Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି…

ନୂଆଦିଲ୍ଲୀ: ପାକିସ୍ତାନର ନାରୋୱାଲ ଜିଲ୍ଲାର ସିରାଜ ଗ୍ରାମରେ ଥିବା ପ୍ରାୟ ଶହେ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ଭାରତ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଏହି ଘଟଣାକୁ ଦୃଢ଼ ନିନ୍ଦା କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହାକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ…

Fertilizer Black-Marketing:ସାର କଳାବଜାର; ୯୬ ଡିଲରଙ୍କ ଲାଇସେନ୍ସ ବାତିଲ,୨୭୭୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସାରର କଳାବଜାରୀ ଓ ବେଆଇନ ଚାଲାଣକୁ ରୋକିବା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୂନ୍ୟ-ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ସାରର କଳାବଜାରୀ, ମହଜୁଦକରଣ ଏବଂ ନିମ୍ନମାନର ସାର ଯୋଗାଣ ଭଳି ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ…

କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !

ନୂଆଦିଲ୍ଲୀ: ଆମେରିକାର ନୌସେନା ଯୁଦ୍ଧପୋତଗୁଡ଼ିକୁ ସହଜରେ ଟାର୍ଗେଟ କରିବା ପାଇଁ ଋଷିଆ ଗୋପନରେ ଇରାନକୁ ଅତ୍ୟାଧୁନିକ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଯୁକ୍ତିବିଦ୍ୟା ଯୋଗାଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗଣମାଧ୍ୟମରେ ଆସିଥିବା ରିପୋର୍ଟ ଅନୁସାରେ, ୨୦୨୩ ମସିହାରୁ 'C430L'…

କୋଲ୍ଡ ଡ୍ରିଙ୍କସ୍‌ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ

ନୂଆଦିଲ୍ଲୀ: ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ହେଉ କିମ୍ବା କୌଣସି ପାର୍ଟିରେ, କୋଲ୍ଡ ଡ୍ରିଙ୍କସ୍ ବା ସଫ୍ଟ ଡ୍ରିଙ୍କସ୍‌ର ଚାହିଦା ସର୍ବଦା ଅଧିକ ରହିଥାଏ । ଫାଣ୍ଟା, କୋକା-କୋଲା ଭଳି ପାନୀୟ ଆଜିକାଲି ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟିଗଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ସୁନା ଏବଂ ରୁପା ଦରରେ ଏବେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି । ଆମେରିକାର ଆଗାମୀ ନିଯୁକ୍ତି ତଥ୍ୟ (ପେ-ରୋଲ୍ ଡାଟା), ମୁଦ୍ରାସ୍ଫୀତି ସ୍ଥିତି ଏବଂ ଆମେରିକୀୟ କେନ୍ଦ୍ରୀୟ ବ୍ୟାଙ୍କ 'ଫେଡେରାଲ୍ ରିଜର୍ଭ'ର ପରବର୍ତ୍ତୀ ଆର୍ଥିକ ନୀତିକୁ ନେଇ ନିବେଶକମାନେ ଉତ୍କଣ୍ଠାର…

ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର

ନୂଆଦିଲ୍ଲୀ: ଟେଲିକମ୍ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସର୍ବଦା ନୂଆ ନୂଆ ପଦକ୍ଷେପ ନେଉଥିବା ରିଲାଏନ୍ସ ଜିଓ ଏବେ ଦେଶବାସୀଙ୍କ ପାଇଁ ଆଉ ଏକ ବଡ଼ ଉପହାର ଆଣିଦେଇଛି। ଟେଲିକମ୍ ମାର୍କେଟରେ ବିପ୍ଳବ ଆଣିବା ପରେ କମ୍ପାନୀ ପକ୍ଷରୁ ଏବେ ବହୁ ପ୍ରତୀକ୍ଷିତ 'ଜିଓପିସି' କ୍ଲାଉଡ୍ ପିସି ପ୍ଲାନ୍…

Helicopter Misuse Case Against Naveen:ନବୀନ- ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା:ରିଭିଜନ ପିଟିସନକୁ…

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବିରୋଧରେ ହେଲିକେପ୍ଟର ଉଡ଼ାଣରେ ଅନିୟମିତତା ନେଇ ହୋଇଥିବା ମାମଲାକୁ ଖାରଜ କଲେ ଖୋର୍ଦ୍ଧା କୋର୍ଟ । ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ କହିଲେ ଖୋର୍ଦ୍ଧା କୋର୍ଟ। ଏଥିରେ ସରକାରୀ ଖର୍ଚ୍ଚର…

ରାଜ୍ୟରେ ବିଜେପି ସଂଗଠନ ମଜଭୁତ ହେଉଛି: ମନମୋହନ ସାମଲ

ଭୁବନେଶ୍ୱର: ଆଜି ଗଞ୍ଜାମ ଓ ପୁରୀ ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା ସ୍ୱାଧୀନ ପ୍ରାର୍ଥୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ପୁରୀ…

୨୮ ନବଗଠିତ NAC ପାଇଁ ୫୬୦ କୋଟିର ସ୍ବତନ୍ତ୍ର ଉନ୍ନୟନ ପ୍ୟାକେଜ;ପ୍ରତ୍ୟେକ NAC ପାଇଁ ୨୦ କୋଟି

ଭୁବନେଶ୍ବର: ରାଜ୍ୟର ନବଗଠିତ NACଗୁଡ଼ିକର ସାମଗ୍ରିକ ବିକାଶ ଏବଂ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନବଗଠିତ ୨୮ଟି NACରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ;ଏହି ଦିନ ମିଳିବ ଡିଜିଟାଲ ସାର୍ଟିଫିକେଟ

କଟକ: OTET-୨୦୨୬ର ଫଳ ପ୍ରକାଶ ପାଇଛି। ଜୁଲାଇ ୫ରେ ଅନୁଷ୍ଠିତ ପରୀକ୍ଷାରେ ପେପର-୧ ଓ ପେପର-୨ ପାଇଁ ମୋଟ ୯୭ ହଜାର୧୫୧ ଜଣ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ହଜାର ୩୧୪ ଜଣ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି। ମୋଟ ପାସ୍ ହାର ୬୪.୪୮…