Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଚରମ ଅବହେଳା ଅଭିଯୋଗ। ଭୁଲ୍ ଇଞ୍ଜେକ୍‌ସନ ଯୋଗୁଁ ଜଣେ ୧୧ ବର୍ଷ ନାବାଳକର ଜୀବନ ଚାଲିଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ନାବାଳକ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହସ୍ପିଟାଲ ସମ୍ମୁଖରେ…

ବାଲେଶ୍ବରରେ ପୁଣି ଫୁଟିଲା ଗୁଳି, ୨ ଯୁବକ ଗୁରୁତର

ବାଲେଶ୍ବର: ପୁଣି ବାଲେଶ୍ବରରେ ଫୁଟିଲା ଗୁଳି । ବିଳମ୍ବିତ ରାତିରେ ଗୁଳିମାଡ଼ରେ ୨ ଯୁବକ ଗୁରୁତର । ବାଲେଶ୍ବର ଜିଲ୍ଲାର ଅରଡ ବଜାରରେ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମନୋଜ ସାହୁ ଏବଂ କାର୍ତ୍ତିକ ପ୍ରସାଦ। ଜଣକ ବାମ ହାତ ଓ ଆଉ ଜଣକ…

ଖୁବଶୀଘ୍ର ଶେଷ ହେବ ମଧ୍ୟପ୍ରାଚ୍ୟ ଯୁଦ୍ଧ! ଇସଲାମାବାଦରେ ହେବ ବୈଠକ

ୱାଶିଂଟନ: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ପାଇଁ ଏକ କୂଟନୈତିକ ସମାଧାନ ଖୋଜିବା ପାଇଁ ପ୍ରୟାସ ଚାଲିଛି। ଏହି ସମୟରେ, ଏକ ରଏଟର୍ସ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ସପ୍ତାହରେ ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବୈଠକ ହୋଇପାରେ।…

ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆ ଦୁବାଇରେ ଗିରଫ

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ୍ ଡ୍ରଗ୍ସ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ଜାଜ୍ କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଟରପୋଲ୍ ଏହି ପ୍ରମୁଖ ଡ୍ରଗ୍ସ ସିଣ୍ଡିକେଟ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। NCB ପୂର୍ବରୁ…

ଭୁବନେଶ୍ବର ଏୟାରପୋର୍ଟରୁ ୬ କୋଟିରୁ ଅଧିକ ଟଙ୍କାର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ

ଭୁବନେଶ୍ୱର: ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ମଙ୍ଗଳବାର ଦିନ ବ୍ୟାଙ୍କକରୁ ଆସୁଥିବା ଦୁଇଜଣ ଯାତ୍ରୀଙ୍କୁ ଅଟକାଇ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ୬…

ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ

ବେଙ୍ଗାଲୁରୁ: ଆଜି ଦେଶ ଏବଂ ବିଶ୍ୱର ସମସ୍ତ ବୟସର ଲୋକମାନେ ମୋବାଇଲ୍ ଫୋନ୍ ପ୍ରତି ଆକର୍ଷିତ। ଯେକୌଣସି କାର୍ଯ୍ୟ କରୁଥିବା ସମୟରେ ମଧ୍ୟ ହାତରେ ସବୁବେଳେ ମୋବାଇଲ୍ ଫୋନ୍ ରଖିଥାନ୍ତି। ଏହା ଏବେ ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି, ଏବଂ ସେମାନେ ମଧ୍ୟ ମୋବାଇଲ୍ ନିଶାର ଶିକାର ହେଉଛନ୍ତି।…

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଲାଗିଲା ୫ ଦିନିଆ ବ୍ରେକ୍, ୨ ଦେଶରେ ଭିତରେ ଚାଲିଛି ଡିଲ୍

ନୂଆଦିଲ୍ଲୀ: ଆମେରିକା ମାନିଲା କିନ୍ତୁ ଶୁଣୁନି ଇସ୍ରାଏଲ୍। ଗତକାଲି ୫ ଦିନିଆ ଯୁଦ୍ଧ ବିରତି ଘୋଷଣା ପରେ ଟ୍ରମ୍ପଙ୍କ ସହ କଥା ହେଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ସୋସିଆଲ୍ ମିଡିଆରେ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି। ଅନ୍ୟପଟେ ୫ ଦିନ ପାଇଁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ…

ଉପସାଗରୀୟ ଦେଶର ରାଷ୍ଟ୍ରଦୂତଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ଦିନ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ କଥା ହୋଇଛନ୍ତି। ଏହି ସାକ୍ଷାତ ସମୟରେ ସେ ଉପସାଗରୀୟ ଦେଶଗୁଡ଼ିକର ରାଷ୍ଟ୍ରଦୂତଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଜୟଶଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ…

କଟକ ଲିଙ୍କ୍ ରୋଡ୍ LIC ଅଫିସରେ ଅଗ୍ନିକାଣ୍ଡ

ଭୁବନେଶ୍ବର: କଟକ ଲିଙ୍କରୋଡ LIC ଅଫିସରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ନିଆଁ ଏପର୍ଯ୍ୟନ୍ତ ଆୟତ୍ତକୁ ଆସିଲା ନା ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଆସବାବପତ୍ର ସହ କିଛି ଗୁରୁତ୍ୱପୂର୍ଣ୍ଣ…

ଶପଥ ନେଲେ ବିଜେବି ଫ୍ରେଣ୍ଡସ୍’ର ନବନିର୍ବାଚିତ ପଦାଧିକାରୀ

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ସଂଗଠନ 'ବିଜେବି ଫ୍ରେଣ୍ଡସ୍'ର ୨୦୨୬-୨୦୨୮ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହାପରେ ସୋମବାର ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷା ରୀତା ଦାସଙ୍କ ପୌରୋହିତ୍ୟରେ…