Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାଲେଶ୍ୱର ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ମିଳିଲା ଗ୍ରୀନ ସିଗ୍ନାଲ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା ପଶ୍ଚିମବଙ୍ଗର ପୂର୍ବ…

ପଶ୍ଚିମରୁ ଉପକୂଳ, ସବୁଠି ବର୍ଷା ଆଲର୍ଟ: ଗଣେଶ ପୂଜା ଓ ନୂଆଖାଇ ଉପରେ ଲଘୁଚାପ ବର୍ଷାର କଳାବାଦଲ

ଭୁବନେଶ୍ୱର: ଓଡ଼ିଶାରେ ଏବେ ଉତ୍ସବର ମାହୋଲ । ଗୋଟିଏ ପଟେ ବିଘ୍ନରାଜ ଶ୍ରୀଗଣେଶଙ୍କ ଆରାଧନା ପାଇଁ ପୂଜା ମଣ୍ଡପଗୁଡ଼ିକ ଉତ୍ସବମୁଖର ହୋଇଉଠିଥିବା ବେଳେ, ଅନ୍ୟପଟେ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାପର୍ବ 'ନୂଆଖାଇ' ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମାତ୍ର ଏହି ଆନନ୍ଦ…

ଭାରତୀୟ କ୍ରିକେଟ ପାଇଁ ଗର୍ବର ମୁହୂର୍ତ୍ତ; ପ୍ରଶଂସା କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁବାଇରେ ଅନୁଷ୍ଠିତ ମହିଳା ଟି-୨୦ ଏସିଆ କପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହି…

ପୁଣି ଭିଜିବ ଓଡ଼ିଶା, ୨୨ରୁ ଆସୁଛି ଆଉ ଏକ ଲଘୁଚାପ…

ଭୁବନେଶ୍ବର: ସେପ୍ଟେମ୍ବର ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାକୁ ଲାଗି ରହିଥିବା ଥାଇଲ୍ୟାଣ୍ଡ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ସେପ୍ଟେମ୍ବର ୨୨ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)…

ଜ୍ଞାନ ଓ ସିଦ୍ଧିର ଦେବତା ଶ୍ରୀଗଣେଶ: ସବୁ ଦେବତାଙ୍କ ପୂର୍ବରୁ କାହିଁକି ପୂଜା ପାଆନ୍ତି ପ୍ରଭୁ?

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ, ଯଜ୍ଞ, ଗୃହ ପ୍ରବେଶ କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଆରାଧନା କରାଯିବାର ପରମ୍ପରା ରହିଛି । ବର୍ଷ ତମାମ ଲାଗି ରହୁଥିବା ହିନ୍ଦୁ ପାର୍ବଣ ଋତୁର ଶୁଭାରମ୍ଭ ମଧ୍ୟ ପବିତ୍ର ଗଣେଶ…

ଟାର୍ଗେଟ୍ ହେଲା ‘ଏମଟି ଏଲ୍-ଗାଇଆ’: ନିଖୋଜ ଭାରତୀୟ ନାବିକଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟର ଅଶାନ୍ତ ସମୁଦ୍ର ପଥରେ ପୁଣି ଥରେ ଘନେଇଛି ବିପଦ। ଓମାନ ଉପକୂଳ ନିକଟରେ ଯାଉଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହଠାତ୍ ହୋଇଥିବା ଘାତକ ଆକ୍ରମଣ ଘଟଣାକୁ ଭାରତ ସରକାର ଅତ୍ୟନ୍ତ କଠୋର ଭାଷାରେ ନିନ୍ଦା କରିଛନ୍ତି। ବିଳମ୍ବିତ ରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ…

ରାଜ୍ୟର ସବୁ ହାଇସ୍କୁଲକୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ୍: ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ସରକାରଙ୍କ…

କଟକ: ରାଜ୍ୟର ଶିକ୍ଷା ବ୍ୟବସ୍ଥା, ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସମଗ୍ର ଓଡ଼ିଶାର ସମସ୍ତ ହାଇସ୍କୁଲରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା…

ମୋଦୀ, ପୁଟିନ୍ ଓ ଜିନପିଙ୍ଗଙ୍କ ସହ ଗୋଟିଏ ଫ୍ରେମ୍‌ରେ ନଜର ଆସିଲେ ଏହି ଯୁବକ! ଜାଣନ୍ତୁ କିଏ ଏହି ସିଦ୍ଧାର୍ଥ ବାବୁ?

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ବିଶ୍ୱର ତିନି ପ୍ରଭାବଶାଳୀ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଚୀନ୍ ରାଷ୍ଟ୍ରପତି…

ବାହାରକୁ ଯେତିକି ଚାକଚକ୍ୟ, ଭିତରେ ସେତିକି ତ୍ୟାଗ: ପଡକାଷ୍ଟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଅଧିକାରୀଙ୍କ ଜୀବନଶୈଳୀର…

ନୂଆଦିଲ୍ଲୀ: ସାଧାରଣତଃ ଟିଭି ପରଦାରେ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ପଛରେ ଠିଆ ହୋଇଥିବା ସୁରକ୍ଷା ଅଧିକାରୀ ବା ଏଡ୍-ଡି-କ୍ୟାମ୍ପଙ୍କୁ ଦେଖିଲେ ଖୁବ୍ ଗର୍ବ ଅନୁଭବ ହୁଏ । ବାହାରକୁ ଏହି ପଦବୀ ଯେତିକି ଶକ୍ତିଶାଳୀ ଓ ସମ୍ମାନଜନକ ଲାଗେ, ପ୍ରକୃତରେ ସେହି ଉର୍ଦ୍ଦି…

Balianta Soumya Murder Case: ତଦନ୍ତ ବାଟବଣା ହେଉଥିବା ଆଶଙ୍କା, ଅସଲ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି ପୋଲିସ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି । ନିଜ ପୁଅକୁ ହରାଇ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଜଣେ ଅସହାୟ ମା' ପୋଲିସର ତଦନ୍ତ ପ୍ରକ୍ରିୟା ଓ ପ୍ରସ୍ତୁତ ହୋଇଥିବା ଚାର୍ଜସିଟକୁ ନେଇ ସାଂଘାତିକ…