Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କଳାକାରଙ୍କ ମାସିକ ସହାୟତା ଭତ୍ତା ବୃଦ୍ଧି କଲେ ସରକାର; ଉପକୃତ ହେବେ ୪୭ ହଜାର ୭୦୪ କଳାକାର

ଭୁବନେଶ୍ବର:ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କଳାକାର ସହାୟତା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ କଳାକାର…

କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL

ବ୍ରହ୍ମପୁର:ଗୁଣାତ୍ମକ ତଥା ଉପଭୋକ୍ତା କୈନ୍ଦ୍ରିକ ବିଦ୍ୟୁତ ସେବାକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାରେ ଦୁଇ ସବଡିଭିଜନ ଅଫିସ ନିମନ୍ତେ ନୂତନ କୋଠା ନିର୍ମାଣ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…

NCERT ଢାଞ୍ଚାରେ ଏସ୍‌ସିଇଆରଟି ହେବ, ୧୦ମ ଯାଏଁ ମାଗଣା ପାଠ୍ୟ ପୁସ୍ତକ ମିଳିବ:ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ବତୀ ଶିଶୁ ମନ୍ଦିର। ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷରା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ…

Pakistan President:’ଭାରତୀୟ ସେନା ଭୟରେ ବଙ୍କରରେ ଲୁଚି ରହିବାକୁ ପରାମର୍ଶ ଦିଆଯାଇଥିଲା,’…

ଇସଲାମାବାଦ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ ମେ ମାସରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ତେବେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲ। ପାକିସ୍ତାନୀ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଏହା ପ୍ରକାଶ…

‘ବିକାଶ ରାଜନୀତି କରନ୍ତି ନାହିଁ ରାହୁଲ, ବଙ୍ଗଳା ଏବଂ ତାମିଲନାଡୁରେ ମଧ୍ୟ କଂଗ୍ରେସ ହାରିବା ନିଶ୍ଚିତ’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ଗୁଜରାଟର ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ କେବେ ବିକାଶ ରାଜନୀତି କରନ୍ତି ନାହିଁ ଏବଂ ସର୍ବଦା ସେ ସାଧାରଣ ପ୍ରସଙ୍ଗରୁ…

Bir Billing Paragliding Crash: ପାରାଗ୍ଲାଇଡିଂ କରୁଥିଲେ ସାବଧାନ! ପାରାଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ, ଅଭିଜ୍ଞ…

ନୂଆଦିଲ୍ଲୀ: ଶନିବାର ଦିନ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାର ବୀର ବିଲିଂ(Bir Billing )ରେ ପାରାଗ୍ଲାଇଡିଂ(Paragliding) ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପାରାଗ୍ଲାଇଡରଙ୍କ ମୃତ୍ୟୁ ଘଟିଛି ଓ ପର୍ଯ୍ୟଟକ ଅଳ୍ପକେ ବଞ୍ଚି ଯାଇଛନ୍ତି। ଘଟଣା ପରେ ପୋଲିସ ଘଟଣାସ୍ଥଳରେ…

ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟର ୨୩ ଜିଲ୍ଲାରେ ସରିଲାଣି ସରକାରୀ ଓକିଲ ନିଯୁକ୍ତି। ବାକି ୭ ଜିଲ୍ଲାରେ ଖୁବ୍‌ଶୀଘ୍ର ନିଯୁକ୍ତି ସରିବ କହିଲେ ରାଜ୍ୟ ବିଜେପି ସଭାପତି। ନିଯୁକ୍ତି ନେଇ ୧୨ ଜିଲ୍ଲାରେ ପ୍ରକାଶ ପାଇଛି ବିଜ୍ଞପ୍ତି। ଛୁଟି ପରେ ବାକି ୧୧ ଜିଲ୍ଳାରେ ବିଜ୍ଞପ୍ତି ପ୍ରକାଶ ପାଇବ। ବୋର୍ଡ ନିଗମ…

ରଥଯାତ୍ରା ପୂର୍ବରୁ ଗଣତି ମଣତି: ଆଇନ ମନ୍ତ୍ରୀ

ପୁରୀ: ରତ୍ନଭଣ୍ଡାର ଗଣତି ମଣତି SOP ନେଇ ଆଇନମନ୍ତ୍ରୀ ଦେଲେ ପ୍ରତିକ୍ରିୟା। ରତ୍ନଭଣ୍ଡାର ଗଣତି ମଣତି ନେଇ SOP ଫାଇନାଲ୍‌ ଷ୍ଟେଜ୍‌ରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ SOP ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ପାଖରୁ SOP ଆସିଲେ ଗଣତି…

ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା

ଭୁବନେଶ୍ୱର: ନୂଆବର୍ଷଠୁ ନୂଆ ରୂପରେ ନଜର ଆସିବ ବିଜୁ ଜନତା ଦଳ। ଯୁବ ଓ ଛାତ୍ର ଟିମ୍ ଗଠନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ସହିତ ବିଜୁ ଛାତ୍ର ବାହିନୀର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି। ଯୁବ ଜନତା କମିଟିରେ ୪ କାର୍ଯ୍ୟକାରୀ ସଭାପତି ସହ ଛାତ୍ର ଦଳରେ ୫ କାର୍ଯ୍ୟକାରୀ…

ହୋମଗାର୍ଡ ଚାକିରି ପାଇଁ ଲାଇନରେ ସ୍ନାତକ ଏବଂ ସ୍ନାତକୋତ୍ତର ପ୍ରାର୍ଥୀ…

ଝାରସୁଗୁଡା: ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ୧୦୨ଟି ହୋମଗାର୍ଡ ପଦବୀ ପାଇଁ ୪,୦୦୦ରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ଆସିଥିଲେ। ହୋମଗାର୍ଡ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ ହୋଇଥିଲେ ମଧ୍ୟ ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ର ସମେତ ଅନେକ ଉଚ୍ଚଶିକ୍ଷିତ…