Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

India’s Caribbean Push: ପ୍ରଥମ ଥର ପାଇଁ ଜାମାଇକାରେ ଜୟଶଙ୍କର; ତିନୋଟି କାରିବିଆନ୍ ଦେଶ କରିବେ ଗସ୍ତ,ଫୋକସରେ ଏହି…

ନୂଆଦିଲ୍ଲୀ: କାରିବିଆନ ଦେଶମାନଙ୍କ ସହିତ ଭାରତର ରଣନୈତିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ଜାମାଇକା, ସୁରିନାମ ଏବଂ ତ୍ରିନିଦାଦ ଏବଂ ଟୋବାଗୋକୁ ନଅ ଦିନିଆ ଗସ୍ତରେ ଯାଇଛନ୍ତି । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର…

ଗଣତି ପୂର୍ବରୁ ବଢ଼ିଲା ଉତ୍କଣ୍ଠା: କେଉଁ ଅବିରର ଚାହିଦା ଅଧିକ, ‘ସବୁଜ’ ନା ‘ଗେରୁଆ’?

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଥିବା ହାଇପ୍ରୋଫାଇଲ୍ ଆସନ 'ନନ୍ଦୀଗ୍ରାମ'କୁ ନେଇ ସବୁଠି ଉତ୍କଣ୍ଠା। ଫଳାଫଳ କ'ଣ ହେବ, କିଏ ମାରିବ ବାଜି, ସେନେଇ ସମସ୍ତଙ୍କ ନଜର ଅଟକିଛି। କିନ୍ତୁ ଭୋଟ୍ ବାକ୍ସ ଖୋଲିବା ପୂର୍ବରୁ ନନ୍ଦୀଗ୍ରାମର ସ୍ଥାନୀୟ ବଜାରରେ ଏବେ ଏକ ନିଆରା…

EVM ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ଅଖିଲେଶ: କହିଲେ, ‘ଗଣତନ୍ତ୍ର ଉପରେ ପ୍ରହାର କରୁଛନ୍ତି ସରକାର’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ବର୍ଷିଛନ୍ତି। ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ସମେତ ଇଭିଏମ୍…

ଷ୍ଟ୍ରଙ୍ଗ୍ ରୁମ୍‌ରେ ସିସିଟିଭି ବିଭ୍ରାଟ: ଘଣ୍ଟାଏ ଧରି କାହିଁକି ବନ୍ଦ ରହିଲା କ୍ୟାମେରା ପ୍ରଶ୍ନ କଲା ଟିିଏମସି

ପୂର୍ବ ବର୍ଦ୍ଧମାନ: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ସିସିଟିଭି ବିଭ୍ରାଟ। ଇଭିଏମ୍ ରଖାଯାଇଥିବା ଷ୍ଟ୍ରଙ୍ଗ୍ ରୁମ୍‌ରେ ସିସି କ୍ୟାମେରା ବନ୍ଦ ରହିବା ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ଖେଳିଯାଇଛି। ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏହି…

ମେ’ ଓ ଜୁନ୍ ମାସରେ ଓଡ଼ିଶାକୁ ଡରାଇବ ଗ୍ରୀଷ୍ମ ପ୍ରବାହ: ଆହୁରି ବଢ଼ିବ ତାତି, ଆଇଏମ୍‌ଡିର ନୂଆ ଆଲର୍ଟ ଜାରି

ଭୁବନେଶ୍ୱର: ଏପ୍ରିଲର ଅସମ୍ଭାଳ ତାତି ପରେ ଓଡ଼ିଶାବାସୀଙ୍କୁ ଆଗକୁ ମଧ୍ୟ ନିସ୍ତାର ମିଳିବାର ନାହିଁ। ମେ' ଏବଂ ଜୁନ୍ ମାସ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ ତାଜା ସତର୍କ ସୂଚନା ବା ଆଡଭାଇଜରି ଜାରି କରାଯାଇଛି। ପୂର୍ବାନୁମାନ ଅନୁଯାୟୀ, ଆଗାମୀ ଦୁଇ ମାସ ଓଡ଼ିଶା ସମେତ ପୂର୍ବ ଉପକୂଳର…

ଦାରିଦ୍ର୍ୟକୁ ପଛରେ ପକାଇ ମାଟ୍ରିକ୍‌ରେ ‘A1’ ଗ୍ରେଡ୍ ରଖିଲେ ଦିନ ମଜୁରିଆଙ୍କ ଝିଅ: ଉଚ୍ଚଶିକ୍ଷା ପାଇଁ…

