Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଚୀନର ନୂଆ ‘ଚକ୍ରବ୍ୟୁହ’

ନୂଆଦିଲ୍ଲୀ: ନିଜର ତୈଳ ଯୋଗାଣ ଏବଂ ବ୍ୟାପାର ପାଇଁ ଚୀନ୍ ବର୍ତ୍ତମାନ ‘ମଲାକା ପ୍ରଣାଳୀ’ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କିନ୍ତୁ ଚୀନକୁ ଡର ଯେ, ଯୁଦ୍ଧ ସ୍ଥିତିରେ ଭାରତ ଏହି ରାସ୍ତାକୁ ସହଜରେ ବନ୍ଦ କରିଦେଇପାରେ । ଏହି ‘ମଲାକା ଦ୍ୱନ୍ଦ୍ୱ’ରୁ ବଞ୍ଚିବା ପାଇଁ ଚୀନ୍ ଏବେ ଥାଇଲ୍ୟାଣ୍ଡର…

TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ;କ’ଣ କହିଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ:ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (TMC)କୁ ଲାଗିଛି ଝଟକା । ପଶ୍ଚିମବଙ୍ଗରେ ଭୋଟ ଗଣତି ପର୍ଯ୍ୟବେକ୍ଷକ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ରାୟରୁ ଟିଏମସିକୁ ବଡ଼ ଝଟକା ଲାଗିଛି।ସୁପ୍ରିମକୋର୍ଟରେ ତୃଣମୂଳ କଂଗ୍ରେସର ଆବେଦନର ଶୁଣାଣି ହୋଇଥିଲା।ପର୍ଯ୍ୟବେକ୍ଷକଙ୍କ ସମ୍ପର୍କରେ…

ମଣିପୁରରେ ୨୩ଟି ବଙ୍କର ନଷ୍ଟ ସହ ୧୮ଟି ଆଇଇଡି ଜବତ କଲେ ସୁରକ୍ଷା ବାହିନୀ

ଇମ୍ଫାଲ୍: ମଣିପୁରରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସୁରକ୍ଷା ବାହିନୀ ଉଖରୁଲ ଜିଲ୍ଲାରେ ୨୩ଟି ଅବୈଧ ବଙ୍କରକୁ ନଷ୍ଟ କରି ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ତେଙ୍ଗନୌପାଲ ଜିଲ୍ଲାରୁ ୧୮ଟି ଆଇଇଡି ମଧ୍ୟ ଜବତ କରିଛନ୍ତି । ପୋଲିସ ଶନିବାର ଜାରି ଏକ…

Citizens Get Alert: ହଠାତ୍ ଆଲର୍ଟ ଚିହ୍ନ ସହ ଫୋନ୍ ସ୍କ୍ରିନରେ ଆସିଲା କି ଏହି ଲେଖା? ଡରନ୍ତୁ ନାହିଁ…ସରକାର…

ନୂଆଦିଲ୍ଲୀ: ହଠାତ୍ ଏକାସାଙ୍ଗରେ ଆଲର୍ଟ ଶବ୍ଦ ସହ ଥରି ଉଠିଲା ଦେଶର ଲକ୍ଷ ଲକ୍ଷ ଫୋନ୍ । ସରକାର ଦେଲେ ବଡ ବାର୍ତ୍ତା । ଯଦି ଆପଣ ଆଜି ହଠାତ୍ ଆପଣଙ୍କ ମୋବାଇଲ୍ ଫୋନ୍‌ରେ ଏକ ଉଚ୍ଚ ଶବ୍ଦ ସହିତ ଏକ ସରକାରୀ ସତର୍କତା ପାଆନ୍ତି, ତେବେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭାରତ ସରକାର ଏକ…

Iran Sends New Peace Proposal: ନିଜ ଆଡୁ ପାକିସ୍ତାନ ହାତରେ ଆଲୋଚନା ପ୍ରସ୍ତାବ ପଠାଇଲା ଇରାନ, ଏବେ ଲାଗୁଛି ମୁଡରେ…

ନୂଆଦିଲ୍ଲୀ: ପାକିସ୍ତାନରେ ଦୁଇ ଦୁଇ ଥର ଆଲୋଚନା ଫେଲ୍ ହେବା ପରେ ଆମେରିକା ଏବେ ଖପ୍ପା । ଯାହାକୁ ନେଇ ଇରାନ ଆମେରିକା ମଧ୍ୟରେ ଉତ୍ତେଜନା ବଢିଛି । ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ପାକିସ୍ତାନ ମାଧ୍ୟମରେ ଆମେରିକାକୁ ଆଲୋଚନା ପାଇଁ ଏକ ନୂତନ ପ୍ରସ୍ତାବ ପଠାଇଛି। ଏଥିରେ…

