Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସେପ୍ଟେମ୍ବର ୨୨ରୁ ବିଧାନସଭାର ସପ୍ତମ ଅଧିବେଶନ;୯ ଦିନ ଚାଲିବ …

ଭୁବନେଶ୍ୱର: ରାଜ୍ୟର ୧୭ଶ ବିଧାନସଭାର ୭ମ ଅଧିବେଶନ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ। ଆଜି ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ଏବଂ ଏଥିରେ ୮ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ ୯ଟି…

ହାଇକୋର୍ଟରେ ଵ୍ୟକ୍ତିଗତ ହାଜର ହେଲେ କଟକ ଜିଲ୍ଲାପାଳ

କଟକ: ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆଜି ହାଇକୋର୍ଟରେ ହାଜର ହେଲେ କଟକ ଜିଲ୍ଲାପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି ନେଇ ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲାପାଳଙ୍କୁ ହାଜର ହେବାକୁ ପଡ଼ିଛି। ହାଇକୋର୍ଟରେ ଵ୍ୟକ୍ତିଗତ ହାଜର ହୋଇ ସ୍ପଷ୍ଟୀକରଣ ଦେଲେ ଜିଲ୍ଲାପାଳ…

ଏମକେସିଜି ଡାକ୍ତରୀ ଛାତ୍ର ନିଖୋଜ ଘଟଣା: ଏବେ ବି ମିଳିନି ସାଗର ସାହୁଙ୍କ ପତ୍ତା

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ MKCG ମେଡିକାଲ୍ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ MBBS ଛାତ୍ର ଗତ ୪ ଦିନ ଧରି ନିଖୋଜ ଥିବା ଘଟଣା କ୍ୟାମ୍ପସରେ ଚିନ୍ତାର କାରଣ ହୋଇଛି। ନିଖୋଜ ଛାତ୍ର ହେଲେ ସାଗର ସାହୁ, ଯିଏ ଯାଜପୁର ଜିଲ୍ଲାର ବାସିନ୍ଦା। ପୁଅର ନିଖୋଜ ଖବର ପାଇ ସାଗରଙ୍କ ବାପା, ମାମୁଁ…

ଆକ୍ସନ ମୋଡ୍‌ରେ ବିଇଓ: ନିଶାଶକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।…

Corruption case:ଟଙ୍କା ହେରଫେର ମାମଲାରେ ପୂର୍ବତନ ଜିଲ୍ଲାପାଳ ଦୋଷୀ; କାରାଦଣ୍ଡ ସହ ପେନସନ୍ ବନ୍ଦ

ଭୁବନେଶ୍ବର:୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ IAS ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍,ପେନସନ୍ ବନ୍ଦ ପାଇଁ ପଦକ୍ଷେପ ନେବ ଭିଜିଲାନ୍ସ ବିଭାଗ । ପ୍ରାୟ ୯ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ…

ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା, ଅତି ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି

ଭୁବନେଶ୍ୱର: ଗତ କିଛି ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିଲା। ଏବେ ଗୋଟିଏ ସପ୍ତାହ ଧରି ଓଡ଼ିଶାରେ ବର୍ଷା କମିଥିଲା। ହେଲେ ଏବେ ପୁଣିଥରେ ଚଳିତ ସପ୍ତାହର ଶେଷ ଆଡକୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା କରାଯାଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଓଡ଼ିଶାର…

ବେକରେ କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ; ଟଙ୍କାସହ ବ୍ୟାଗ୍ ନେଇ ଫେରାର

ବାଲିପାଟଣା:ଭୁବନେଶ୍ବର ଉପକଣ୍ଠରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନାର ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଭାରତ ଫାଇନାନ୍ସର ୨ ଜଣ କର୍ମଚାରୀଙ୍କ ବେକରେ…

ବୁର୍ଲା ବିଚ୍‌ ରାସ୍ତାରେ ଗୁଳିକାଣ୍ଡ ଘଟଣା, ରାଜାକୁ ବନ୍ଧୁକ ଯୋଗାଇଥିବା ଯୁବକ ଗିରଫ

ସମ୍ବଲପୁର: ବୁର୍ଲା କିର୍ବା ଛକରେ ଗତ ୨୯ ତାରିଖ ଦିନ ମାଂସ ଦୋକାନୀ ମହମ୍ମଦ ଅନିଶଙ୍କୁ ଗୁଳି କରି ହତ୍ୟା ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଗୁଳି କରିଥିବା ରାଜା ସ୍ୱାମୀକୁ ବନ୍ଧୁକ ଯୋଗାଇଥିବା ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ସେହି କିର୍ବାର ପ୍ରଭାତ ରଞ୍ଜନ ଧଳ ଓରଫ ଟିଟୁ (୩୮)…

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା

ଭୁବନେଶ୍ୱର: ହୋଲସେଲ ଔଷଧ ଲାଇସେନ୍ସ ପ୍ରଦାନ ପାଇଁ ୬,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଯାଜପୁରର ଜଣେ ଆସିଷ୍ଟାଣ୍ଟ୍ ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଗିରଫ କରିଛନ୍ତି। ଉକ୍ତ ଅଧିକାରୀ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଦାୟିତ୍ୱରେ ଥିବା ଯାଜପୁରର ସହକାରୀ…

BCI କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଆଇନ ଶିକ୍ଷାର୍ଥୀଙ୍କୁ ଦଣ୍ଡ ଦେବାର ବିସିଆଇର କୌଣସି ଅଧିକାର ନାହିଁ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (BCI)କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। ସୁପ୍ରିମକୋର୍ଟ ବିସିଆଇକୁ ଭର୍ତ୍ସନା କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନେବାର BCIର କୌଣସି ଆଇନଗତ…