Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସଞ୍ଜୟ ରାଉତଙ୍କ ବଡ଼ ଦାବି: ‘ବଦଳିପାରନ୍ତି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ’

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉଦ୍ଧବ ଠାକରେଙ୍କ ଶିବସେନା (UBT) ର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବୟାନ। ସେ ଦାବି କରିଛନ୍ତି ଯେ, ଯଦି ଆଗାମୀ ମାସ ମଧ୍ୟରେ ମହାରାଷ୍ଟ୍ର କ୍ୟାବିନେଟରେ ପୁନର୍ଗଠନ ହୁଏ, ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କେନ୍ଦ୍ର ସରକାରକୁ ଯାଇପାରନ୍ତି ଏବଂ…

୨୬ ବର୍ଷର ବନ୍ଧୁତା: ପୁଣି ଏକାଠି ପ୍ରିୟଙ୍କା ଓ ଲାରା !

ମୁମ୍ବାଇ: ବଲିଉଡର ଦୁଇ ଜଣାଶୁଣା ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଲାରା ଦତ୍ତ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଦୁହିଁଙ୍କର ନିକଟରେ ହୋଇଥିବା ଏହି ସାକ୍ଷାତର କିଛି ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକ ପ୍ରାୟ ୨୬ ବର୍ଷ ପୁରୁଣା…

Puri Rath Yatra 2026: ସରିଲା ରଥଟଣା…ଶରଧାବାଲିରେ ପହଞ୍ଚିଲେ ୩ ରଥ;ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ କମ୍ପୁଛି।…

ଭତ୍ତା ପ୍ରଦାନରେ ବିଳମ୍ବ ମାମଲା: ୨ ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ…

ଜୁଲାଇ ୧୭ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷିଛି, ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆହୁରି ବର୍ଷା ଲାଗି ରହିବ । ତେବେ ଆଜି ଅର୍ଥାତ୍ ଜୁଲାଇ ୧୭ ତାରିଖ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ…

ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲା: ୧୪ ଜଣଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ASO ପରୀକ୍ଷା କେଳେଙ୍କାରୀ ମାମଲାରେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ଜାମିନ ଆବେଦନ ଖାରଜ। ଅନ୍ୟ ୧୨ ଜଣଙ୍କର ମଧ୍ୟ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ। ପୋଲିସ୍‌ SI ପରୀକ୍ଷା କେଳେଙ୍କାରୀରେ ମଧ୍ୟ ଶଙ୍କର ଓ ସୁରେଶ ଅଭିଯୁକ୍ତ ରହିଛନ୍ତି।…

ରାଜ୍ୟର ୨ଟି ଜିଲ୍ଲା କୋର୍ଟକୁ ଇ-ମେଲ୍ ଯୋଗେ ବୋମା ଧମକ, କଡାକଡି ହେଲା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର: ଗତକାଲି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ଓ ସେସନ୍ସ କୋର୍ଟକୁ ଇମେଲ୍‌ ଯୋଗେ ବୋମା ଧମକ ମିଳିଥିବାବେଳେ, ଆଜି ପୁଣି ରାଜ୍ୟର ଆଉ ଦୁଇଟି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ଧମକ ଦିଆଯାଇଛି ।…

IIC ବିୟୁଟିଙ୍କ ମୃତ୍ୟୁ ମାମଲା: ମିଳିଛି ଡିଜିଟାଲ ପ୍ରମାଣ

କଟକ: ଚାଉଳିଆଗଞ୍ଜ ଥାନା IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣା ଏବେ ଏକ ବଡ଼ ରହସ୍ୟ ଘେରରେ ରହିଛି। ପୋଲିସ ଏହାକୁ ଏକ ଅସ୍ୱାଭାବିକ ମୃତ୍ୟୁ (UD Case) ଭାବେ ପଞ୍ଜିକରଣ କରି ତଦନ୍ତ ଜାରି ରଖିଛି। ଉକ୍ତ ମାମଲାର ତଦନ୍ତ ପାଇଁ ଗଠିତ ହୋଇଛି ୩ଟି ସ୍ବତନ୍ତ୍ର ଟିମ୍। ଏନେଇ ସୂଚନା ଦେଲେ କଟକ…

ବିଶୃଙ୍ଖଳିତ ଘୋଷଯାତ୍ରା ପରିଚାଳନା! ସରକାରଙ୍କୁ ଘେରିଲା ବିରୋଧୀ, ଦଳାଚକଟାରେ ଶହ ଶହ ଶ୍ରଦ୍ଧାଳୁ ପ୍ରଭାବିତ।

ପୁରୀ/ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରଶାସନିକ ଖାମଖିଆଲି ମନୋଭାବ ଏବଂ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ ବିଜୁ ଜନତା ଦଳ । ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ପ୍ରବଳ ଭିଡ଼ ନିୟନ୍ତ୍ରଣ କରିବାରେ ପୋଲିସ ଓ ପ୍ରଶାସନର ବିଫଳତା କାରଣରୁ…

ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ

ବାଲେଶ୍ୱର: ବାଲେଶ୍ୱରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଫେରୋ ଆଲଏଜ୍ ପ୍ଲାଣ୍ଟ (ଏଫ୍‌ଏପି) କାର୍ଯ୍ୟକାରୀ ଅଞ୍ଚଳ ଅନ୍ତର୍ଗତ ଛାନପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ବନ ମହୋତ୍ସବ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁତେଇ ପଞ୍ଚାୟତ…