୭ ଯାଏଁ କାଳବୈଶାଖୀର ପ୍ରଭାବ, ଆଜି ୮ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ରହିବ କାଳବୈଶାଖୀର ପ୍ରଭାବ । ରାଜ୍ୟରେ ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ୮ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା । ମୟୂରଭଞ୍ଜ, ବାଲେଶ୍ୱର,…

ବଡ଼ ବାଣିଜ୍ୟ ଚୁକ୍ତି ଭାଙ୍ଗିଲେ ଟ୍ରମ୍ପ, ୟୁରୋପୀୟ କାର ଉପରେ ୨୫% ଟିକସ ଘୋଷଣା କଲେ!

ଓ୍ବାଶିଂଟନ୍: ବିଶ୍ୱ ଅର୍ଥନୀତି ବର୍ତ୍ତମାନ ଏକ ଅତ୍ୟନ୍ତ ଦୁର୍ବଳ ପର୍ଯ୍ୟାୟ ଦେଇ ଗତି କରୁଛି । ଏହି ସମୟରେ, ୱାଶିଂଟନରୁ ଏକ ଖବର ଆସିଛି ଯାହା ବିଶ୍ୱବ୍ୟାପୀ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ,…

ନାଟୋକୁ ଟ୍ରମ୍ପଙ୍କ ଚେତାବନୀ, ‘ତୁମେ ଇରାନକୁ ପରମାଣୁ ଅସ୍ତ୍ର ଦେଇପାରିବ ନାହିଁ, ସେମାନେ ମୁହୂର୍ତ୍ତକ ମଧ୍ୟରେ…

ଓ୍ବାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଦେଶଗୁଡ଼ିକୁ ପରାମର୍ଶ ଦେଇ କହିଛନ୍ତି, "ତୁମେ ଇରାନକୁ ପରମାଣୁ ଅସ୍ତ୍ର ଦେଇପାରିବ ନାହିଁ, କାରଣ ସେମାନେ ସେଗୁଡ଼ିକୁ ଇସ୍ରାଏଲ, ମଧ୍ୟପ୍ରାଚ୍ୟ ଏବଂ ୟୁରୋପରେ ବହୁତ ଶୀଘ୍ର ବ୍ୟବହାର କରିବେ । ଏବଂ ମୁଁ ଭାବୁଛି ଆମେ ପରବର୍ତ୍ତୀ…

ପଶ୍ଚିମବଙ୍ଗରେ ଚାଲିଛି ପୁନଃ ମତଦାନ, ଦକ୍ଷିଣ ୨୪ ପରଗନା ଜିଲ୍ଲାର ୧୫ଟି ବୁଥରେ ପଡୁଛି ଭୋଟ୍

କୋଲକତା: ପଶ୍ଚିମବଙ୍ଗର ୧୫ଟି ମତଦାନ କେନ୍ଦ୍ରରେ ଆଜି ପୁନଃ ମତଦାନ କରାଯାଉଛି । ଦକ୍ଷିଣ ପରଗନା ଜିଲ୍ଲାର ମଗରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ଉଭୟ ନିର୍ବାଚନମଣ୍ଡଳୀର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ମଗରାହାଟ ପଶ୍ଚିମର ୧୧ଟି ଏବଂ…

ପଶୁଙ୍କ ପାଇଁ ଆସିବ ହୋମିଓପାଥି; ଓୟୁଏଟି-ସିସିଆରଏଚ ପ୍ରୟାସରେ ୩ ଗବେଷଣା ପ୍ରକଳ୍ପକୁ ଅନୁମତି

ଭୁବନେଶ୍ୱର:ମହଙ୍ଗା ଏଲୋପାଥି ବଦଳରେ ପଶୁ ଚିକିତ୍ସା କ୍ଷେତ୍ରରେ ଶସ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ହୋମିଓପାଥିର ପ୍ରୟୋଗ ଲାଗି ଆରମ୍ଭ ହୋଇଛି ପ୍ରୟାସ । ଓୟୁଏଟି ଏବଂ ନୂଆଦିଲ୍ଲୀର କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ (ସିସିଆରଏଚ) ମିଳିତ ପ୍ରୟାସରେ ୨୦୨୬– ୨୭ ଆର୍ଥିକ ବର୍ଷ ପାଇଁ…