ଗଜପତି: ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଓ ଅନଟନ। ଗଜପତି ଜିଲ୍ଲାର ଜଣେ ଦିନମଜୁରିଆଙ୍କ ଝିଅ ନିଜ କଠିନ ପରିଶ୍ରମ ବଳରେ ସମସ୍ତ ପ୍ରତିବନ୍ଧକକୁ ପାର୍ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବା ମାଟ୍ରିକ୍…

ଏସି ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ; ୯ ମୃତ, ୪ ଗୁରୁତର

ନୂଆଦିଲ୍ଲୀ: ଏସି ବିସ୍ଫୋରଣ ହୋଇ ଚାଲିଗଲା ୯ ଜଣଙ୍କର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀରେ । ବିବେକ ବିହାରର ଏକ ଫ୍ଲାଟର ଦ୍ବିତୀୟ ମହଲାରେ ହଠାତ୍ ଏକ ଏସି ବିସ୍ଫୋରଣ ହୋଇଥିଲା । ଫଳରେ ନିଆଁ ତୃତୀୟ ମହଲାକୁ ବ୍ୟାପି ଯାଇଥିଲା । ଲୋକମାନେ ନିଜକୁ ବଞ୍ଚାଇବାକୁ ଫ୍ଲାଟ ଭିତରୁ ବାହାରି…

ହିଜବୁଲ୍ଲାର ‘ଫାଇବର୍ ଅପ୍ଟିକ୍ ଡ୍ରୋନ୍’, ଜାଣନ୍ତୁ କାହିଁକି ଏହାକୁ ଅଟକାଇ ପାରୁନି ଇସ୍ରାଏଲୀ ସେନା?

ନୂଆଦିଲ୍ଲୀ: ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଲାଗିରହିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ଇସ୍ରାଏଲ୍ ସେନାର ଅତ୍ୟାଧୁନିକ ରାଡାର୍ ଏବଂ ଆଣ୍ଟି-ଡ୍ରୋନ୍ ସିଷ୍ଟମକୁ ଚକ୍‌ମା ଦେବା ପାଇଁ ହିଜବୁଲ୍ଲା ଏବେ ଏକ ନୂଆ ଏବଂ ମାରାତ୍ମକ ଅସ୍ତ୍ରର ପ୍ରୟୋଗ କରୁଛି। ତାହା ହେଉଛି- 'ଫାଇବର୍…

ବଲିଉଡରେ ଏବେ ବି ଲମ୍ବିଛି ଦାଉଦ୍‌ର ଦାଦାଗିରି: ମାୟାନଗରୀ ଓ ଅଣ୍ଡରୱାର୍ଲ୍ଡର ଅନ୍ଧାରୀ ସମ୍ପର୍କର ଗୁମର

ମୁମ୍ବାଇ: ମୁମ୍ବାଇର ମାୟାନଗରୀ ବା ବଲିଉଡ୍। ବାହାରକୁ ଏହା ଯେତିକି ଚକାଚକ୍ ଦିଶେ, ଏହା ଭିତରର କାହାଣୀ ସେତିକି ଅନ୍ଧକାର। ଆଉ ଏହି ଅନ୍ଧାର ସାମ୍ରାଜ୍ୟର ସବୁଠାରୁ ବଡ଼ ନାଁ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍। ଗୋଟିଏ ସମୟ ଥିଲା ଯେତେବେଳେ ବଲିଉଡ୍‌ରେ ଦାଉଦ୍‌ର ନାଁ ଶୁଣିଲେ ବଡ଼…

ବିଦେଶରେ କୋଟିଏର ପ୍ୟାକେଜ୍ ନା ନିଜ ଦେଶରେ ଶାନ୍ତି ?

ନୂଆଦିଲ୍ଲୀ: ନ୍ୟୁୟର୍କ ଅଫର୍: ୨ ଲକ୍ଷ ୩ ହଜାର ଡଲାର, ଯାହାର ମୂଲ୍ୟ ଭାରତରେ ୨ କୋଟି ଟଙ୍କା । ଭାରତରେ ଆୟ: ୬୦ ରୁ ୮୦ ଲକ୍ଷ ଟଙ୍କା । ପ୍ରଥମ ନଜରରେ ୨ କୋଟିର ପ୍ୟାକେଜ୍ ଖୁବ୍ ଆକର୍ଷଣୀୟ ଲାଗୁଛି, କିନ୍ତୁ ଏହାର ଅସଲି ଚେହେରା କିଛି ଅଲଗା । ବିଶେଷଜ୍ଞଙ୍କ ମତରେ, ନ୍ୟୁୟର୍କ ଦୁନିଆର…