ (୪୦୬୦ କେଜି) ଗଞ୍ଜେଇ ଜବତ କରାଯାଇଛି ।ଆନୁମାନିକ ମୂଲ୍ୟ ୪ କୋଟିରୁ ଉର୍ଦ୍ଧ୍ୱ ହେବ ।ଆର୍‌.ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏବଂ ଅଡବା…

ଓଏଚଆରସିର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି

କଟକ: ପୁଣି ଥରେ ଓଡ଼ିଶା ମାନବାଧିକାର କମିସନ (ଓଏଚଆରସି)ର ଅଧ୍ୟକ୍ଷ ହେଲେ ଜଷ୍ଟିସ ଶତ୍ରୁଘନ ପୂଜାହାରୀ । ଏ ନେଇ ଆଜି ଆଇନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଜଷ୍ଟିସ ପୂଜାହାରୀଙ୍କ କାର୍ଯ୍ୟକାଳ ଗତ ଫେବୃଆରୀ ମାସରେ ଶେଷ ହୋଇଥିଲା । ୧୯୬୦…

କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପଶ୍ଚିମ ଏସିଆରେ ଯୁଦ୍ଧ ପାଇଁ ଦେଶ ତଥା ରାଜ୍ୟରେ ସୃଷ୍ଟି ହୋଇଥିବା ବିଭିନ୍ନ ଦ୍ରବ୍ୟର କୃତ୍ରିମ ଅଭାବଜନିତ ସମସ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା…

Air Pollution: ରାଜ୍ୟର ପ୍ରଦୂଷିତ ସହର ତାଲିକା ପ୍ରକାଶ; ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ

ଅନୁଗୁଳ: ଦିନକୁ ଦିନ ବିଷ ବଳୟ ପାଲଟୁଛି ଓଡିଶାର ଅନୁଗୁଳ ଓ ତାଳଚେର ସହର । ଆଇକ୍ୟୁଏୟାର ପକ୍ଷରୁ ୨୦୨୫ ମସିହା ପାଇଁ ପ୍ରକାଶିତ ପ୍ରଦୂଷିତ ସହର ତାଲିକାରେ ଏହି ଦୁଇ ସହର ଶୀର୍ଷରେ ରହିଛନ୍ତି । ଯାହା ଉଭୟ ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଡିସେମ୍ବର ମାସରେ ଏକ୍ୟୁଆଇ…

ପୋଲିସ ଆଗରେ ଆତ୍ମସମର୍ପଣ କଲେ ୬ ମାଓବାଦୀ

ମାଲକାନଗିରି: ପୋଲିସ ଆଗରେ ଆତ୍ମସମର୍ପଣ କଲେ ମାଲକାନଗିରିଜିଲ୍ଲା ସୀମାନ୍ତ ଛତିଶଗଡ ଜଙ୍ଗଲରେ ରହି ହିଂସା ଘଟାଉଥିବା ରାଜନନ୍ଦଗାଓ ଓ କାଙ୍କେର ଡିଭିଜନ କମିଟିର ୬ଜଣ ନକ୍ସଲ ସଦସ୍ୟ । ଜଙ୍ଗଲରେ ଥିବା ନକ୍ସଲ ନିଜେ ନିଜର ଅସ୍ତ୍ରଶସ୍ତ୍ର ଧରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।…