Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Musk Returns To White House: ଛଅ ମାସ ପରେ, ପୁଣି ପୁରୁଣା ବନ୍ଧୁତ୍ବକୁ ଫେରିଲେ ଟ୍ରମ୍ପ ଏବଂ…

ନୂଆଦିଲ୍ଲୀ: ଆମେରିକୀୟ ରାଜନୀତିରେ ସବୁଠାରୁ ହାଇ-ପ୍ରୋଫାଇଲ୍ ମୁହାଁମୁହିଁ ଘଟଣା ମଧ୍ୟରୁ ଗୋଟିଏର କାହାଣୀ ଏବେ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ସହିତ ପୁନଃମିଳନରେ ପରିଣତ ହୋଇଛି। ମାତ୍ର ଛଅ ମାସ ପୂର୍ବରୁ, ଟେସଲାର ସିଇଓ ଏଲୋନ୍ ମସ୍କ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲାଖୋଲି ଭାବରେ ପରସ୍ପର…

India Pollution: ବାୟୁ ପ୍ରଦୂଷଣ ମୁକାବିଲାରେ ଚୀନ୍ ଠାରୁ ଭାରତ କେଉଁ ଜିନିଷ ଶିଖିବା ଜରୁରୀ ?

ନୂଆଦିଲ୍ଲୀ: ଭାରତରେ ପ୍ରଦୂଷଣ ସଙ୍କଟ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ଉତ୍ତର ଭାରତରେ ଶୀତ ୠତୁରେ ବିଷାକ୍ତ କୁହୁଡ଼ି, ଧୂଳିଯୁକ୍ତ ବାୟୁ ଏବଂ ସ୍ୱାସ୍ଥ୍ୟ ସମସ୍ୟା ଦିନକୁ ଦିନ ବଢିଚାଲିଛି। ଯଦିଓ ଭାରତ ବାୟୁ ଗୁଣବତ୍ତା ଉନ୍ନତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି, ତଥାପି ପ୍ରଦୂଷଣ ସ୍ତର…

Presidential Reference: “ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ କ୍ଷମତାରେ ହସ୍ତକ୍ଷେପ କରିପାରିବେନି କୋର୍ଟ, ସ୍ଥିର…

ନୂଆଦିଲ୍ଲୀ: ଗୁରୁବାର ବିଲ୍ ପାସ କରିବା ପାଇଁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କ ପାଇଁ ଏକ ସମୟସୀମା ସ୍ଥିର କରିବା ଉପରେ ସୁପ୍ରିମକୋର୍ଟ ଏକ ବଡ ରାୟ ପ୍ରଦାନ କରିଛନ୍ତି। CJIଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ସମ୍ବିଧାନ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳଙ୍କ ଉପରେ କୌଣସି ସମୟସୀମା ଲାଗୁ…

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ବର: ନଭେମ୍ବର ୨୧ ତାରିଖ ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ। ରାଜ୍ଯ କ୍ୟାବିନେଟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିପାରେ। ସୂଚନା ଅନୁସାରେ…

Nitish Kumar: ୨୦୦୫ ରୁ ଧରିଛନ୍ତି ବିହାର ମଙ୍ଗ…ଛିଡିଲା ସବୁ ଅଙ୍କ, ବିହାରରେ ନୀତିଶ ୧୦.୦…

ପାଟନା: ପୁଣି ବିହାରରେ ନୀତିଶ ସରକାର...କମାଲ କଲା ନୀତିଶ-ମୋଦି ଯୋଡି...୧୦ମ ଥର ପାଇଁ ବିହାର ଅକ୍ତିଆର...ମଇଦାନରେ ଦେଖାଇଲେ ମହିଳା ଶକ୍ତି... ପୁଣି ବିହାରର ମଙ୍ଗ ଧରିଲେ "ସୁଶାସନ ବାବୁ" । ବିହାର ନିର୍ବାଚନରେ ​​NDAର ବିପୁଳ ବିଜୟ ପରେ, ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ…

ଏଜେନ୍ସିର ରାଡାରରେ Al-Falah Universityର ୨୦୦ରୁ ଅଧିକ ଡାକ୍ତର;ଆତଙ୍କବାଦୀଙ୍କ ସହ…

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ପରେ ତଦନ୍ତକାରୀ ଏଜେନ୍ସିଗୁଡ଼ିକ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଉପରେ ଫୋକସ ବଢେଇ ଦେଇଛନ୍ତି । ଅଲ୍ ଫଲାହ ବିଶ୍ୱବିଦ୍ୟାଳୟର ଡାକ୍ତର ମୁଜମ୍ମିଲ୍ ଶକିଲ୍ ଏବଂ ଡାକ୍ତର ଶାହିନର…

ନୂଆପଡା ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ

ନୂଆପଡା: ବିଧାୟକ ଭାବେ ଶପଥ ନେଲେ ଜୟ ଢ଼ୋଲକିଆ। ଶପଥ ଗ୍ରହଣ ପୂର୍ବରୁ ଜୟ ଢ଼ୋଲକିଆ ସପରିବାର ସହ ଆସି ବିଧାନସଭାରେ ପହଞ୍ଚିଥିଲେ। ନୂଆପଡା ବିଧାୟକ ଭାବେ ବିଧାନସଭାରେ ଶପଥ ନେଲେ ଜୟ ଢୋଲକିଆ। ଶପଥ ପାଠ କରାଇଲେ ବାଚସ୍ପତି ସୁରମା ପାଢ଼ୀ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ…

ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା, ମୁଖ୍ୟ ଅଭିଯୁକ୍ତ ଘରେ ପୋଲିସ ରେଡ୍‌

ଜଗତସିଂହପୁର: ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା। ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଘରେ ପୋଲିସ ରେଡ୍‌। ଧନିପୁର ବସ୍ତିରେ ଥିବା ଘରେ ଚାଲିଛି ପୋଲିସର ସର୍ଚ୍ଚ ଅପରେସନ୍। ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓଙ୍କ ସହ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ସରକାରୀ ଜାଗା, ବେଆଇନ୍ ମଦ୍ରାସା,…

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ

ମାଲକାନଗିରି: ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ। ଗୁରୁବାର ଦିନ ଓଡ଼ିଶାର ଜଣେ OSRTC ବସ୍ ଡ୍ରାଇଭରଙ୍କ ହୃଦଘାତ ହୋଇଥିଲା, କିନ୍ତୁ ସେ ସାହସର ସହିତ ପ୍ରଥମେ ବସ୍‌ଟିକୁ ସୁରକ୍ଷିତ ଭାବରେ ରାସ୍ତା କଡ଼କୁ ସାଇଡ କରିଦେଇଥିଲେ।…

Pitavas Panda Murder Case: ପୀତବାସ ପଣ୍ଡା ହତ୍ୟା ଘଟଣା: ପୋଲିସ ସୁରକ୍ଷା ହଟାଇବାକୁ ପତ୍ନୀଙ୍କ ଅନୁରୋଧ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପରେ ତାଙ୍କ ପରିବାର ପ୍ରତି ବିପଦ ଆଶଙ୍କା କରି ପୋଲିସ ପକ୍ଷରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। କିନ୍ତୁ ଏହି ପୋଲିସ ସୁରକ୍ଷା ହଟାଇଦେବାକୁ ପୀତବାସଙ୍କ ସ୍ତ୍ରୀ ସୁସ୍ମିତା ପଣ୍ଡା ବୈଦ୍ୟନାଥପୁର ଥାନାରେ ଲିଖିତ ଜଣାଇଛନ୍ତି।…