Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏସିଆର ସବୁଠୁ ଧନୀ ମୁକେଶ ଅମ୍ବାନୀ

ମୁମ୍ବାଇ: ଆର୍ଥିକ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଭାରତ ପୁଣିଥରେ ନିଜର ଶକ୍ତି ପ୍ରଦର୍ଶନ କରିଛି । 'ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ୨୦୨୬' ଅନୁଯାୟୀ, ଭାରତ ବିଶ୍ୱରେ ତୃତୀୟ ସ୍ଥାନ ବଜାୟ ରଖିଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI…

ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ଚଢାଉ

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଡେରାବିଶ ଛତାଛକ ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଚଢାଉ…

Could Iran War End?: ୧୨ ତାରିଖରେ ଶେଷ ହୋଇଯିବ ମଧ୍ୟପ୍ରାଚ୍ୟ ଯୁଦ୍ଧ?

ନୂଆଦିଲ୍ଲୀ: କ'ଣ ମଧ୍ୟପ୍ରାଚ୍ୟରେ ଫେରିବ ଶାନ୍ତି? ବନ୍ଦ୍ ହେବ ଇରାନ-ଇସ୍ରାଏଲ-ଆମେରିକା ସଂଘର୍ଷ? ସପ୍ତାହେ ଧରି ଚାଲିଛି ଯୁଦ୍ଧ। ଜଳୁଛି ମଧ୍ୟପ୍ରାଚ୍ୟ। ଇରାନ-ଇସ୍ରାଏଲ-ଆମେରିକା ମଧ୍ୟରେ ଥମୁନି ସଂଘର୍ଷ। ହେଲେ ଏବେ ଯୁଦ୍ଧ ବନ୍ଦ୍ ନେଇ ସାମ୍ନାକୁ ଆସିଲା ତାରିଖ! କ'ଣ ସତରେ ଯୁଦ୍ଧରେ…

LPG C Hike: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ରୋଷେଇ ଘର ଉପରେ ମହଙ୍ଗା ମାଡ଼, ୬୦ ଟଙ୍କା ବଢିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ମୁଦ୍ରାସ୍ଫୀତି ଝଟକା। ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୬୦ ଟଙ୍କା ବୃଦ୍ଧି ପାଇଛି, ଯେତେବେଳେ କି ବାଣିଜ୍ୟିକ ସିଲିଣ୍ଡର ୧୧୫ ଟଙ୍କା ମହଙ୍ଗା ହୋଇଛି। ଆଜିଠାରୁ ନୂତନ ଦର ଲାଗୁ କରାଯାଇଛି। ସେଗୁଡ଼ିକୁ IOC (ଇଣ୍ଡିଆନ ଅଏଲ୍) ୱେବସାଇଟରେ ମଧ୍ୟ…

Supreme Court On Odisha Govt: ଓଡିଶା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ, ‘ଅଳସୁଆ, ବିଳମ୍ବୀ…

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ସରକାରଙ୍କ ଆଚରଣ ଅତ୍ୟନ୍ତ ଅଳସୁଆମୀ। ସ୍ୱତନ୍ତ୍ର ଲିଭ୍ ପିଟିସନ୍ (SLP) ଦାଖଲ କରିବାରେ ଚାରି ମାସ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ରାଜ୍ୟର ମନୋଭାବକୁ "ଅତ୍ୟନ୍ତ…

News Channels TRP Halt: ଯୁଦ୍ଧ ପାଇଁ TRP ବନ୍ଦ୍, ୪ ସପ୍ତାହ ପାଇଁ ନ୍ୟୁଜ ଚ୍ୟାନେଲଙ୍କୁ ମିଳିବନି ଟିଆରପି…

ନୂଆଦିଲ୍ଲୀ: ନ୍ୟୁଜ୍ ଚ୍ୟାନେଲଙ୍କୁ ମିଳିବନି ଟେଲିଭିଜନ ରେଟିଂ ପଏଣ୍ଟ। ଇରାନ ଯୁଦ୍ଧ ମଧ୍ୟରେ କେନ୍ଦ୍ର ସରକାର ନ୍ୟୁଜ୍ ଚ୍ୟାନେଲଗୁଡ଼ିକର TRP ରେଟିଂ ସ୍ଥଗିତ ରଖିଛନ୍ତି। ତେବେ ଆମେରିକା-ଇସ୍ରାଏଲ-ଇରାନ ସଂଘର୍ଷରେ ଗଣମାଧ୍ୟମର ଆଚରଣକୁ ନେଇ ଚିନ୍ତିତ ହୋଇ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ…

Fresh Infiltration Threat: ଆତଙ୍କବାଦୀ କରିପାରନ୍ତି ଅନୁପ୍ରବେଶ, ନୂତନ ଲଞ୍ଚିଂ ପ୍ୟାଡ୍ ହେଲା ସକ୍ରିୟ ; ସତର୍କ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଅନୁପ୍ରବେଶର ଆଶଙ୍କାକୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରର ସୁରକ୍ଷା ଏଜେନ୍ସିମାନେ ଏକ ହାଇ ଆଲର୍ଟ ଜାରି କରିଛନ୍ତି। ସୂଚନାନୁସାରେ, ସାମ୍ବା, ଜମ୍ମୁ, ରାଜୌରୀ ଏବଂ କୁପୱାରା ସେକ୍ଟର ସମ୍ମୁଖରେ ଆନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ଲାଇନ୍ରର ଅନ୍ୟପଟେ ସାତୋଟି…

Fake Reports on Iran War: ସ୍ଥଗିତ ରହିବ ୪ ସପ୍ତାହ ପାଇଁ ନ୍ୟୁଜ୍ ଚ୍ୟାନେଲର TRP ରିପୋର୍ଟ; ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଭୟଭୀତ ସହ କଳ୍ପନାଜଳ୍ପନା ରିପୋର୍ଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ତୁରନ୍ତ ପ୍ରଭାବ ସହିତ ଚାରି ସପ୍ତାହ ପର୍ଯ୍ୟନ୍ତ ନ୍ୟୁଜ୍ ଟିଭି ଚ୍ୟାନେଲଗୁଡ଼ିକର…

ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ,ଅନ୍ୟଜଣେ ଗୁରୁତର ଆହତ

କଳାହାଣ୍ଡି:ହାଇଦ୍ରାବାଦ ସହରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ଶ୍ରମିକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡହଗାଁ ପଞ୍ଚାୟତ ସର୍ଗିଗୁଡା ଡଙ୍ଗରୀପଡାର ଜଗମୋହନ ମାଝୀଙ୍କ ପୁଅ…

ଏଣିକି ଏହି ରାଜ୍ୟରେ ୧୬ ବର୍ଷରୁ କମ୍‌ ବୟସର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ

ବେଙ୍ଗାଲୁରୁ: ସୋସିଆଲ ମିଡିଆ ବ୍ୟବହାରକୁ ନେଇ ବଡ଼ ପଦକ୍ଷପ ନେଇଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟରେ ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ କରାଗଲା । ଏନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଦେଶ​‌ରେ ପ୍ରଥମ ରାଜ୍ୟ ଭାବରେ କର୍ଣ୍ଣାଟକ ସରକାର…