Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଡ ଦେଉଳର ସୁରକ୍ଷା ପାଇଁ ବଡ ନିଷ୍ପତ୍ତି, ଖୁବଶୀଘ୍ର ହେବ ୱାକିଟକି ବ୍ୟବସ୍ଥା

ପୁରୀ: ବଡ ଦେଉଳ ପାଇଁ ସୁରକ୍ଷା ଚିନ୍ତା । ଅତ୍ୟାଧୁନିକ ସୁରକ୍ଷା ବଳୟରେ ରହିବ ପୁରୀ ଶ୍ରୀମନ୍ଦିର । ପ୍ରଥମ ଥର ପାଇଁ ଗଠିତ ସୁରକ୍ଷା ସବ କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ୪ ଭାଗରେ ସୁରକ୍ଷାକୁ ନେଇ ମାରାଥନ ଆଲୋଚନା । ଖୁବ୍ ଶୀଘ୍ର ସୁରକ୍ଷାକୁ ନେଇ ଆସିବ ଏସଓପି । ଅଧ୍ୟକ୍ଷ…

ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାରର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନରେ ଓଡିଶା

ଭୁବନେଶ୍ଵର: ଜାତୀୟସ୍ତରରେ ବିଶ୍ୱ ହସ୍ପିସ୍ ଏବଂ ପ୍ୟାଲିଏଟିଭ୍ କେୟାର୍ ଦିବସ ୨୦୨୫ ଭୁବନେଶ୍ୱରର ବାଗଚି କରୁଣାଶ୍ରୟ ପ୍ୟାଲିଏଟିଭ୍ କେୟାର୍ ସେଣ୍ଟରରେ ପାଳିତ ହୋଇଛି । ଓଡିଶା ରାଜ୍ୟକୁ ଜାତୀୟ ସ୍ତରରେ ପ୍ୟାଲିଏଟିଭ୍ କେୟାର୍ ର ସର୍ବଶ୍ରେଷ୍ଠ ଅଭ୍ୟାସ ପାଇଁ ପ୍ରଥମ ସ୍ଥାନ ପୁରସ୍କାର…

ଆତ୍ମସମର୍ପଣ କଲେ ୬୦ ମାଓବାଦୀ, ଜଣଙ୍କ ମୁଣ୍ଡରେ ଥିଲା ୧କୋଟିର ପୁରସ୍କାର ରାଶି

ମାଲକାନଗିରି: ମାଟିରେ ମିଶୁଛି ଭାଙ୍ଗୁଛି ମାଓଗଡ । ଆଜି ଆଉ ୬୦ଜଣ ମାଓବାଦୀ ଗଡ଼ଚିରୌଲି ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ୫୦ଟି ଅସ୍ତ୍ରଶସ୍ତ୍ର ସହ ସେମାନେ ଆତ୍ମସମର୍ପଣ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ବେଣୁଗୋପାଳ ଓରଫ ସୋନୁ ଦାଦା ଓରଫ ଭୂପତି ଓରଫ ଅଭୟ ।…

୩ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ସରକାର ତିନି ଜଣ ଆଇଏଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀ କୃଷି ମାର୍କେଟିଂ…

ତତ୍ପରତା ଦେଖାଇଲା ଜେଲ ବିଭାଗ; ସବୁ ଜେଲକୁ ଅଚାନକ ପରିଦର୍ଶନ କରିବେ ଜିଲ୍ଲାପାଳ ଏବଂ ଏସପି

ଭୁବନେଶ୍ବର: ଲଗାତାର ଦୁଇଟି ଜେଲରୁ କଏଦୀ ଫେରାର ହେବା ପରେ ଏବେ ଜେଲ ବିଭାଗର ଚେତା ପଶିଛି । ରାଜ୍ୟରେ ଥିବା ସବୁ ଜେଲକୁ ଅଚାନକ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ଏନେଇ ସମସ୍ତ ଜିଲାପାଳ ଓ ଏସପିଙ୍କୁ ଜେଲ ଡିଜି ସୁଶାନ୍ତ ନାଥ ଚିଠି ଲେଖିଛନ୍ତି । ଏଥିସହ ଜେଲ ପରିଚାଳନାରେ…

