Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଳିକେଶଙ୍କୁ ନେଇ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର; ସେ ୟୁଥ୍ ଲିଡର, ନବୀନଙ୍କ…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ଦିନ ବିଜେଡିର ଭବିଷ୍ୟତ ନେତୃତ୍ୱ ତଥା ତାଙ୍କର ପୂର୍ବ ମନ୍ତବ୍ୟକୁ ନେଇ ନିଜର ମତ ସ୍ପଷ୍ଟ କରିଛନ୍ତି। ସେ ଦୃଢ଼ ଭାବରେ କହିଛନ୍ତି ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଦଳର ଅପ୍ରତିଦ୍ୱନ୍ଦ୍ୱୀ ଏବଂ ସର୍ବୋଚ୍ଚ ନେତା, ଏବଂ ଜନସାଧାରଣଙ୍କ…

Odisha Vigilance: ୨ ଲକ୍ଷ ୬୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସସିବି ଡାକ୍ତର

ଭୁବନେଶ୍ୱର: କୁହାଯାଏ ଡାକ୍ତର ହେଉଛନ୍ତି ଦ୍ବିତୀୟ ଭଗବାନ । ସେମାନେ ସେବା ମନଭାବ ରଖି ଏହି ପେଶାକୁ ଆଶିଥାନ୍ତି । ହେଲେ ବର୍ତ୍ତମାନ ଏହା କେବଳ ଲୋକକଥାରେ ହିଁ ସୀମିତ ରହିଯିବା ପରି ଲାଗୁଛି । ଆଜି ଜଣେ ଡାକ୍ତରଙ୍କ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ…

Blackbuck Deer Counting: ଆରମ୍ଭ ହେଲା ବିରଳ କୃଷ୍ଣସାର ମୃଗ ଗଣନା, ୨୮ ଟିମ୍ ନିୟୋଜିତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ଖଣ୍ଡ ଅଧୀନରେ ଥିବା ଆସିକା ବନାଞ୍ଚଳର ଜଗତି ପିଢ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ଆରମ୍ଭ ହୋଇଛି ବିରଳ କୃଷ୍ଣସାର ମୃଗ ଗଣନା । କୃଷ୍ଣସାର ମୃଗ ଗଣନା ପାଇଁ ୨୮ ଦଳ ଗଠନ କରାଯାଇଛି । ଏଥିରେ ସାମିଲ ହୋଇଛନ୍ତି ଟ୍ରେନର, ବ୍ରହ୍ମପୁର ଏସିଏଫ, ଆସ୍କା…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ୩ ଦିନ ପାଇଁ ଶିମିଳିପାଳ ବନ୍ଦ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଫେବୃଆରୀ ୪ ତାରିଖରୁ ତିନି ଦିନ ପାଇଁ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଲାଗୁ ହୋଇଥିବା କଟକଣାର ଅଂଶ ସ୍ୱରୂପ ଶିମିଳିପାଳ କ୍ଷେତ୍ର…

ସ୍ୱାମୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସ ମହିଳା କମାଣ୍ଡୋଙ୍କ ମୃତ୍ୟୁ, ୩ ବର୍ଷ ପୂର୍ବେ କରିଥିଲେ ପ୍ରମେ ବିବାହ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ ସ୍ପେଶାଲ ସେଲରେ ନିୟୋଜିତ ମହିଳା କମାଣ୍ଡୋ କାଜଲ (୨୭)ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ଏବଂ ତଦନ୍ତ ଜାରି ରହିଛି । ୫ ଦିନ…

Bomb Threats: ଦିଲ୍ଲୀର ୪ଟି ସ୍କୁଲ ଓ ପଞ୍ଜାବ-ହରିୟାଣାର ସଚିବାଳୟକୁ ମିଳିଲା ମୋବା ଧମକ

ନୂଆଦିଲ୍ଲୀ: ପୁଣି ଦେଶର ରାଜଧାନୀ ସ୍ଥିତ ଘରୋଇ ସ୍କୁଲକୁ ମିଳିଛି ମୋବା ଧମକ । ଚାରୋଟି ଘରୋଇ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ପ୍ରଥମେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର ଲୋରେଟୋ କନଭେଣ୍ଟ ସ୍କୁଲକୁ ସକାଳ ପ୍ରାୟ ୮ ଟା ୨୨ ମିନିଟରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ଏହା ପରେ ସିଆର୍…

