Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ, ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା…

ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ…

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟା ପାଇଁ ଚାନ୍ଦବାଲି ବନ୍ଦ ପାଳନ

ଭଦ୍ରକ: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି…

ବାଂଲାଦେଶୀ ସନ୍ଦେହରେ ଆକ୍ରମଣ; ଶ୍ରମିକ ମୃତ, ଦୁଇ ଗୁରୁତର

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଅକୁର ରହମାନ ଓ ସୋନୱାର ହୁସେନ । ଦାନିପାଲି…

ବିଜେପି ଶାସନରେ ଦୁଷ୍କର୍ମ ମାମଲା; ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ୧୦ ବର୍ଷୀୟା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏପରିକି ଏହାକୁ 'ଏକ ଅତ୍ୟନ୍ତ ଜଘନ୍ୟ କାଣ୍ଡ' ବୋଲି…

ମାତ୍ର ୩ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର…RBI ଏହି ନିୟମକୁ ବର୍ତ୍ତମାନ ପାଇଁ କଲା ସ୍ଥଗିତ

ନୂଆଦିଲ୍ଲୀ: ଚେକ୍ ଦ୍ୱାରା ପେମେଣ୍ଟ କରୁଥିବା ଲୋକଙ୍କ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। RBI ନୂତନ ବ୍ୟବସ୍ଥାର କାର୍ଯ୍ୟକାରୀତାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଯାହା ଅଧୀନରେ ବ୍ୟାଙ୍କଗୁଡ଼ିକୁ ଚେକ୍ ଗ୍ରହଣ କରିବାର ମାତ୍ର ତିନି…

Army Officer martyred: ଜମ୍ମୁ ଓ କଶ୍ମୀରରେ ଏକ ସେନା ଶିବିରରେ ଫାୟରିଂ; ଜଣେ ସେନା ଅଧିକାରୀ ସହିଦ

ଶ୍ରୀନଗର:ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଏକ ସୈନ୍ୟ ଶିବିର ଭିତରେ ଗୁଳିଚାଳନା ଘଟଣାରେ ସେନାର ଜଣେ ଜୁନିଅର କମିଶନଡ୍ ଅଫିସର (JCO)ସହିଦ ହୋଇଛନ୍ତି । ଜଣେ ପ୍ରତିରକ୍ଷା ମୁଖପାତ୍ର ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, "ସାମ୍ବାର ଏକ ଆର୍ମି ୟୁନିଟର ଜଣେ ଜେସିଓଙ୍କୁ…

ଭାରତରେ କେଉଁ ଧର୍ମର ଲୋକେ ଅଧିକ ସନ୍ତାନ ଜନ୍ମ କରନ୍ତି? ବିବାଦ ସୃଷ୍ଟି କରିଛି ନବନୀତ ରାଣାଙ୍କ ବୟାନ…

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେଉଛି। ଏହାକୁ ଭାରତରେ ନିନ୍ଦା କରାଯାଉଛି। ବାଂଲାଦେଶରେ ଏପରି ସ୍ଥିତି ଦେଖି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ସାରା ବିଶ୍ୱର ହିନ୍ଦୁମାନଙ୍କୁ ଏକଜୁଟ ହୋଇ ରହିବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି…

ଷ୍ଟାର୍ ପ୍ରଚାରକଠାରୁ ଷ୍ଟାଟର୍ଜୀ ମାଷ୍ଟର! ନୂଆ ବର୍ଷରୁ ବଦଳିବ କଂଗ୍ରେସର ପାୱାର ବ୍ୟାଲେନ୍ସ, ପ୍ରିୟଙ୍କାଙ୍କୁ ମିଳବ…

ନୂଆଦିଲ୍ଲୀ: ୨୦୨୬ ମସିହାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳ ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବ। ପୂର୍ବରୁ ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ମହାସଚିବ ନିଯୁକ୍ତ କରାଯାଇଥିଲା। କିନ୍ତୁ, ଦଳର ବିପର୍ଯ୍ୟୟପୂର୍ଣ୍ଣ ୨୦୨୨ ବିଧାନସଭା ନିର୍ବାଚନ ପରେ, ଅଭିନାଶ…

ପ୍ରଦୂଷଣ ନିୟନ୍ତ୍ରଣ କରିନପାରିଲେ ଏୟାର ପ୍ୟୁରିଫାୟରରୁ ଜିଏସଟି କମ କର; କେନ୍ଦ୍ରକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀର ଏୟାର କ୍ୱାଲିଟୀକୁ ଦୃଷ୍ଟିରେ ରଖି ବୁଧବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ନେଇ ଶୁଣାଣି କରିଛନ୍ତି। ଏଥିସହିତ ଏୟାର ପ୍ୟୁରିଫାୟରକୁ ଚିକିତ୍ସା ଉପକରଣ ଭାବରେ ପୁନଃବର୍ଗୀକୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସରକାର ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ…

HighCourt Order: କଟକରେ ବାମସେଫ୍‌ ରାଷ୍ଟ୍ରୀୟ ଅଧିବେଶନ ପାଇଁ ହାଇକୋର୍ଟ ଦେଲେ ନାହିଁ ଅନୁମତି, କାରଣ…

କଟକ: ବାଲିଯାତ୍ରା ପଡିଆରେ ହେବ ନାହିଁ ବାମସେଫ (BAMCEF) ସଂଗଠନର ରାଷ୍ଟ୍ରୀୟ ଅଧିବେଶନ ଆୟୋଜନ । କଟକ ଜିଲ୍ଲାପାଳ ଓ ଡିସିପିଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇବାକୁ ମନା କଲେ ହାଇକୋର୍ଟ । ଏପରି ସମାବେଶ ଦ୍ବାରା ସାମାଜିକ ସଦ୍‌ଭାବ କ୍ଷୁର୍ଣ୍ଣ ହେବାର ଆଶଙ୍କା ଥିବା ନେଇ ରାଜ୍ୟ…