Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Bomb Threat: ବିମାନବନ୍ଦର ଏବଂ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ମେଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ନିରନ୍ତର ବୋମା ଧମକ ପଠାଯାଉଛି। ଏହି ଧାରା ଥମିବାର ନାଁ ଧରୁ ନାହିଁ । ରବିବାର ଦିନ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI ବିମାନବନ୍ଦର) ସମେତ ଅନେକ ସ୍କୁଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବୋମା ଧମକ ମିଳିଥିଲା। ଏହି ସ୍ଥାନଗୁଡ଼ିକରେ…

ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦ ସାହୁ ପରିବାର; ଦେଲେ ପ୍ରତିଶ୍ରୁତି…

ଭୁବନେଶ୍ବର: ପିତାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଲେ ଦୃଷ୍ଟିହୀନ ଶିକ୍ଷକ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଜଣେ ଦୃଷ୍ଟିହୀନ ଶିକ୍ଷକ ମହେଶ ପଣ୍ଡା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ରେ ୩୦୦ ତମ ସ୍ଥାନ ହାସଲ କରିଛନ୍ତି। ତେବେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ସେ କୋରେଇ ବ୍ଲକର ବଡ଼ ବିରୁହାନ ଗାଁର ବାସିନ୍ଦା ଥିବା ନେଇ ଜଣାପଡ଼ିଛି। ତେବେ ସେ…

Nuapada Bypoll: ଏହି ଦିନ ହେବ ନୂଆପଡ଼ା ଉପନିର୍ବାଚନ…

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଆସନ ରହିଛି । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ…

ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବଦଳିକୁ ନେଇ ଗଣଶିକ୍ଷା ବିଭାଗର ବଡ ନିଷ୍ପତ୍ତି…

ଭୁବନେଶ୍ୱର: ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ପରେ ଏବେ ଶିକ୍ଷା ବିଭାଗରେ ଥିବା ଅଧିକାରୀ ଓ କର୍ମଚାରୀ ପାଳି । ଆଗକୁ ଆଉ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ ଶିକ୍ଷା ବିଭାଗରେ ଥିବା ଅଧିକାରୀମାନେ । ୩ ବର୍ଷରୁ ଅଧିକ ଦିନ ଧରି ଗାଦି ମାଡ଼ି ବସିଥିବା ସମସ୍ତ ଅଧିକାରୀଙ୍କୁ…

ଘରେ ପଶି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ସୁବର୍ଣ୍ଣପୁର: ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟ କୁମାର ମହାନନ୍ଦଙ୍କୁ ସରକାରୀ ବାସଭବନରେ ପଶି ୬ରୁ ୮ଜଣ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଗୁରୁତର ଆହତ ଚିନ୍ମୟ ମହାନନ୍ଦ ଉଲୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଖବରମୁତାବକ,…

ଅଜଣା ଗାଡି ଧକ୍କାରେ ସବ୍‌ ଇନ୍ସପେକ୍ଟରଙ୍କ ମୃତ୍ୟୁ

ଯାଜପୁର: ଦୁର୍ଘଟଣାରେ ଚାଲିଗଲା ସବ୍‌ ଇନ୍ସପେକ୍ଟରଙ୍କ ଜୀବନ । ମୃତକ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନାର ସବ୍ ଇନ୍ସପେକ୍ଟର ବବୃବାହନ ନାୟକ ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କୁଆଖିଆ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ୍‌ କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ…

Zehri Clashes: ଜେହରି ଅଞ୍ଚଳ ହରାଇଲା ପାକିସ୍ତାନ, ମୁନିର ସେନାଙ୍କୁ ମାଟିରେ ମିଶାଇଲା BLA, ୧୫ ସୈନିକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ବଲୁଚିସ୍ତାନରେ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀ ବଲୁଚିସ୍ତାନ ଲିବରେସନ ଆର୍ମି (BLA) ୧୫ ଜଣ ପାକିସ୍ତାନ ସେନା ସୈନିକଙ୍କ ହତ୍ୟା ପାଇଁ ଦାୟୀ ବୋଲି ଦାବି କରିଛି। ଶନିବାର BLA ଦ୍ୱାରା ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି ଯେ ଖୁଜଦାର ଜିଲ୍ଲାର ଜେହରି ଅଞ୍ଚଳରେ ଏକ ସଂଘର୍ଷରେ BLA…

ଚାଉଳ ଗୋଦାମରୁ ୨୦ ଲକ୍ଷ ଟଙ୍କାର ବାଣ ଜବତ

ଖଲ୍ଲିକୋଟ: ଶନିବାର ଠାରୁ ବେଆଇନ ବାଣ ଜବତ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଚାଲିଛି ରେଡ୍‌ । ଏହି ଅବସରରେ ଛତ୍ରପୁର ଏନଏସି ଅନ୍ତର୍ଗତ ପାର୍କସାହିରେ ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି । ଜବତ ବାଣର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ହବ ବୋଲି ପୋଲିସ ପକ୍ଷରୁ…

Bihar Assembly Elections: ବିହାର ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରଚାର କମିଟି, ତାଲିକାରେ ରହିଛନ୍ତି ଏହି…

ପାଟନା: ଭାରତୀୟ ଜନତା ପାର୍ଟି (ବିଜେପି) ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏହାର ନିର୍ବାଚନ ପ୍ରଚାର କମିଟି ଘୋଷଣା କରିଛି। ଆଗାମୀ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ବିହାର ବିଜେପି ଏହାର ନିର୍ବାଚନ ପ୍ରଚାର କମିଟିରେ ମୋଟ ୪୫ ଜଣ ସଦସ୍ୟଙ୍କୁ ସାମିଲ କରିଛି। ଏହି କମିଟିରେ ଅଭିଜ୍ଞ…