Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦେଶର ୧୧ ହଜାର କିମି ରେଳପଥର ହେବ ସମ୍ପ୍ରସାରଣ: ଯୋଜନାର ରୂପରେଖ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ରେଳ ଯାତ୍ରାକୁ ଆହୁରି ସୁଗମ, ଦ୍ରୁତ ତଥା ବିନା ବାଧାବିଘ୍ନରେ ପରିଚାଳନା କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । କ୍ରମାଗତ ଭାବେ ବଢୁଥିବା ଯାତ୍ରୀ ଓ ମାଲବାହୀ ଟ୍ରେନ୍‌ଗୁଡ଼ିକର ଚାପକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ନିଜର ପ୍ରମୁଖ ଏବଂ…

ଆପଣ ବହୁତ ହଟ୍ ଓ ବିୟୁଟିଫୁଲ୍’; ରିଆଲିଟି ସୋ’ରେ ମଲ୍ଲିକାଙ୍କୁ ଖୋଲା ପ୍ରଶଂସା କରି ଚର୍ଚ୍ଚାରେ ଲାଲୁଙ୍କ…

ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜ ପ୍ରତାପ ଯାଦବ ସର୍ବଦା ନିଜର ନିଆରା ତଥା ଅଲଗା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି । ରାଜନୀତି ମଞ୍ଚରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଇଚଇ ସୃଷ୍ଟି…

ଜଣେ ବ୍ୟକ୍ତି କେତୋଟି କ୍ରେଡିଟ୍ କାର୍ଡ ରଖିପାରିବେ? ଜାଣନ୍ତୁ କ’ଣ ରହିଛି ଆରବିଆଇର ନୂଆ ନିୟମ

ଆଜିକାଲି ଦୈନନ୍ଦିନ ଜୀବନରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସପିଂ ହେଉ କିମ୍ବା ଟ୍ରାଭେଲ୍ ଓ ଖାଇବା ପିଇବା, ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ମିଳୁଥିବା ଆକର୍ଷଣୀୟ ରିହାତି ଏବଂ କ୍ୟାସବ୍ୟାକ୍ ଯୋଗୁଁ ଲୋକେ ଏକାଧିକ କାର୍ଡ ରଖିବାକୁ ପସନ୍ଦ କରୁଛନ୍ତି।…

ପାର୍ବଣ ପୂର୍ବରୁ ସରକାରଙ୍କ ବଡ଼ ପଦକ୍ଷେପ: କଳାବଜାରୀ ରୋକିବାକୁ ନୂଆ ନିୟମ, ନିୟନ୍ତ୍ରଣକୁ ଆସିଲା ଦର

ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଦେଶ ତଥା ରାଜ୍ୟର ସାଧାରଣ ଖାଉଟିଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ବଜାରରେ ଲଗାତାର ଭାବେ ଆକାଶଛୁଆଁ ହେଉଥିବା ଚିନି ଦର ଉପରେ ଲଗାମ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଶେଷରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାର ଏବେ ଦେଶକୁ ବାହାରୁ ଚିନି…

Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ…

ସୋର:ବାଲେଶ୍ବରର ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ଆକ୍ରମଣ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ମାଣତ୍ରୀ ଛକ ବଳିବାଡ଼ ନିକଟରେ ଦିନ ଦ୍ବିପହରରେ ଭୁଜାଲିରେ ହାଣିଲେ ତିନି ଦୁର୍ବୃତ୍ତ । ଗୁରୁତର ବ୍ୟକ୍ତି ହେଲେ ସୁରେନ୍ଦ୍ର ସାମଲ (୪୮)। ସୁରେନ୍ଦ୍ରଙ୍କୁ ସୋର ମେଡ଼ିକାଲରେ…

ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍

ଭୁବନେଶ୍ୱର: ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏବେ ଏକ ବଡ଼ ବୈଷମ୍ୟ ଦେଖିବାକୁ ମିଳିଛି । ରାଜ୍ୟର ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁଁ ପ୍ରାୟ ଶତପ୍ରତିଶତ ସିଟ୍ ପୂରଣ ହୋଇଥିବା ବେଳେ ଘରୋଇ କଲେଜଗୁଡ଼ିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।…

ପୂର୍ବତନ ବିଧାୟକ ସତ୍ୟ ଭୂଷଣଙ୍କ ପରଲୋକ;ବିଭିନ୍ନ ମହଲରୁ ଗଭୀର ଶୋକପ୍ରକାଶ

ପଦ୍ମପୁର:ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ପୂର୍ବରୁ ୩ ଥର କଂଗ୍ରେସ ଟିକେଟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ବିଧାୟକ ଭାବେ ଯୋଗ ଦେଇଥିଲେ । ଏଥିସହ ବିଧାନସଭାର ମୁଖ୍ୟ ସଚେତକ ଭାବେ ମଧ୍ୟ…

Nepal floods: ବାଲେନ୍ ଶାହଙ୍କ ସହ କଥା ହେଲେ ପିଏମ୍ ମୋଦୀ; ‘ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା’…

ନୂଆଦିଲ୍ଲୀ:ନେପାଳରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ବୁଧବାର ସକାଳେ ଆସିଥିବା ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏଥିସହିତ, ପ୍ରାୟ ୩୦୦ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି, ଯେଉଁଥିରେ…

ନେପାଳରେ ଜଳପ୍ରଳୟ: ସୂଚନା ଲୁଚାଇଲା ଚୀନ୍, ୧୦୫ ଭାରତୀୟଙ୍କ ସମେତ ୪୦୦ ନିଖୋଜ

କାଠମାଣ୍ଡୁ: ତିବ୍ବତ ପଟୁ ଅଚାନକ ମାଡ଼ି ଆସିଥିବା ବନ୍ୟା ଯୋଗୁଁ ନେପାଳର ଉତ୍ତରାଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟର କ୍ଷୟକ୍ଷତି ତୁଳନାରେ ପଡ଼ୋଶୀ ଚୀନର ଖାମଖିଆଲି ଓ ବେପରୁଆ ମନୋଭାବ ଏବେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ରିପୋର୍ଟ…

ଏଲପିଜି ଗ୍ରାହକଙ୍କ ପାଇଁ ଜରୁରୀ ଖବର: ଅଗଷ୍ଟ ୩୧ ସୁଦ୍ଧା କରନ୍ତୁ ଇ-କେୱାଇସି, ନଚେତ୍ କଟିଯାଇପାରେ ଗ୍ୟାସ୍ କନେକ୍ସନ୍

ନୂଆଦିଲ୍ଲୀ: ରୋଷେଇ ଘରେ ବ୍ୟବହୃତ ଏଲପିଜି ବା ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଖବର । ଯଦି ଆପଣ ଏପର୍ଯ୍ୟନ୍ତ ନିଜ ଗ୍ୟାସ୍ କନେକ୍ସନର ଇ-କେୱାଇସି ପ୍ରକ୍ରିୟା ଶେଷ କରିନାହାନ୍ତି, ତେବେ ଏହାକୁ ତୁରନ୍ତ ପୂରଣ କରିନିଅନ୍ତୁ। ସରକାର ଏବଂ ତୈଳ ବିପଣନ…