Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର । ୬ ଜଣିଆ ଟିମ୍‌ ଚଢ଼ାଉ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ପରେ ଭାଙ୍ଗିଲା ଟ୍ରମ୍ପଙ୍କ ସ୍ବପ୍ନ…

ଓସ୍ଲୋ: ନରୱେର ରାଜଧାନୀ ଓସ୍ଲୋରେ ଶୁକ୍ରବାର ଦିନ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି। ଯାହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ପୁରସ୍କାର ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ମାରିଆ କୋରିନା ମାଚାଡୋ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର…

ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣା; ସିଆଇଏସଏଫ ଯବାନଙ୍କ ସମେତ ୩ ଅଟକ

ବ୍ରହ୍ମପୁର: ବ୍ରହ୍ମପୁରରେ ବରିଷ୍ଠ ଓକିଲ ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲାର ତଦନ୍ତ କରି ପୋଲିସ ଜଣେ ସିଆଇଏସଏଫ ଯବାନଙ୍କ ସମେତ ତିନି ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ପୋଲିସ ସେମାନଙ୍କୁ ପଚରାଉଚରା କରି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରେ ବୋଲି କୁହାଯାଉଛି। ପୂର୍ବରୁ…

J-K: ପାଞ୍ଚ ଦିନ ଧରି ନିଖୋଜ ଥିବା ଯବାନଙ୍କର ମିଳିଲା ମୃତଦେହ, ଏବେ ବି ଜଣେ ନିଖୋଜ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ନିକଟରେ ଦୁଇ ଯବାନ ନିଖୋଜ ହେବା ଘଟାଣାରେ ଏବେ ବି ଚାଲିଛି ସର୍ଚ୍ଚ ଅପରେସନ୍। ମିଳିଥିବା ସୂଚନା ଅନୁଯାୟୀ ଆଜି ଅନନ୍ତନାଗ ଜିଲ୍ଲାର କୋକେରନାଗର ଘନ ଜଙ୍ଗଲରେ ଜଣେ ଯବାନଙ୍କ ମୃତଦେହ ମିଳିଛି। ଅନ୍ୟ ଯବାନଙ୍କର ଏବେ ବି ଖୋଜା ଚାଲିଛି।…

UK India Defence Deal: ବ୍ରିଟେନ ସହିତ ୪ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି, ଭାରତକୁ ମିଳିବ LMM…

ନୂଆଦିଲ୍ଲୀ: ଭାରତ ଏବଂ ୟୁକେ ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ହୋଇଛି। ଭାରତୀୟ ସେନାକୁ ୟୁକେ ନିର୍ମିତ ହାଲୁକା ମଲ୍ଟିରୋଲ୍ ମିସାଇଲ୍ (LMMs) ଯୋଗାଇବା ପାଇଁ ବ୍ରିଟେନ୍ ୪୬୮ ନିୟୁତ ଆମେରିକୀୟ ଡଲାର (₹୪୧୫୫ କୋଟି) ମୂଲ୍ୟର ଏକ ଚୁକ୍ତି ସ୍ୱାକ୍ଷର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ: ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ, ଅଣାୟତ୍ତ ସ୍ଥିତି

ନୂଆଦିଲ୍ଲୀ: ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ବନ୍ଦ। ଇସ୍‌ଲାମାବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ୍ ବନ୍ଦ। ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି। ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିକ୍ଷୋଭ ନେଇ ବନ୍ଦ। ରାଜଧାନୀ ଇସ୍‌ଲାମାବାଦକୁ ସଂଯୋଗ କରୁଥିବା…

Pakistan attack Afghan: ଆତଙ୍କିତ ପାକିସ୍ତାନ?, ତାଲିବାନ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ ଭିତରେ ଆଫଗାନିସ୍ତାନ…

ନୂଆଦିଲ୍ଲୀ: ଗୁରୁବାର ରାତିରେ ଆଫଗାନିସ୍ତାନ ବିସ୍ଫୋରଣରେ ଥରି ଉଠିଥିଲା, ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ଜେଟ୍ କାବୁଲରେ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ଶିବିରଗୁଡ଼ିକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଥିଲା । ​​କାରଣ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଏହି…

Fake Police: ତଦନ୍ତ ପାଇଁ ନକଲି ପୋଲିସ ପଠାଇବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ତଦାନ୍ତକାରୀ ଅଧିକାରୀ

ଭଦ୍ରକ: ତଦନ୍ତ ପାଇଁ ମଧ୍ୟସ୍ଥି ପଠାଇବା ପଡିଲା ମହଙ୍ଗା ନିଲମ୍ବିତ ହେଲେ ତଦାନ୍ତକାରି ଅଧିକାରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଏସଆଇ କାର୍ତ୍ତିକ ଜେନା ନିଲମ୍ବିତଙ୍କୁ ନିଳମ୍ବିତ କଲେ ଭଦ୍ରକ ଏସପି ମନୋଜ୍ ରାଉତ। ଏକ ଘରୋଇ ମାମଲା ଥାନାରେ ରୁଜୁ ହେବା ପରେ ତଦନ୍ତ କରିବାକୁ ଯାଇଥାନ୍ତେ…

Earthquake: ୭.୬ ତୀବ୍ରତାର ଭୂମିକମ୍ପରେ ଦୋହଲିଲା ଫିଲିପାଇନ୍ସ, ଭୟଙ୍କର ଭିଡିଓ ଛାତି ଥରାଇ ଦେବ, ସୁନାମୀ ଆଲର୍ଟ…

ନୂଆଦିଲ୍ଲୀ: ପୁଣି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆଉ ଏକ ଦେଶ । ଶୁକ୍ରବାର ସକାଳେ ଦକ୍ଷିଣ ଫିଲିପାଇନ୍ସରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଛି। ହୋନୋଲୁଲୁର ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର କହିଛି ଯେ ଭୟଙ୍କର ତରଙ୍ଗ ଭୂକମ୍ପ କେନ୍ଦ୍ରଠାରୁ ୩୦୦ କିଲୋମିଟର ବ୍ୟାସାର୍ଦ୍ଧ…

ମଉଳିଲା ପାକିସ୍ତାନ ଆଶା, AMRAAM କ୍ଷେପଣାସ୍ତ୍ର ବିତରଣ ରିପୋର୍ଟକୁ ଖାରଜ କଲେ ଆମେରିକା 

ନୂଆଦିଲ୍ଲୀ: ପାକିସ୍ତାନକୁ ଯୁକ୍ତରାଷ୍ଟ୍ର AIM-120 AMRAAM କ୍ଷେପଣାସ୍ତ୍ର ଦେବ ରିପୋର୍କୁ ଖାରଜ କଲା ଆମେରିକା। ଭାରତ ସହିତ ଜାରି ଶୁଳ୍କ ଉତ୍ତେଜନା ମଧ୍ୟରେ, ଚର୍ଚ୍ଚା ହେଉଥିଲା କି ଯେ ଆମେରିକା ପାକିସ୍ତାନକୁ AIM-120 ଆଡଭାନ୍ସଡ୍ ମଧ୍ୟମ-ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ (AMRAAM)…