Iran Rresponds Trump Threat: ଟ୍ରମ୍ପଙ୍କ ଧମକର ଇରାନର ଜବାବ: ‘ପରମାଣୁ ଚୁକ୍ତି ପାଇଁ ପ୍ରସ୍ତୁତ, କିନ୍ତୁ…

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି । ସମୁଦ୍ରରେ ଇରାନକୁ ଘେରି ରହିବା ପରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନକୁ ପରମାଣୁ ଚୁକ୍ତି ପାଇଁ ଆଲୋଚନା ଟେବୁଲକୁ ଆସିବାକୁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଧମକ ଦେଇଛନ୍ତି ଯେ ଯଦି ଇରାନ ପରମାଣୁ ଚୁକ୍ତି…

ଲଭ୍ ଇନସ୍ୟୁରାନ୍ସ କ’ଣ? ଏହି ପଲିସି କରି ମାଲାମାଲ୍ ହେଲେ ମହିଳା

ନୂଆଦିଲ୍ଲୀ: ଚୀନର ଏକ ଅନନ୍ୟ ବୀମା ହଠାତ୍ ଭାଇରାଲ ହୋଇଛି। ବୁ ନାମକ ଜଣେ ମହିଳା ତାଙ୍କ ମୂଳ ନିବେଶର ପ୍ରାୟ ୫୦ ଗୁଣ ପାଇଛନ୍ତି। ସେ ୨୦୧୬ରେ ମାତ୍ର ୧୯୯ ୟୁଆନ ଦେଇ ଲଭ୍ ଇନସ୍ୟୁରାନ୍ସ ନାମକ ଏକ ପଲିସି କିଣିଥିଲେ। ପ୍ରାୟ ଏକ ଦଶନ୍ଧି ପରେ, ସେହି ପଲିସି ୧୦,୦୦୦ ୟୁଆନର ଆର୍ଥିକ ଲାଭରେ ପରିଣତ…

କେଉଁ କାରରେ ସବୁଠାରୁ ଅଧିକ ସୁନା ବ୍ୟବହାର ହୁଏ? ନାଁ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଏବେ ସୁନାର ମୂଲ୍ୟ ଆକାଶଛୁଆଁ। ଯେତେବେଳେ ଆମେ ସୁନା ବିଷୟରେ ଚିନ୍ତା କରୁ, ଆମେ ପ୍ରାୟତଃ ଗହଣା, ମୁଦ୍ରା କିମ୍ବା ସଂରକ୍ଷିତ ଧନ ବିଷୟରେ ଚିନ୍ତା କରୁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ରାସ୍ତାରେ ଚାଲୁଥିବା କାରଗୁଡ଼ିକରେ ମଧ୍ୟ ସୁନା ବ୍ୟବହାର ହୁଏ। କିଛି କାର କେବଳ…

ଢାକା-କରାଚି ବିମାନ ସେବା ଭାରତ ପାଇଁ କାହିଁକି ବିପଦ?

ନୂଆଦିଲ୍ଲୀ: ଢାକାରୁ କରାଚି, ଏହି ରୁଟରେ ଆଜିଠାରୁ (ଜାନୁଆରୀ ୨୯) ସିଧା ଉଡ଼ାଣ ଆରମ୍ଭ ହୋଇଛି। ବିମାନ ବାଂଲାଦେଶ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନ ପ୍ରତି ସପ୍ତାହରେ ଦୁଇଥର, ବୁଧବାର ଓ ଶନିବାର ଏହି ରୁଟରେ ଉଡ଼ିବ। ପ୍ରାୟ ୧୪ ବର୍ଷ ପରେ ଏହି ସିଧା ସଂଯୋଗ ପୁନଃ ଚାଲୁ ହୋଇଛି। ୨୦୧୨…