Elon Musk’s SpaceX: ମସ୍କଙ୍କ ସ୍ପେସ୍‌ଏକ୍ସକୁ ବଡ଼ ସଫଳତା, ଚନ୍ଦ୍ର ଏବଂ ମଙ୍ଗଳ ପହଞ୍ଚିବା ହେଲା ସହଜ…

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍‌ଏକ୍ସ ଆଉ ଏକ ବଡ଼ ସଫଳତା ହାସଲ କରିଛି । ସୋମବାର, ଏହାର ବିଶାଳ ଷ୍ଟାରସିପ୍ ରକେଟ୍‌ର ୧୧ତମ ପରୀକ୍ଷଣ ଉଡ଼ାଣ ସଫଳ ହୋଇଥିଲା। ପୂର୍ବ ଉନ୍ମୋଚନ ପରି, ଏହା ସଫଳତାର ସହିତ ଅଧା ବିଶ୍ୱ ପରିକ୍ରମା କରିଥିଲା ଷ୍ଟାରସିପର ରକେଟ । ଷ୍ଟାରସିପ୍ ହେଉଛି…

Junior Clerk: କନିଷ୍ଠ କିରାଣୀଙ୍କ କଳା କାରନାମା, ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ ଅଭିଯୋଗ

ଅନୁଗୁଳ: ଜିଲ୍ଲା ମୁଖ୍ୟ ହସ୍ପିଟାଲର କନିଷ୍ଠ କିରାଣି ଚାକିରିରୁ ନିଲମ୍ବିତ। କନିଷ୍ଠ କିରାଣି ସୁବ୍ରତ ବେହେରାଙ୍କୁ ନିଲମ୍ବନ କଲେ ସିଡିଏମ୍‌ଓ। ୨.୩୮ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ନିଲମ୍ବିତ। ନିଜେ ନିଜ ମୂଳ ବେତନ ବଢ଼ାଇ ଉଠାଇ ଚାଲିଥିଲେ ମୋଟା ଅଙ୍କର ଦରମା। ଏଜିଙ୍କ ଅଡିଟ୍‌ରୁ…

Gaza Peace Deal: କିଏ ଜିତିଲା, ଇସ୍ରାଏଲ ନା ହମାସ?

ନୂଆଦିଲ୍ଲୀ: ଦୁଇ ବର୍ଷର ରକ୍ତପାତ ଏବଂ ଧ୍ୱଂସ ପରେ, ଶେଷରେ ଗାଜାରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତାରେ ଗାଜା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ, ହମାସ ୨୦ ଜଣ ବନ୍ଧକଙ୍କୁ ଇସ୍ରାଏଲକୁ ହସ୍ତାନ୍ତର କରିଛି। ପ୍ରତିବଦଳରେ, ଇସ୍ରାଏଲ…

Illegal Cough Syrup: ବଡ଼ ଧରଣର କଫ୍‌ ସିରପ୍‌ ରାକେଟର ପର୍ଦ୍ଦାଫାସ; ୨୦ ଗିରଫ

ସମ୍ବଲପୁର: ବଡ଼ ଧରଣର କଫ୍‌ ସିରପ୍‌ ରାକେଟର ପର୍ଦ୍ଦାଫାସ। ୫ ହଜାର ଶହେ ବୋତଲ କଫ୍‌ ସିରପ ଜବତ କଲା ବରେଇପାଲି ପୋଲିସ। କଟକରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ଚାଲାଣକାରୀ। ଘଟଣାରେ ୨୦ ଅଭିଯୁକ୍ତ ଗିରଫ। ଗୋଟିଏ କାର୍‌ ଓ ପିକଅପ୍‌ ଭ୍ୟାନ୍‌ରେ ଚାଲାଣ ହେଉଥିଲା। ପାର୍ବଣ ଋତୁରେ…