Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଉଜବେକିସ୍ତାନ-କିର୍ଗିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାରଠାରୁ ଉଜବେକିସ୍ତାନ ଏବଂ କିର୍ଗିସ୍ତାନକୁ ଚାରି ଦିନିଆ ଗସ୍ତରେ ଯିବେ। ଏହି ଗସ୍ତର ଉଦ୍ଦେଶ୍ୟ ଉଜବେକିସ୍ତାନ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ସଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା।…

ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ

ଭୁବନେଶ୍ୱର: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ…

ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା;ଘରୁ ୨ ମୃତଦେହ ଉଦ୍ଧାର

ନଙ୍ଗଆମହଲା:ଭଦ୍ରକ ଜିଲ୍ଲାର ପୁରୁଣା ବଜାର ଥାନା ଅଞ୍ଚଳର ନଙ୍ଗାମହଲା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ ମିଳିଛି । ପତ୍ନୀଙ୍କୁ ହାଣି ନିଜେ ଫାଶି ହୋଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୋନୁ ବିବି ଓ ତାଙ୍କ ସ୍ବାମୀ ସେକ ମୁସ୍ତଫା ରାଜା।…

Nepal floods:୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ:ବୈଦେଶିକ ମନ୍ତ୍ରଣାଳୟ; ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତୀୟ ନାଗରିକମାନେ ସମ୍ମୁଖୀନ ହେଉଥିବା ପରିସ୍ଥିତି ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ (MEA) ଗୁରୁବାର ଏକ ଅପଡେଟ୍ ପ୍ରଦାନ କରିଛି। ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରାୟ ୨୮୮ ଜଣ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।…

ନେପାଳ ଲୋକଙ୍କୁ ସାହାଯ୍ୟ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନେପାଳର ରାସୁୱା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି ବନ୍ୟା। ଏପର୍ଯ୍ୟନ୍ତ ପ୍ରଳୟଙ୍କାରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି। ୧୫ଟି ହେଲିକାଫ୍ଟର ସାହାଯ୍ୟରେ ନେପାଳ ସେନା ଦ୍ୱାରା ରିଲିଫ କାର୍ଯ୍ୟ ଜାରି ରହିଛି। ସେହିପରି ୨୫୦ରୁ ଅଧିକ…

ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗୃହୀତ

ଭୁବନେଶ୍ୱର: ଶେଷରେ ଓଡ଼ିଶା ସରକାର ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ରାଜ୍ୟ ସରକାର ଇସ୍ତଫା ପତ୍ର ଗ୍ରହଣ କରି ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଜୁଲାଇ ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଜୁଲାଇ ମାସରେ ବ୍ୟକ୍ତିଗତ…

ଲେମ୍ବୁ କାଟି ବର୍ଷା ବନ୍ଦ କଲେ ବିଜେପି ସାଂସଦ !

ରାୟପୁର: ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଛତିଶଗଡର ବିଜେପି ସାଂସଦ ଭୋଜରାଜ ନାଗ । ଲେମ୍ବୁ କାଟି ବର୍ଷା ବନ୍ଦ କରିବା ମନ୍ତବ୍ୟ ଦେବା ପରେ ବିରୋଧୀ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ଦେଇଛି । ସାଂସଦଙ୍କ ଏଭଳି ମନ୍ତବ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଛି ।…

Girls Trafficked:ହାଇଦ୍ରାବାଦରୁ ୫ ନାବାଳିକା ଉଦ୍ଧାର;ଚାକିରିର ପ୍ରଲୋଭନ ଦେଖାଇ ଚାଲାଣ ଅଭିଯୋଗ

ଅଡ଼ବା :ଗଜପତି ପୋଲିସକୁ ବଡ଼ ସଫଳତା ମିଳିଛି । ତେଲେଙ୍ଗାନାର ହାଇଦ୍ରାବାଦରୁ ଅଡ଼ବା ପୋଲିସ ୫ ଜଣ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତ ଅନୁସାରେ, ରାୟଗଡ଼ା-କନ୍ଧମାଳ-ଗଜପତି ସୀମାନ୍ତ ଅଞ୍ଚଳର ଆର୍ଥିକ ଦୁର୍ବଳ ପରିବାରର ନାବାଳିକାମାନଙ୍କୁ ଅଧିକ ରୋଜଗାରର…

Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ; ୧୨ ଗେଟ ଦେଇ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇଛି । ଫଳରେ ଆଜି ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମ ପାର୍ଶ୍ୱର ୮ ଓ ଦକ୍ଷିଣ ପାର୍ଶର ୪ଟି ମିଶି ମୋଟ ୧୨ଟି ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ…

ପୂର୍ବତନ ଡିଜିପି ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍‌

କଟକ: ନିର୍ଦ୍ଦେଶାବଳୀ ପାଳନ ନକରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ ବି ଖୁରାନିଆଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଆଇନର ଧାରା 12 ଅନୁଯାୟୀ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଯାହାର କାରଣ ଜଣେ ପୋଲିସ ସବ-ଇନ୍ସପେକ୍ଟର…