Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଜଧାନୀରେ ୫୦% କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ: ଉଲ୍ଲଂଘନ କଲେ ଦେବେ ଫାଇନ୍‌

ନୂଆଦିଲ୍ଲୀ: ବିଷ ବଳୟରେ ଦେଶର ରାଜଧାନୀ ଦିଲ୍ଲୀ। ଏହି କାରଣରୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ କ୍ରମାଗତ ଭାବରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ…

OTET Exam: ୪୫୨ଟି କେନ୍ଦ୍ରରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫ । ୪୫୨ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଓଟିଇଟି ପରୀକ୍ଷା । ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି । ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା…

Sports Minister: କ୍ରୀଡା ମନ୍ତ୍ରୀଙ୍କୁ ଝଟକା: ଦୁଇ ବର୍ଷର ଦଣ୍ଡାଦେଶକୁ କାଏମ ରଖିଛନ୍ତି ସେସନ୍ସ କୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର କ୍ରୀଡା ମନ୍ତ୍ରୀ ମାଣିକରାଓ କୋକାଟେଙ୍କ ପାଇଁ ସମସ୍ୟା ବଢ଼ିଯାଇଛି। ନାସିକ୍ ସେସନ୍ସ କୋର୍ଟ ଏକ ଠକେଇ ମାମଲାରେ ମନ୍ତ୍ରୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଦୁଇ ବର୍ଷର ଦଣ୍ଡାଦେଶକୁ ବଜାୟ ରଖିଛନ୍ତି। ଏହି ମାମଲା ୧୯୯୮ ମସିହାରେ ସେମାନଙ୍କର ଆୟକୁ କମ୍ ରିପୋର୍ଟ କରି ୧୦%…

Odia Youth Return: ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ ଫେରିଲେ; କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ…

ଭୁବନେଶ୍ବର:ସୁଦାନରେ ବିଦ୍ରୋହୀ ଆତଙ୍କୀ ସଂଗଠନ ଆରଏସଏଫ ଆଦର୍ଶଙ୍କୁ ଅପହରଣ କରି ନେଇଥିଲା । ଫେରିବା ପରେ ନିଜ ଯନ୍ତ୍ରଣା କହି ଭାବବିହ୍ୱଳ ହୋଇ ପଡିଛନ୍ତି ଆଦର୍ଶ । ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର…

ବଡଦିନ ଓ ନୂଆବର୍ଷରେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି

ପୁରୀ:ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

Great Honour Nishan of Ethiopia: ଇଥିଓପିଆର ସର୍ବୋଚ୍ଚ ସମ୍ମାନ ପାଇବାରେ ପ୍ରଥମ ବିଶ୍ୱ ନେତା ହେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଇଥିଓପିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ସର୍ବୋଚ୍ଚ ସମ୍ମାନ, ଗ୍ରେଟ୍ ଅନର ଅଫ୍ ଦି ଅର୍ଡର ଅଫ୍ ଇଥିଓପିଆ (The Great Honour Nishan of Ethiopia)ପ୍ରଦାନ କରିଛି। ଇଥିଓପିଆର ପ୍ରଧାନମନ୍ତ୍ରୀ ଡକ୍ଟର ଆବି ଅହମ୍ମଦ ଅଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ…

ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହୋଇ ଘର ମାଲିକ ମୃତ

କେନ୍ଦ୍ରାପଡ଼ା: ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବରମୁତାବକ, ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି…

Happy hormones:ଶରୀରକୁୁ ଖୁସି କରୁଥିବା ହରମୋନ ଏପରି ବୃଦ୍ଧି କରନ୍ତୁ…

ଭୁବନେଶ୍ବର:ହରମୋନଗୁଡ଼ିକ ହେଉଛି ରାସାୟନିକ ବାର୍ତ୍ତାବାହକ ଯାହା ଆମ ଶରୀର ଭିତରେ ଉତ୍ପାଦିତ ହୁଏ। ଯାହା ରକ୍ତପ୍ରବାହ ମାଧ୍ୟମରେ ବିଭିନ୍ନ ଅଙ୍ଗକୁ ବାର୍ତ୍ତା ପଠାଇ ବିଭିନ୍ନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରେ। ଏଗୁଡ଼ିକ ମୁଡ, ନିଦ୍ରା, ଭୋକ, ପାଚନ ଏବଂ ଚାପ ଠାରୁ ଆରମ୍ଭ କରି ଶକ୍ତି ସ୍ତର ଏବଂ…

Custard apple Benefits: ରକ୍ତଚାପ ଏବଂ ହୃଦୟକୁ ସୁସ୍ଥ ରଖେ ଆତ!

ଭୁବନେଶ୍ବର:ବୟସ ବଢ଼ିବା ସହିତ ଆପଣଙ୍କ ଖାଦ୍ୟରେ ଫଳର ପରିମାଣ ବୃଦ୍ଧି କରିବା ଉଚିତ। ଆପଣଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ସାମିଲ କରିବା ଦେହ ପାଇଁ ଭଲ । ତେବେ ଆତ ସିଜନରେ ପ୍ରତିଦିନ ଗୋଟିଏ ​ଆତ ଖାଇବା ଉଚିତ। ଏହି ଆତ ଫଳ ଖାଇବା ଦ୍ବାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ।…

Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ

ନୂଆଦିଲ୍ଲୀ:ଭାରତ ନିଜର ପ୍ରଥମ ସ୍ୱଦେଶୀ 1.0 GHz, 64-ବିଟ୍ ଡୁଆଲ୍-କୋର୍ Dhruv64 ଚିପ୍ ଲଞ୍ଚ କରିଛି । ଫଳରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଏହି ଚିପ୍ ଭାରତକୁ ବିଦେଶୀ ଚିପ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଏହା…