Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସହଜ ହେଲା ଆପାର୍ଟମେଣ୍ଟର କମନ୍ ଏରିଆ ରେଜିଷ୍ଟ୍ରେସନ୍, ୨୦ ହଜାର ଟଙ୍କାରେ କରିପାରିବେ ପଞ୍ଜିକରଣ

ଭୁବନେଶ୍ୱର: ଆଉ ଚଳିବନି ବିଲ୍ଡରଙ୍କ ମନମାନି। ସହଜ ହେଲା ଆପାର୍ଟମେଣ୍ଟ କମନ ଏରିଆ ପଞ୍ଜିକରଣ। ଆପାର୍ଟମେଣ୍ଟର କମନ ଏରିଆ ବା ସର୍ବସାଧାରଣ ଅଞ୍ଚଳ ପଞ୍ଜିକରଣକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଦୂର ହୋଇଛି। ରାଜ୍ୟ ସରକାର ଏହି ପଞ୍ଜିକରଣକୁ ସହଜ କରିଛନ୍ତି। ରିଅଲ ଇଷ୍ଟେଟ ପ୍ରକଳ୍ପର ସମ୍ପୂର୍ଣ୍ଣ…

ସୁକମାରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ସୁକମା: ଟଳିପଡିଲେ ୩ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା। ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼…

Naxal surrender: ୧୧ ମାଓବାଦୀଙ୍କ ଆତ୍ମସମର୍ପଣ ; ମୁଣ୍ଡରେ ଥିଲା ୩୭ ଲକ୍ଷ

ରାୟପୁର: ବସ୍ତର ଡିଭିଜନର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । 'ପୁର୍ନବାସରୁ ପୁନର୍ଜୀବନ' ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ, ବୁଧବାର ଅପରାହ୍ନରେ ୧୧ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଓ ସ୍ଥାୟୀ ଭାବରେ ହିଂସାର ପଥ ପରିତ୍ୟାଗ…

Book festival: ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ୬.୫ କୋଟିର ବ୍ୟବସାୟ; ୧୨ ଦିନରେ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକ…

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦ୍‌ଯାପନୀ ସମାରୋହ ଗତ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୁସ୍ତକ ମହୋତ୍ସବରେ ୬.୫ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏଥିସହ ୧୨ ଦିନ ମଧ୍ୟରେ ବିଭିନ୍ନ…

Odisha Police: ‘ଅପରେସନ ଧରପଗଡ’; ୩୬ ବନ୍ଧୁକ ସହ ୭୧ ଗୁଳି ଜବତ, ଗିରଫ ହେଲେଣି…

ଭୁବନେଶ୍ବର: ରାଜ୍ୟରେ ବେଆଇନ ବନ୍ଧୁକ ଚୋରା ଚାଲାଣ, ମାରଣାସ୍ତ୍ର ଓ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଲଗାତାର କଠୋର ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ଏହା ଉପରେ ରୋକ ଲଗାଇବା ପାଇଁ ଗତ କିଛି ଦିନ ଧରି ଓଡ଼ିଶା ପୋଲିସ ତରଫରୁ "ଅପରେସନ୍ ଧରପଗଡ" ଅଭିଯାନ…

Amazon Pay Biometric Authentication:ବିନା ପିନ୍ ରେ ହେବ ଟ୍ରାଞ୍ଜେକ୍ସନ; ଏହି ଆପ୍ ଆଣିଲା ବାୟୋମେଟ୍ରିକ୍ UPI…

ନୂଆଦିଲ୍ଲୀ: ଯଦି ଆପଣ Amazon Pay ବ୍ୟବହାର କରନ୍ତି, ତେବେ ଆପଣ ଏବେ ଉନ୍ନତ ସୁରକ୍ଷା ପାଇବେ। Amazon Pay ଭାରତରେ UPI ପେମେଣ୍ଟ ପାଇଁ ବାୟୋମେଟ୍ରିକ୍ ଅଥେଣ୍ଟିକେସନ ସପୋର୍ଟ ଆରମ୍ଭ କରିଛି। ଏବେ ବ୍ୟବହାରକାରୀମାନେ ସେମାନଙ୍କର UPI PIN ପ୍ରବେଶ ନକରି ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍…

ମୟୂରଭଞ୍ଜ ଏବଂ ବରଗଡ଼ ରୋଡ୍‌-ନୂଆପଡ଼ା ରୋଡ୍‌ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏହି ସୂଚନା ଦେଲେ ରେଳ…

ଭୁବନେଶ୍ବର: ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢ଼ାମରା-ଚାକୁଲିଆ ରେଳ ଲାଇନ ନିର୍ମାଣ ପାଇଁ ବର୍ତ୍ତମାନ ଜମି ଅଧିଗ୍ରହଣ ଓ…

India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ବାଂଲା ନେତାଙ୍କ ବିବାଦୀୟ ବୟାନ ପରେ ଭାରତରେ ଅବସ୍ଥିତ ବାଂଲା ହାଇ କମିଶନରଙ୍କୁ ସମନ । ହାଇ କମିଶନର ମହମ୍ମଦ ରିଆଜ୍ ହାମିଦୁଲ୍ଲାଙ୍କୁ କୁଟନୈତିକ ସ୍ତରରେ ସମନ୍ କରାଯାଇଛି । ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ…

Silver City: କଟକ ସହରର ବିକାଶ ପାଇଁ ଖର୍ଚ୍ଚ ହେବ ୨୫୦ କୋଟି ଟଙ୍କା

କଟକ: କଟକ ମହାନଗର ନିଗମର ୩୭ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି । ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗକୁ ନେଇ ଆଜି କାଉନସିଲ୍ ବୈଠକ ଆଲୋଚନା କରାଯାଇଥିଲା । ଚଳିତ ବର୍ଷର ଏହି ଅନ୍ତିମ କାଉନସିଲ୍ ବୈଠକରେ ମେୟର, କମିଶନର, ଡେପୁଟି ମେୟର, ସମସ୍ତ ୱାର୍ଡର କର୍ପୋରେଟର ତଥା ବିଭିନ୍ନ…

ବ୍ରହ୍ମପୁର-ଜୟପୁର ୬ ଲେନ ବିଶିଷ୍ଟ ରାସ୍ତା ପାଇଁ ୬୦୦୦ କୋଟି ଘୋଷଣା

ଭୁବନେଶ୍ୱର: ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୨ ତମ ବାର୍ଷିକ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ନିଜ ଉଦବୋଧନ ଦେଇ କହିଛନ୍ତି ଯେ, ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର । ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର…