Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Weather Update: ବଙ୍ଗୋପସାଗରରେ ଗଭୀର ଅବପାତ: ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ। ଉତ୍ତର ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏହା ପ୍ରଭାବରେ ପ୍ରବଳ ବର୍ଷା ହେବ। ପୁରୀ ଠାରୁ ୩ ଶହ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଅବପାତ। ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷୀଣ ପୂର୍ବରେ…

ଆଜି ପବିତ୍ର ବିଜୟା ଦଶମୀ: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ; ଜଳିବ ରାବଣର କୁଶପୁତ୍ତଳିକା

ପୁରୀ: ଆଜି ରାଜ୍ୟରେ ପବିତ୍ର ବିଜୟା ଦଶମୀ ଅବସରରେ ଦଶହରା ‌ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଦଶହରାକୁ ନେଇ ଗାଁରୁ ସହର, ମଣ୍ଡପରୁ ପୀଠ ସବୁଠି ଉତ୍ସବ ମୁଖର । ସ୍ବତନ୍ତ୍ର ରୀତିନୀତି ଚଣ୍ଡିପାଠ ସହିତ ଜଗଜ୍ଜନନୀ ମାଆ ଦୂର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି…

ଏକ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ୍‌; ୫ ଗିରଫ

ଅନୁଗୁଳ: ସାଇବର ଠକେଇର ପର୍ଦ୍ଦାଫାସ୍‌ । ଅନୁଗୁଳ ପୋଲିସ ଏକ ବଡ଼ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ବିଜନେସ ଏବଂ ପ୍ରଫିଟ୍‌ ସେଭିଂରେ ଟଙ୍କା ଲଗାଇବାରେ ପ୍ରଲୋଭିତ କରି ଚୂନ ଲଗାଉଥିଲେ ଏହି ଠକ। ଅଭିଯୋଗ ଅନୁସାରେ ଅନୁଗୁଳରୁ ଜଣେ ବ୍ୟବସାୟୀଙ୍କ ଠାରୁ ୫୨ ଲକ୍ଷ…

ଘୋଷଣା ହେଲା ଓଡ଼ିଶା ରଣଜୀ ଟିମ୍‌; ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର:  ଓଡିଶା ରଣଜୀ ଦଳ ହେଲା ଘୋଷଣା । ୨୦୨୫-୨୬ ରଣଜୀ  ସିଜିନର ପ୍ରଥମ ୩ ମ୍ୟାଚ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କଲା ଓଡିଶା କ୍ରିକେଟ ସଂଘ । ଶୁଭ୍ରାଂଶୁ ସେନାପତି ଦଳର ଅଧିନାୟକ ଚୟନ ହୋଇଛନ୍ତି। ଘୋଷଣା ହୋଇଥିବା ଟିମ୍‌ରେ ରହିଛନ୍ତି ଶୁଭ୍ରାଂଶୁ ସେନାପତି (ଅଧିନାୟକ), ସ୍ବସ୍ତିକ…

NCCକୁ ମିଳିଲା ନୂଆ ନେତୃତ୍ୱ.. ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ ହେଲେ ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ବୀରେନ୍ଦ୍ର ବତ୍ସ ନ୍ୟାସନାଲ୍ କ୍ୟାଡେଟ୍ କୋର୍ପ୍ସ (National Cadet Corps-NCC)ର ନୂତନ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସାମରିକ ସେବା ସମୟରେ ସେ ଆତଙ୍କବାଦ ଏବଂ ଉଗ୍ରବାଦ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

ସ୍ବାମୀଙ୍କୁ ନିଃସର୍ତ୍ତ ମୁକ୍ତି ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନମ ୱାଙ୍ଗଚୁକଙ୍କ ପତ୍ନୀ

ଲଦାଖ: ଲଦାଖର ପରିବେଶ କର୍ମୀ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ଗିରଫଦାରି ପରେ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ସ୍ୱାମୀଙ୍କ ନିଃସର୍ତ୍ତ ମୁକ୍ତି ଦାବି କରିଛନ୍ତି। ଗୀତାଞ୍ଜଳି ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆଗାମୀ ଦୁଇ ସପ୍ତାହ ପାଇଁ ବିଜୟଙ୍କ ସମସ୍ତ ରାଲି ବନ୍ଦ

ଚେନ୍ନାଇ: ଆଗାମୀ ଦୁଇ ସପ୍ତାହ ପାଇଁ ବିଜୟଙ୍କ ସମସ୍ତ ରାଲିଗୁଡ଼ିକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିବା ନେଇ ବୁଧବାର ଦିନ ଟିଭିକେ ଘୋଷଣା କରିଛି। ଗତ ସେପ୍ଟେମ୍ବର ୨୭ରେ କରୁରରେ ଟିଭିକେ ମୁଖ୍ୟ ବିଜୟଙ୍କ ନେତୃତ୍ୱରେ ହୋଇଥିବା ଏକ ରାଲିରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା…

ଡିସେମ୍ବର ୫-୬ରେ ଭାରତ ଗସ୍ତରେ ଆସିବେ ପୁଟିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ଡିସେମ୍ବର ୫-୬ରେ ଭାରତ ଗସ୍ତରେ ଆସିବେ ବୋଲି ରିପୋର୍ଟରୁ ଜଣାପଡିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବା ସହ ଦୁଇ ନେତାଙ୍କ ମଧ୍ୟରେ ଏହି ଶିଖର ବୈଠକ ହେବା ନେଇ ଆଲୋଚନା ଚାଲିଛି। ଜାତୀୟ ସୁରକ୍ଷା…

ଅକ୍ଟୋବର ୩ରେ ଗୋପାଳପୁର ଓ ପାରାଦୀପ ଦେଇ ଗତି କରିବ ଗଭୀର ଅବପାତ 

ଭୁବନେଶ୍ବର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଆଡୁ ଏକ ଲଘୁଚାପ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଡିପ୍ରେସନରେ ପରିଣତ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ସନ୍ଧ୍ୟାରେ ସୂଚନା ଦେଇଛି। ଏହା ଦିନ ୧୧.୩୦ସମୟରେ ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ରୁ ପ୍ରାୟ ୪୦୦ କିଲୋମିଟର…

ଓଡ଼ିଶାରେ ଖୋଲିବ ୬ଟି କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ…